Latest Odisha News

BREAKING NEWS

ବାଇକକୁ ପିଟିଲା ଟ୍ରକ: ମହିଳାଙ୍କ ସମେତ ଚାଲିଗଲା ୩ ଜୀବନ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଯାଇଛି ୩ ଜଣଙ୍କ ଜୀବନ । ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏକ ବାଇକରେ ୩ ଜଣ ବ୍ୟକ୍ତି ଆସିଥିଲେ । ହଠାତ ଏକ ଦ୍ରୁତଗାମୀ ଟ୍ରକ ସେମାନଙ୍କୁ…

ବିକ୍ରି ହେବ ଅନିଲ ଅମ୍ବାନୀଙ୍କର ଆଉ ଏକ କମ୍ପାନୀ: ହିନ୍ଦୁଜା ଗ୍ରୁପ ହାତକୁ ଯିବ ମାଲିକାନା

ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କର ରିଲାଏନ୍ସ କ୍ୟାପିଟାଲ ନଭେମ୍ବର ସୁଦ୍ଧା ବିକ୍ରି ହେବ । ଏଥିନେଇ ଚାଲିଛି ମସୁଧା । ଏହି କମ୍ପାନୀର ମାଲିକାନା ହିନ୍ଦୁଜା ଗ୍ରୁପ ପାଖକୁ ଯିବ। ହିନ୍ଦୁଜା ଗ୍ରୁପ କମ୍ପାନୀର ଅଧ୍ୟକ୍ଷ ଅଶୋକ ପି. ହିନ୍ଦୁଜାଙ୍କ କହବା ଅନୁଯାୟୀ, ଚଳିତ ବର୍ଷ ନଭେମ୍ବର ଶେଷ…

ନବମ ଦିନରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ‘ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ କଲେ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ଵକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ…

ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ତାମ୍ପରା ହ୍ରଦ

ଗଞ୍ଜାମ: ଶୀତ ଋତୁ ଡିସେମ୍ୱର ମାସ ଓ ଜାନୁଆରୀ ନୂଆ ବର୍ଷର ଆଗମନରେ ସମସ୍ତଙ୍କ ବୁଲିବା ଓ ପିକନିକ୍ କରିବା ସମୟ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ । ଏଥିପାଇଁ ନିଜ ମନ ପସନ୍ଦର…

ଛତିଶଗଡରେ ବିଜେପିର ସଙ୍କଳ୍ପପତ୍ର: ପ୍ରତି ମହିଳାଙ୍କୁ ମାସିିକ ୧୨ ହଜାର ଟଙ୍କା, ରାମଲଲା ଦର୍ଶନ ପ୍ରତିଶ୍ରୁତି

ରାୟପୁର: ଛତିଶଗଡରେ ବିଜେପି ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଘୋଷଣାପତ୍ର ସମିତିର ସଂଯୋଜକ ବିଜୟ ବଘଲେ  କହିଛନ୍ତି ଗତ ୩ ମାସ ମଧ୍ୟରେ ଏହି ଘୋଷଣାପତ୍ର ପ୍ରସ୍ତୁତ ହୋଇଛି । ୩୫ ଜଣ ସଦସ୍ୟ ସବୁ ବର୍ଗର ଲୋକଙ୍କ ମତ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି । ୨ ଲକ୍ଷରୁ…

ଜେଟ୍ ଏୟାରଓ୍ବେଜର ବରିଷ୍ଠ କର୍ମଚାରୀ ମଶା କଏଲ କମ୍ପାନୀ ଦ୍ବାରା ଦରମା ପାଉଥିଲେ: ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେଟ୍ ଏୟାରଓ୍ବେଜ ମାମଲାରେ ଦାଖଲ କରିଥିବା ଚାର୍ଜସିଟରେ କହିଛି ଯେ ଜେଟ୍ ଏୟାରଓ୍ବେଜ (ଇଣ୍ଡିଆ) ଲିମିଟେଡ୍ (ଜେଆଇଏଲ୍)ର କିଛି ବରିଷ୍ଠ କର୍ମଚାରୀଙ୍କ ଦରମା ଏକ ମଶା କଏଲ ତିଆରି କମ୍ପାନୀ ବା ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି…

ଆସନ୍ତା ୨୦ରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୨୦ ତାରିଖରେ ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦ୍ଵିତୀୟ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁର ଗସ୍ତରେ  ଆସିବେ ମହାମହିମ । ଏନେଇ ସୂଚନା ଦେଇଛନ୍ତି ବିଧାୟକ ନବଚରଣ ମାଝୀ ଓ ରାଜ୍ୟ ବିଜେପି ସମ୍ପାଦକ ନବୀନ କୁମାର ରାମ । ତେବେ…

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା କୁବେର ଭଣ୍ଡାର: ଟଙ୍କା ଆଉ ପ୍ଲଟ ଦେଖି ଭିଜିଲାନ୍ସ ଟିମ ଜଳକା

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ  ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଆୟ ବହିର୍ଭୂତ…

ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଓଡ଼ିଶା ଲାଇବ୍ରେରୀ ଏକାଡେମୀ ପକ୍ଷରୁ ଗ୍ରନ୍ଥାଗାର ସପ୍ତାହ ପାଳନ ନିମନ୍ତେ ରାଜ୍ଯ ଗ୍ରନ୍ଥାଗାରର କର୍ମଚାରୀମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟ୍ୟମରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ଯ…