Latest Odisha News

BREAKING NEWS

ଅକ୍ଟୋବର ୨ରୁ ବୁଲିବ ସାଇବର ସଚେତନତା ରଥ, ଆସନ୍ତାକାଲି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର /ଭଦ୍ରକ : ସୁବର୍ଣ୍ଣପୁର ଜିଲ୍ଲାରେ  ଦିନକୁ ଦିନ ବୃଦ୍ଧି ପାଉଛି ସାଇବର ଅପରାଧ  । ତେଣୁ ଜିଲ୍ଲାବାସୀ ସଚେତନ କରିବା ଲାଗି ବୁଲିବ ସାଇବର ସଚେତନତା ରଥ  । ଏହା  ଆସନ୍ତା ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବୁଲିବ  । ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ…

ଲାଇଭ ସୋ’ ବେଳେ ବାଡାବାଡି ହେଲେ ଦୁଇ ପାକ୍ ନେତା: ଦେଖୁଥିଲା ସାରା ବିଶ୍ୱ

ଇସଲାମବାଦ: ପୁଣି ପାକିସ୍ତାନର ଅଭଦ୍ରାମୀ ସାମ୍ନାକୁ ଆସିଲା । ଏଥର ଭାରତ ବିରୋଧରେ ବିଷୋଦଗାର କରି ନୁହେଁ ବରଂ ନିଜ ନିଜ ଉପରକୁ କାଦୁଅ ଛାଟି ପଦାରେ ପକାଇଛି ନିଜର ଦୁର୍ଗୁଣ । ପାକିସ୍ତାନରେ ଏକ ରାଜନୈତିକ ଟକ ସୋ ଚାଲିଥାଏ ଟିଭିରେ । ସୋର ଲାଇଭ ଚାଲିଥାଏ । ହଠାତ ଦେଖିବାକୁ ମିଳିଲା…

ରତ୍ନଭଣ୍ଡାର ମରାମତି ମାମଲା: ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାରେ ଆସିଲା ହାଇକୋର୍ଟଙ୍କ ରାୟ । ରତ୍ନଭଣ୍ଡାର ମରାମତି ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି । ଏହି କମିଟି ୨ ମାସ ମଧ୍ୟରେ ଗଠନ କରାଯିବ । ଏମିତି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରତ୍ନଭଣ୍ଡାର ମାମଲାର ଶୁଣାଣି କରି ହାଇକୋର୍ଟ ଶ୍ରୀମନ୍ଦିର…

କାବେରୀ ବିବାଦ: କର୍ଣ୍ଣାଟକ ବନ୍ଦ, ବିଭିନ୍ନ ସଙ୍ଗଠନର ସମର୍ଥନ

ବେଙ୍ଗାଲୁରୁ : ଥମୁନି କାବେରୀ ନଦୀ ଜଳ ବିବାଦ । ତାମିଲନାଡ଼ୁକୁ କାବେରୀ ନଦୀ ଜଳ ଛାଡ଼ିବା ବିରୋଧରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ କରାଯାଉଛି  । ଆଜି ଏନେଇ କର୍ଣ୍ଣାଟକରେ ବନ୍ଦ ପାଳନ କରାଯାଉଛି  ।  ବିଭିନ୍ନ କନ୍ନଡ ଚାଷୀ ସଂଗଠନ ଏହାକୁ ସମର୍ଥନ କରୁଛନ୍ତି   । ରାଜ୍ୟର ସମସ୍ତ ହୋଟେଲ,…

ଶୀତ ଦିନ ପାଇଁ ୱିଣ୍ଟର ଆକ୍ସନ ପ୍ଲାନ ଜାରି: ଯାଞ୍ଚ ହେବ ଗାଡି, ଫୁଟିବନି ଆତସବାଜି

ନୂଆଦିଲ୍ଲୀ: ଆସୁଛି ଶୀତ ଋତୁ। ଶୀତ ଦିନେ ଦିଲ୍ଲୀରେ ବାୟୁ ପ୍ରଦୂଷ ବୃଦ୍ଧି ହୁଏ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରତିବର୍ଷ କିଛି ନା କିଛି ପଦକ୍ଷେପ ନେଇଥାନ୍ତି। ଚଳିତ ବର୍ଷ ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ…

ବେଆଇନ ମଦ ଭାଟିରେ ଚଢଉ: ୧୦୦ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

ଯାଜପୁର: ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା ମିଳିଛି  ।  ଦଶରଥପୁର ଥାନା ପଲ୍ଲାସାହି ରେ ନକଲି ବିଦେଶୀ ମଦ ତିଆରି ବେଳେ ଚଢାଉ କରାଯାଇଛି  । ଫଳରେ ୧୦୦ ବୋତଲ ନକଲି ବିଦେଶୀ ମଦ ଜବତ କରାଯାଇଛି  । ଏବଂ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି  । ଗିରଫ ଅଭିଯୁକ୍ତ ରମେଶ ଚନ୍ଦ୍ର ବେହେରାଙ୍କ…

ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍-୧ ମାର୍କେଟରେ ଉତ୍ତେଜନା: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବନ୍ଦ

ଭୁବନେଶ୍ଵର: ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ…

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲିବା ନିଷ୍ପତ୍ତି

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୮୫ ଫୁଟ୍ ରହିଥିଲା। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ…

କୃଷି ବୈଜ୍ଞାନିକ ଏମ ଏସ୍ ସ୍ବାମୀନାଥନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ

ପୁରୀ: ବିଶିଷ୍ଟ କୃଷି ବୈଜ୍ଞାନିକ ଏମ ଏସ ସ୍ଵାମୀନାଥନ ଙ୍କ ପରଲୋକ ଘଟିଛି  ।  ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଛି। ବିଭିନ୍ନ ମହଲ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳା ମାଧ୍ୟମରେ ଏମ ଏସ୍…

ମୁହାଁମୁହିଁ ପିଟି ହେଲା ଦୁଇ ବାଇକ, ଚାଲିଗଲା ୩ ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ।  ଆଜି ସକାଳେ  ସଡ଼କ ଦୁର୍ଘଟଣାରେ ଚାଲି ଯାଇଛି ୩ ଜୀବନ । ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଏହି ଦୁର୍ଘଟଣା ଘଟିଛି ।  ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୨ ଜଣ ପୁରୁଷଙ୍କ ସମେତ  ଜଣେ…