ଚଳନ୍ତା କାର ଉପରେ ପ୍ରେମୀଯୁଗଳଙ୍କ ଖୁଲମଖୁଲା ରୋମାନ୍ସ
ହାଇଦ୍ରାବାଦ: ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅଜବ ଭିଡିଓ ଦେଖିବାକୁ ମିଳୁଛି । ଯାହା ଦେଖିଲେ ବି ବିଶ୍ୱାସ କରିବା ସମ୍ଭବ ହୁଏ ନାହିଁ । ଏହା ଆଶ୍ଚର୍ଯ୍ୟ କରିଦେଲା ଭଳି ମନେହୁଏ । ତେବେ ହାଇଦ୍ରାବାଦରେ ଏକ ଚଳନ୍ତା କାର ଉପରେ ପ୍ରେମୀଯୁଗଳ ରୋମାନ୍ସ କରୁଥିବା ନଜର ଆସିଛି । ଏହି ଭିଡିଓ ଏବେ…