୪ ବର୍ଷର ପୁଅକୁ ମାରି ଟାଙ୍ଗିଦେଲା ସୈତାନ ବାପା !
ରାଉରକେଲା: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଲୋମ ଟାଙ୍କୁରୀ ଘଟଣା ଘଟିଛି । ୪ ବର୍ଷର ପୁଅକୁ ବାପା ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘର ଭିତରୁ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଜଣାପଡିନି । ସେପଟେ…