Latest Odisha News

ବନ୍ଧୁକ ମୁନରେ ଲୁଟ୍ : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୫ଲକ୍ଷ ଟଙ୍କା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ୍  । ଆସିଲେ , ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ , ଆଉ ଆଖି ପିଛୁଳାକେ ୫ ଲକ୍ଷ ଟଙ୍କା ଲୁଟି ନେଲେ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ  ।

କେବଳ ଟଙ୍କା ଲୁଟିନାହାନ୍ତି,  ପେଟ୍ରୋଲ ପମ୍ପରେ ଲାଗିଥିବା ସିସି ଟିଭିର ହାର୍ଡ ଡିକ୍ସ ମଧ୍ୟ ନେଇଯାଇଛନ୍ତି । ବନ୍ଧୁକ ମୁନରେ ସାରା ରାତି ଆତଙ୍କ ଖେଳାଇଥିଲେ ଡକାୟତି ଦଳ । ଘଟଣାସ୍ଥଳରେ ପୋଲିସ ଏବଂ ଫରେନସିକ୍ ଟିମ୍ ପହଞ୍ଚି ଛାନଭିନ କରୁଛନ୍ତି ।

Leave A Reply

Your email address will not be published.