Latest Odisha News

BREAKING NEWS

ଶିଶୁ କବିତା : ଗରମ୍ ଗରମ୍ ମୁଢ଼ି

ପୂଣ୍ୟପ୍ରଭା ଦେବୀ ଗରମ୍ ଗରମ୍ ମୁଢ଼ି ଭାଜୁଥିଲେ ବସି ଖୁଡ଼ୀ କେଉଁଠୁ ଆସିଲା ଦକ୍ଷିଣା ପବନ ସବୁଯାକ ଗଲା ଉଡ଼ି। ଗରମ୍ ଗରମ୍ ମୁଢ଼ି ଯାଉଥିଲା ବେଳେ ଉଡ଼ି କେଉଁଠୁ କେଜାଣି ଆସିଗଲେ କାଉ ଉଠିଲେ ଧାଡ଼ିକୁ ଧାଡ଼ି ଗରମ୍ ଗରମ୍ ମୁଢ଼ି ଯେଉଁ ଠାରେ ଗଲା ପଡ଼ି ତାକୁ ଖାଇବାକୁ ତା…

ଶେଷ ପାଳି ଖୁଦୁରୁକୁଣୀ ଓଷା: ଜାଣନ୍ତୁ ଖୁଦୁରୁକୁଣୀଙ୍କ ସବୁଠୁ ପ୍ରିୟ ଭୋଗ…

ଭୁବନେଶ୍ଵର: ଓଡି଼ଶା ସମଗ୍ର ବିଶ୍ବରେ ତାହାର ସଂସ୍କୃତି ପରମ୍ପରାକୁ ନେଇ ପରିଚିତ। ପ୍ରତ୍ୟେକ ଘରେ ସବୁ ମାସରେ କିଛି ନା କିଛି ପୂଜା ଉପାସନା ଚାଲି ରହିଥାଏ। ଏହି କ୍ରମରେ ଖୁଦରକୁଣୀ ହେଉଛି ଏକ ଓଷା ଯାହାକୁ କୁମାରୀମାନେ ଭାଦ୍ରବର ପ୍ରତି ରବିବାରେ ଜଗତ ଜନନୀ ମା’, ମଙ୍ଗଳାଙ୍କୁ ଆରାଧାନା…

ଏସିଆନ ଗେମରେ ଭାରତର ଦମଦାର ଯାତ୍ରା: ପ୍ରଥମ ଦିନରେ ହାତେଇଲା ୨ ରୌପ୍ୟ ପଦକ

ନୂଆଦିଲ୍ଲୀ:ଏସିଆନ ଗେମରେ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଦମଦାର ଆରମ୍ଭ କରିଛି ଭାରତ । ପ୍ରଥମ ଦିନରେ ହାତେଇଛି ୨ ପଦକ । ରୋଇଂ ଏବଂ ଏୟାର ରାଇଫଲରେ ୨ ରୌପ୍ୟ ପଦକ ପାଇବାର ସୌଭାଗ୍ୟ ଲାଗି କରିଛି ଭାରତ । ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହ ଲାଇଟୱେଟ ପୁରୁଷ ଡବଲ୍ସ ସ୍କଲ୍ସରେ…

ପଡିବ ହାତଗଣ୍ଠି, ହେବେ ଜୀବନ ସାଥୀ: ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି

ଉଦୟପୁର: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଚଢା ଓ ପରିଣୀତି ଚୋପ୍ରା । ରାଜସ୍ଥାନର ଉଦୟପୁରରେ ଥିବା ହୋଟେଲ ଲୀଲା ଆଣ୍ଡ ତାଜ ପ୍ୟାଲେସରେ ସେମାନେ ବିବାହ କରିବେ । ଗତକାଲି ଏହି ଦୁଇ ଜଣଙ୍କର ହଳଦୀ-ମେହେନ୍ଦୀ ରଶମ ସଂପୂର୍ଣ୍ଣ ହୋଇଛି । ଏବେ କେବଳ ଅପେକ୍ଷା ସାତ ଫେରା ଓ ହସ୍ତଗଣ୍ଠିକୁ ।…

ଭାଷା ଭାଗବତ : ସାହିତ୍ୟ ସର୍ଜନା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଚିଂତାର ଚକ୍ର ଅବିରତ କରଇ ସାହିତ୍ୟ ରଚିତ ଅପୂର୍ବ ଗଦ୍ୟପଦ୍ୟ ମିଶା ସଂଚାର କରୁଛି ଭରସା ଯଶଲାଳସୀ ବ୍ୟକ୍ତିଗଣ ହୁଅଂତି ଗ୍ଳାନିର କାରଣ ଯଂତ୍ରର ସ୍ବୈଚ୍ଛିକ ପ୍ରୟୋଗ ଯୋଗୁଁ ହିଁ ଆସଇ ଦୁର୍ଯୋଗ ପରସ୍ପରକୁ ସଂଶୋଧନ କଲେ…

ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ

ପୁରୀ/ରାଉରକେଲା: ରାଜ୍ୟରେ ଗଡ଼ିବ୨ୟ ବନ୍ଦେ ଭାରତ । ଆଜିଠୁ ପୁରୀରୁ ରାଉରକେଲା ଯିବ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ଚାଲିବ । ୮…

ରାଜ୍ୟ ଗ୍ରନ୍ଥାଗାରକୁ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଏକ ହଜାର ବିରଳ ପୁସ୍ତକ ପ୍ରଦାନ

ଭୁବନେଶ୍ୱର : ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଜନସେବା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରାୟ ଏକ ହଜାର ବିରଳ ଓ ଦୁର୍ଲଭ ପ୍ରାଚୀନ ଓଡ଼ିଆ ପୁସ୍ତକ ଓ ପତ୍ର…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଦ୍ୱାରପାଳ ପୂଜା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଦ୍ୱାରପାଳ ପୂଜା ବିଷୟରେ। ଏବେ ଆଲୋଚନା କରିବା, କାରଣ ଗରୁଡ଼ ପୂଜା, ସୂର୍ଯ୍ୟପୂଜା ପରେ ପରେ ଏହି ପୂଜା ହୋଇଥାଏ।…

ମନରେଗା ଯୋଜନାରେ ବଡ଼ ଦୁର୍ନୀତି: କାର, କୋଠା ଥାଇ ବିଜେଡି ନେତା ଉଠାଇଛନ୍ତି ଲାଭ

ଯାଜପୁର: ଦଶରଥପୁରର ସ୍ଥାନୀୟ ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି ଯାଜପୁର ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ପ୍ରଦୀପ ମହାନ୍ତିଙ୍କର ନିଜସ୍ୱ ବିଳାସପୂର୍ଣ୍ଣ ଗାଡ଼ି ଓ ଦୁଇ ମହଲା…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ସେଞ୍ଚୁରିଅନ୍ ୟୁନିଭରସିଟି ପ୍ରବେଶିକା ପରୀକ୍ଷା (ସିୟୁଇଇ) ୨୦୨୪ ପାଇଁ ଆବେଦନ ଆରମ୍ଭ ହୋଇଛି । ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୧୪ ଟି ବିଦ୍ୟାଳୟର ୬୩ ଟି ପାଠ୍ୟକ୍ରମ ପାଇଁ ଆବେଦନ ଆରମ୍ଭ ହୋଇଛି ବୋଲି…