ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ: ଲାଗୁ ହେଲା ୧୪୪ ଧାରା
ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଲାଗୁ ହେଲା ୧୪୪ ଧାରା। ପାଟଖଣ୍ଡା ଯାତ୍ରା ପାଇଁ ସହରରେ କଟକଣା ଲାଗୁ କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ାକୁ କେନ୍ଦ୍ର କରି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ପ୍ରଶାସନ ୧୪୪ ଧାରା ଜାରି କରିଛି। ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୨୬ ମଧ୍ୟରାତ୍ରି…