Latest Odisha News

BREAKING NEWS

ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର, ଝାରସୁଗୁଡାରେ ଫିଲ୍ମ ‘ପ୍ରଥା’କୁ ବିରୋଧ

ଭୁବନେଶ୍ଵର: ଷ୍ଟାର କଳିରେ ବଳି ପଡୁଛି ଓଡିଆ ଚଳଚ୍ଚିତ୍ର । ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରକୁ ବିରୋଧ କରି ବନ୍ଦ କରାଯାଉଛି । ଗତକାଲି ସାରା ଓଡିଶାରେ ଓଡିଆ ଚଳଚ୍ଚିତ୍ର ପ୍ରଥା ମୁକ୍ତିଲାଭ କରିଥିବା ବେଳେ ଝାରସୁଗୁଡାରେ ଏହି ଚଳଚ୍ଚିତ୍ରକୁ ବିରୋଧ କରାଯାଇଛି । ଏପଟେ ଓଡ଼ିଆ ଚଳଚ୍ଚିତ୍ର…

ଆସନ୍ତା ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ

ଭୁବନେଶ୍ଵର: ଚଳିତ ମାସ ୬ ତାରିଖରୁ ଭୁବନେଶ୍ୱରରୁ ଜୟପୁରକୁ ସିଧାସଳଖ ଉଡିବ ଦ୍ୱିତୀୟ ବିମାନ । ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ । ‘ଇଣ୍ଡିଆ ୱାନ୍‌ ଏ’ ସଂସ୍ଥା ଏହି ବିମାନ ସେବା ଯୋଗାଇବ । ଇଣ୍ଡିଆ ୱାନ୍‌ ଏୟାରର ୯ ସିଟ ବିଶିଷ୍ଟ ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ରେ…

ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଓଡିଆ ପୁଅ ମନୋରଞ୍ଜନ ମିଶ୍ର

ଭୁବନେଶ୍ଵର: ପୁଣିଥରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ପୁଅ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନୂଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିୟୋଜିତ ହୋଇଛନ୍ତି ଓଡିଆ ପୁଅ ମନୋରଞ୍ଜନ ମିଶ୍ର । ଗତ ୩ ଦଶନ୍ଧିରୁ ରିଜର୍ଭ ବ୍ୟାଙ୍କରେ ବିଭିନ୍ନ ଗୁରୁ ଦାୟିତ୍ୱ ତୁଲାଇବା ପରେ ଏହି ପଦବୀରେ…

ଦିନକୁ କରନ୍ତି ୫ କୋଟିର ଦାନ… କିଏ ଏହି ଦାନବୀର, କ’ଣ ତାଙ୍କର ଆୟର ଉତ୍ସ?

ନୂଆଦିଲ୍ଲୀ: ଅଳ୍ପ ହେଉ କି ବହୁତ,  ଟଙ୍କା ପଇସା ତ ପ୍ରାୟ ସମସ୍ତେ ରୋଜଗାର କରିଥାନ୍ତି । କିନ୍ତୁ ରୋଜଗାର କରିଥିବା ଟଙ୍କାର ଅଧା ଅଂଶ ଦାନ କାର୍ଯ୍ୟରେ ଖର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା କମ ନୁହେଁ, ହୁଏତ ବିରଳ ।  ଏକଥା ସତ ଯେ, ଆମ ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ରୋଜଗାରରୁ…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ନେଇ ହୋଇପାରେ ଚୂଡାନ୍ତ ନିଷ୍ପତି

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବ । ଏହି ବୈଠକରେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ,…

ଭାଷା ଭାଗବତ : କଠିନ, ସରଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷା କରିବା କଷ୍ଟକର ଅତ୍ୟଂତ ସହଜ ବ୍ୟାପାର ନିର୍ମଳ ଆଉ ସ୍ବାଭାବିକ ହୁଅଂତୁ ଆମର ଲେଖକ ମିଳିବ ପୁନଶ୍ଚ ଆଦର ମନରୁ ଉଭେଇବ ଡର ଦେଖାଉଥିଲେ ଶବ୍ଦ-ଜ୍ଞାନ ସ୍ବଭାଷା ହୋଇବ ନିଶ୍ଚିହ୍ନ ଏମିତି ଲେଖିବା କଠିନ ସଂଧି ସମାସ ଆଦିରେ…

ନେପାଳ ଭୂମିକମ୍ପ: ଗଲାଣି ୧୨୯ ଜୀବନ, ବଢିପାରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପରେ ଦୋହଲିଲା ନେପାଳ । ଗତକାଲି ବିଳମ୍ବିତ ରାତିରେ ଉତ୍ତର ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି । ଭୂକମ୍ପରେ ଏବେ ସୁଦ୍ଧା ୧୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଗୁରୁତର ଆହତ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ (ଅଷ୍ଟମ ଅଧ୍ୟାୟ-୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରଚଳିତ ଏକ ଅମୂଲ୍ୟ ଗ୍ରନ୍ଥ ହେଉଛି ନୀଳାଦ୍ରି ମହୋଦୟ। ଏଥିରେ କେବଳ ମହାପ୍ରଭୁଙ୍କର ପୂଜା ବିଧି ଓ ରୀତିନୀତି ବର୍ଣ୍ଣିତ ହୋଇନାହିଁ ଏହା ଶ୍ରୀମନ୍ଦିର ଓ…

ଶୀତଦିନେ ଋପି ସମସ୍ୟା ନେଇ ଚିନ୍ତିତ କି? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ଵର: ମନୁଷ୍ୟ ସୌନ୍ଦର୍ଯ୍ୟର ମୂଳ ଅଂଶ ହେଉଛି କେଶ । କିନ୍ତୁ ବର୍ତ୍ତମାନ ସମୟରେ କେଶ ଝଡିବା ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଶୀତଦିନେ ତ୍ୱଚାର ଯତ୍ନ ସହିତ କେଶର ମଧ୍ୟ ସଠିକ୍‌ ଦେଖାଚାହାଁ କରିବା ନିହାତି ଜରୁରୀ । କାରଣ ଶୀତଦିନେ ଅନେକଙ୍କର କେଶ ରୁକ୍ଷ ହେବା ସହ କାହାର କାହାର…

ନେପାଳରେ ୬.୪ ତୀବ୍ରତାର ଭୂକମ୍ପର ପ୍ରଭାବ ଦିଲ୍ଲୀ-ଏନସିଆରରେ ଅନୁଭୂତ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ଅଞ୍ଚଳ, ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସମେତ ଉତ୍ତର ଭାରତରେ ଏହାର ତୀବ୍ରତା ଅନୁଭୂତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ୧୧ଟା ୩୨ ମିନିଟରେ ଭୂପୃଷ୍ଠର ୧୦ କିଲୋମିଟର୍ ଗଭୀରରେ…