ସାମ୍ବାଦିକାଙ୍କୁ ମାଡ ଘଟଣା: ଥାନାକୁ ଆସିଲେ ଟୁଟୁ ନାୟକ, ସେପଟେ ମହିଳା କମିଶନ ନିଜ ଆଡୁ ରୁଜୁ କଲା ମାମଲା
ଭୁବନେଶ୍ୱର: ଥାନାରେ ପହଞ୍ଚିଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ମାଡି ମାରିଥିବା ଅଭିଯୋଗରେ ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିବା ସୂଚନା ଦେଇଛି ଖାରବେଳ ନଗର ଥାନା ପୋଲିସ । ଘଟଣା ସମ୍ପର୍କରେ ତାଙ୍କୁ ଜେରା ଚାଲିଛି । ତେବେ ଟୁଟୁ ନାୟକ ନିଜେ ଆସି ନାହାନ୍ତି, ତାଙ୍କୁ ଅଣା…