ଅଦାନୀଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ, ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ
ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଅଦାନୀ ଗ୍ରୁପକୁ ଟାର୍ଗେଟ କରିଛନ୍ତି । ବିଜୁଳି ଦର ବୃଦ୍ଧି ପାଇଁ ସେ ଅଦାନୀ ଗ୍ରୁପକୁ ଦାୟୀ କରିଛନ୍ତି । ସେତିକି ନୁହେଁ, କେନ୍ଦ୍ରର ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଦାନୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ…