ଗାଜା ସୀମାରେ ପ୍ରବେଶ କଲା ଆଇଡିଏଫ, ଘନ ଘନ ମିସାଇଲ ଆକ୍ରମଣ
ଗାଜା: ପ୍ରଥମ ଥର ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ସୀମାରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି । ରିପୋର୍ଟ ମୁତାବକ ଗାଜ ସୀମାରେ ପ୍ରବେଶ କରିବା ପରେ ଇସ୍ରାଏଲ ସେନା ପକ୍ଷରୁ ଘନ ଘନ ମିସାଇଲ ମାଡ କରାଯାଉଛି । ଉତର ଗାଜା ସୀମାରେ ସେନା, ଆର୍ମର ଓ ଇଞ୍ଜିନିୟରିଂ ୟୁନିଟ ପ୍ରବେଶ…