Latest Odisha News

BREAKING NEWS

ଇସ୍ରାଏଲ ଆକ୍ରମଣରେ ଟଳିଲେ ହମାସର ଏକମାତ୍ର ମହିଳା ନେତ୍ରୀ

ଗାଜା: ଇସ୍ରାଏଲ ଓ ହମାସ ଯୁଦ୍ଧ ୧୩ ଦିନରେ ପଂହଚିଛି । ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଆକ୍ରମଣରେ ହମାସର ଏକମାତ୍ର ମହିଳା ନେତ୍ରୀ ଜାମିଲା ଅଶ ଶାନ୍ତିଙ୍କ ମୃତ୍ୟୁ ଘଟିଛି । ହମାସ ପକ୍ଷରୁ ଏ ନେଇ ପୃଷ୍ଟି କରାଯାଇ ନାହିଁ । ହମାସର କୋ ଫାଉଣ୍ଡର ଅବଦେଲ ଅଜୀଜ ଅଲ ରାନ୍ତିଙ୍କ…

ବାୟା କଲା ଓଡିଶା ପ୍ରସିଦ୍ଧ ଦହିବରା, ମୁମ୍ବାଇରେ ଦହିବରା ରାନ୍ଧି ସାଥୀମାନଙ୍କୁ ଖୁଆଇଲେ ସେଫ୍ ବିକାଶ ଖାନ୍ନା

ମୁମ୍ବାଇ: ଦହିବରା ଆଳୁଦମ୍‌ ପ୍ରାୟ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ | ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି | ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ | ଆଉ ଏହାର ସ୍ଵାଦ, ଯିଏ ଖାଇଛି ସେ ଜାଣିଛି ।…

ବନ୍ଧୁକ ମୁନରେ ଲୁଟ୍ : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୫ଲକ୍ଷ ଟଙ୍କା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ୍  । ଆସିଲେ , ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ , ଆଉ ଆଖି ପିଛୁଳାକେ ୫ ଲକ୍ଷ ଟଙ୍କା ଲୁଟି ନେଲେ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ  । କେବଳ ଟଙ୍କା ଲୁଟିନାହାନ୍ତି,  …

ଖେଳୁ ଖେଳୁ ପାଣି ଡେକ୍ଚିରେ ପଡିଗଲା କୁନି ଝିଅ, ଚାଲିଗଲା ଜୀବନ

ରେଢ଼ାଖୋଲ:ଗୋଟିଏ ମୁହୂର୍ତ୍ତର ଅସାବଧାନତା କେତେ ବଡ ବିପର୍ଯ୍ୟୟ ଆଣିପାରେ ! ସାରା ଘରେ ଶୋକର ଲହରୀ । ସମସ୍ତେ କାନ୍ଦୁଛନ୍ତି । କାହିଁକି ଏମିତି ହେଲା ? ହୁଏତ ଟିକିଏ ପୂର୍ବରୁ ଝିଅକୁ ଖୋଜିଥିଲେ ଏପରି ବିପଦ ଆସି ନ ଥାନ୍ତା  । ହେଲେ ଏ ଥିଲା ସମୟର ଖେଳ । ପରିବାର ଲୋକଙ୍କ ସାମ୍ନାରେ…

କୋଟିପତି ଜେଇ ପ୍ରସନ୍ନ କୁମାର ପାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

ଅନୁଗୁଳ: ପାଲଲହଡା ବିଇଓ ଅଫିସର ଜେଇ ଗିରଫ  । ଜେଇ ପ୍ରସନ୍ନ କୁମାର ପାଣି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।  ଫଳରେ ବିପୁଳ ପରିମାଣର ସମ୍ପତ୍ତି ଠାବ…

ଗୋଟିଏ ପରେ ଗୋଟିଏ ଚାଲିଗଲେ ପରିବାରର ୫ ସଦସ୍ୟ: ଶେଷରେ ସାମ୍ନାକୁ ଆସିଲା ବୋହୂର ସାଂଘାତିକ ଷଡଯନ୍ତ୍ର

ମୁମ୍ବାଇ: ସାଂଘାତିକ ଷଡଯନ୍ତ୍ର । ଗୋଟିଏ ପରେ ଗୋଟିଏ କରି ପରିବାରର ୫ ସଦସ୍ୟଙ୍କ ଜୀବନ ଗଲା । ହେଲେ ପୋଲିସର ସନ୍ଦେହ ଘେରକୁ ଟିକିଏ ବି ଆସିଲେନି । ହେଲେ  ଡାକ୍ତରଙ୍କ ମନକୁ ସନ୍ଦେହ ଆସିଲା । ଡାକ୍ତରଙ୍କ କଥା ଶୁଣି ପୋଲିସର ମୁଣ୍ଡ ବି ଗୋଲ ହୋଇଗଲା । କେଉଁଠୁ ଆରମ୍ଭ କରିବ ତଦନ୍ତ,…

କାଲିଠୁ ରାଜ୍ୟବ୍ୟାପୀ ବସ୍ ବନ୍ଦ: ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ଵର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ପୁଣିଥରେ ବସ୍ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ବସ୍ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ । ସଂଘ ପକ୍ଷରୁ କୁହାଯାଇଛି…

ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ: ଲକ୍ଷ୍ମୀ ପୂଜା ପରେ ପୁଣିଥରେ ବସିବ ବୈଠକ

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ମହାଜନ ସଂଘ  । ଆସନ୍ତାକାଲିଠୁ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ । କିନ୍ତୁ ବିଏମସି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପରେ ଆନ୍ଦୋଳନ ସ୍ଥଗିତ ରଖଛି ପରିବା ବ୍ୟବସାୟୀ ସଂଘ  । ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ସଂଘ  ଆନ୍ଦୋଳନକୁ…

ସ୍ପଷ୍ଟ କଲେ ମନ୍ମଥ ରାଉତରାୟ: ଜଟଣୀରୁ ଛିଡା ହେବା ନିଶ୍ଚିତ କିନ୍ତୁ କଂଗ୍ରେସରୁ ନୁହେଁ

ଭୁବନେଶ୍ୱର:୨୦୨୪ ନିର୍ବାଚନ ପାଇଁ  ସୁର ରାଉତରାୟଙ୍କ ସାନ ପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ ଜଟଣୀ ନିର୍ବାଚନମଣ୍ଡଳୀରୁ ଲଢ଼ିବେ  ।  ଜଟଣୀରୁ ଲଢ଼ିବେ ବୋଲି ନିଜେ  ସ୍ପଷ୍ଟ କରିଛନ୍ତି ମନ୍ମଥ  । ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ସେ ୨୦୨୪ ନିର୍ବାଚନ ଲଢିବେ, ଜଟଣୀରୁ ଛିଡା ହେବେ କିନ୍ତୁ …

ନବଦୁର୍ଗା: ସ୍କନ୍ଦମାତା ବେଶରେ ପୂଜା ପାଉଛନ୍ତି ମା’

ଭୁବନେଶ୍ଵର: ଖିଲିଖିଲି ହସୁଛି କାଶତଣ୍ଡି ଫୁଲ । ଏବେ ଖାଲି ଅପେକ୍ଷା ମା'ଙ୍କ ଆଗମନକୁ । ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ଧରାବତରଣ କରିବେ ମା' ଦୁର୍ଗତିନାସିନି ଦୂର୍ଗା । ସେଥିପାଇଁ ଏବେ ସମସ୍ତ ଦେବୀ ପୀଠରେ ମା ଙ୍କ ନବରାତ୍ରୀ ପୂଜା । ଏହି ଅବସରରେ ସକାଳୁ ବିଭିନ୍ନ ଦେବୀ ପୀଠ ମାନଙ୍କରେ…