Latest Odisha News

BREAKING NEWS

ଛତିଶଗଡ ନିର୍ବାଚନ-୨୦୨୩: ଖୈରାଗଡରେ ପ୍ରିୟଙ୍କାଙ୍କ ୮ଟି ବଡ ପ୍ରତିଶ୍ରୁତି

ରାୟପୁର: ବିଧାନସଭା ନିର୍ବାଚନ-୨୦୨୩ ପାଇଁ ଛତିଶଗଡରେ ବିଭିନ୍ନ ଦଳ ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ନିର୍ବାଚନୀ ପ୍ରଚାର । ଏଭଳି ପରିସ୍ଥିତିରେ ଛତିଶଗଡରେ ଜିତିବା ପାଇଁ କଂଗ୍ରେସ ନିଜର ସମସ୍ତ ଶକ୍ତି ଲଗାଉଥିବା ଦେଖିବାକୁ ମିଳିଛି । ଦଳ ପକ୍ଷରୁ ପ୍ରଥମ ଦିନରେ ଦୁଇ ଦିନିଆ ଛତିଶଗଡ ଗସ୍ତରେ…

ରାୟଗଡ଼ା ଓ ଝାରସୁଗୁଡ଼ାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ; ବିକାଶମୂଳକ ପ୍ରକଳ୍ପ ପାଇଁ ୧୩୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ…

ଇସ୍ତଫା ଦେଲେ ଇଞ୍ଜାମାମ ଉଲ ହକ

ନୂଆଦିଲ୍ଲୀ: ଭାରତରେ ଆୟୋଜିତ ହେଉଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ପାଇଁ କିଛି ବି ଠିକ ହେଉ ନାହିଁ । ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୬ ମ୍ୟାଚରୁ ୪ ପଂଏଟ ହାସଲ କରିଛି । ଅନ୍ୟ ଟିମର ପ୍ରଦର୍ଶନ ଏବଂ ଭାଗ୍ୟ ଭରୋଷାରେ ଦଳ ସେମିଫାଇନାଲ ପ୍ରବେଶ ଆଶାରେ ରହିଛି । ଇତି ମଧ୍ୟରେ…

ଶ୍ରୀମନ୍ଦିର ଆନନ୍ଦବଜାର ଟ୍ୟାପରୁ ବାହାରୁଛି ଗୋଳିଆ ପାଣି, ଭକ୍ତ ଅସନ୍ତୋଷ

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ରେ ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପ୍ ଗୁଡିକରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି । ଯାହାକୁ ଭକ୍ତମାନେ ଦେଖି ଅସନ୍ତୋଷ ପ୍ରକାଶ କରି ସେବାୟତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ; ସରକାରୀ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ କରିବା ଦିଗରେ ସରକାର ତତ୍ପରତା ଦେଖାଇଛନ୍ତି। ଦୁର୍ନୀତି ବିରୋଧରେ ଲଢିବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେବା ସହ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି। ତେଣୁ ଦୁର୍ନୀତି ମୁକ୍ତ ରାଜ୍ୟ ଗଠନ ପାଇଁ ଦୁର୍ନୀତି ନିବାରଣ…

ବିରାଟ କୋହଲିଙ୍କ ଜନ୍ମଦିନ ପାଇଁ ଇଡେନ ଗାର୍ଡେନରେ ଜୋରଦାର ପ୍ରସ୍ତୁତି

କୋଲକାତା: ନଭେମ୍ବର ୫ରେ ଭାରତ ତାର ପରବର୍ତୀ ବିଶ୍ୱକପ କ୍ରିକେଟରେ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ତେବେ ଏହି ଦିନ ବିରାଟ କୋହଲିଙ୍କ ୩୫ତମ ଜନ୍ମ ଦିନ ହୋଇଥିବାରୁ ଇଡେନଗାର୍ଡେନରେ ଖାସ ବନ୍ଦୋବସ୍ତ କରାଯାଇଛି । ବେଙ୍ଗଲ କ୍ରିକେଟ ଆସୋସିଏଶନ କୋହଲିଙ୍କ ୭୦୦୦୦ ମାସ୍କ ପ୍ରଶଂସକଙ୍କୁ…

ଲଗାତାର ଟ୍ରେନ ଦୁର୍ଘଟଣା ପାଇଁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦିଅନ୍ତୁ ରେଳମନ୍ତ୍ରୀ- କଂଗ୍ରେସ

ଭୁବନେଶ୍ୱର:ଦେଶରେ ଲଗାତାର ଟ୍ରେନ ଦୁର୍ଘଟଣା ଘଟୁଛି । ଏଥିପାଇଁ ନୈତିକ ଦାୟିତ୍ୱ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଂଚାନନ କାନୁନଗୋ ଦେଶରେ…

ଆପାର୍ଟମେଣ୍ଟରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର; ଦିନକ ପୂର୍ବରୁ ଇନଷ୍ଟାରେ କରିଥିଲେ ଭିଡିଓ ସେୟାର

ଥିରୁଅନନ୍ତପୁରମ:ମଲାୟାଲମ ଅଭିନେତ୍ରୀ ରେଞ୍ଜୁସା ମେନନଙ୍କ ମୃତଦେହ ତାଙ୍କ ଫ୍ଲାଟର ବେଡରୁମରୁ ସୋମବାର ଉଦ୍ଧାର କରାଯାଇଛି । ୩୫ ବର୍ଷୀୟ ଅଭିନେତ୍ରୀ ରେଞ୍ଜୁସା ସ୍ୱାମୀ ମନୋଜଙ୍କ ସହ କାରିୟାମର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ତାଙ୍କର ସ୍ୱାମୀ ମଧ୍ୟ ଜଣେ ଅଭିନେତା । ସ୍ୱାମୀଙ୍କ ବ୍ୟତୀତ…

ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ କୋରିମିଲି ଭେଙ୍କଟ ଶ୍ରୀନିବାସ। ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ। ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଥିଲେ ଶ୍ରୀନିବାସ। ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ…

ଆଫଗାନିସ୍ତାନ ସମ୍ମୁଖରେ ୨୪୨ ରନର ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ପୁଣେ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୪୨ ରନର ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ଶ୍ରୀଲଙ୍କା ୪୯.୩ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଯାଇଥିଲା । କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇ ନ ଥିଲେ । କୁଶଳ ମେଣ୍ଡିସ ୩୯ ଓ…