Latest Odisha News

BREAKING NEWS

ଗଣେଶ ବିସର୍ଜନ କରିବାକୁ ଯାଇ ନାଗାବଳୀ ନଦୀରେ ଭାସି ଗଲେ ଯୁବକ

ରାୟଗଡ଼ା: ନାଗାବଳୀ ନଦୀରେ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ ପ୍ରଖର ନଦୀ ଜଳସ୍ତରରେ ଭାସି ଗଲେ ଜଣେ ୩୨ ବର୍ଷ ଯୁବକ। ରାୟଗଡାର ନାଗାବଳୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ପ୍ରଖର ଓ ଭୀଷଣ ଭାବେ ବଢ଼ିବାରେ ଲାଗିଛି। ସୂଚନା ଅନୁସାରେ ଆଜି ମଧହର୍ଣ୍ଣ ତିନି ଘଣ୍ଟା…

ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଗଦର ୨’

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟିରେ ରିଲିଜ୍ ହେବାକୁ ଯାଉଛି ବଲିଉଡ଼ ଅଭିନେତା ସନ୍ନି ଦେଓଲଙ୍କ ଅଭିନିତ ଫିଲ୍ମ ‘ଗଦର ୨’ । ଏହି ଫିଲ୍ମକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏଥିରେ ଅଭିନେତା ସନ୍ନି ଦେଓଲ, ଅମିଷା ପଟେଲ ଓ ଉତ୍କର୍ଷ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ବକ୍ସ ଅଫିସ୍‌ରେ…

୨୦,୦୦୦ କୀଟରେ ଦେବୀ ପ୍ରତିମା : ତିଆରି କରିବାକୁ ଲାଗିଥିଲା ୬ ବର୍ଷ

ଜାପାନ: ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାସ୍କର୍ଯ୍ୟ ଦେଖିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଭାସ୍କର୍ଯ୍ୟ ଆମକୁ ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ । ତେବେ ଜାପାନରେ ଏମିତି କିଛି ଅଦ୍ଭୁଦ ଭାସ୍କର୍ଯ୍ୟ ଦେଖିବାକୁ ମିଳେ, ଯାହା ସମସ୍ତଙ୍କୁ ଚକିତ କରିଦିଏ । ୨୦ ହଜାର ବିଭିନ୍ନ ପ୍ରକାର କୀଟରେ…

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ: ସେମିରେ ଅନ୍ତିମ

ବେଲଗ୍ରେଡ: ଭାରତର ଯୁବ ରେସଲର ଅନ୍ତିମ ପଙ୍ଘଲ ସର୍ବିୟାରେ ଅନୁଷ୍ଠିତ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ବୁଧବାର ସେ ବିଶ୍ୱ ଚାମ୍ପିୟନ ଓଲଭିୟା ଡୋମିନିକଙ୍କୁ ୩-୨ରେ ହରାଇଛନ୍ତି । ପ୍ରଥମେ ଆମେରିକୀୟ ରେସଲର ୨-୦ରେ ଅଗ୍ରଣୀ ରହିଥିଲେ ।…

ଟ୍ରମ୍ପଙ୍କ ପୁଅ ଟୁଇଟ କରି କହିଲେ-‘ମୋ ବାପାଙ୍କ ମୃତ୍ୟୁ ହୋଇଯାଇଛି’ ହ୍ୟାକ ହୋଇଗଲା କି ଆକାଉଣ୍ଟ ?

ୱାଶିଂଟନ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ ଜୁନିଅର ଟ୍ରମ୍ପଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇ ଯାଇଛି । ତାଙ୍କ ଆକାଉଣ୍ଟରୁ ଲଗାତାର ଆପତ୍ତିଜନକ ପୋଷ୍ଟ ଆସୁଛି । ଅବଶ୍ୟ ଆକାଉଣ୍ଟ ହ୍ୟାକ ହେବା ନେଇ ଏ ଯାଏ କୌଣସି ସୂଚନା ଅଫିସିଆଲି ଦିଆ ଯାଇନାହିଁ । ତେବେ ତାଙ୍କ…

ଅଜଗର ସାପ ସହ ସର୍ଫିଙ୍ଗ୍ ମହଙ୍ଗା ପଡ଼ିଲା, ଭରିଲେ ୧,୫୦୦ ଡଲାର ଜରିମାନା

ଅଷ୍ଟ୍ରେଲିଆ: ପ୍ରତ୍ୟେକ ଲୋକଙ୍କର ସଉକ ଭିନ୍ନ ଭିନ୍ନ । କିଏ ବିଭିନ୍ନ ସ୍ଥାନ ବୁଲିବାକୁ ଭଲ ପାଆନ୍ତି ତ ଆଉ କିଏ ପଶୁପକ୍ଷୀ ପାଳିବାକୁ ଭଲ ପାଆନ୍ତି । ଆଉ କେହି ସାପ ପାଳିବାକୁ ବି ରୁଚି ରଖନ୍ତି । ସେମାନେ ସାପ ଧରିବା ସହ ଖେଳିବାକୁ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ…

ପ୍ରମିଳା ମଲ୍ଲିକ ହେବେ ରାଜ୍ୟର ଆଗାମୀ ବାଚସ୍ପତି!

ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ ବିତର୍କ…

ଟି୨୦ ବିଶ୍ୱକପ ୨୦୨୪: ଆମେରିକାର ଭେନ୍ୟୁ ଘୋଷଣା କଲା ଆଇସିସି

ଦୁବାଇ: ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ଏହା ପରେ ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକା ମିଳିତ ଭାବେ ଟି୨୦ ବିଶ୍ୱକପ ଆୟୋଜନ କରିବେ । ପ୍ରଥମ ଥର ପାଇଁ ଆମେରିକାରେ ବିଶ୍ୱକପ ଖେଳାଯିବ । ଏଥିପାଇଁ ଆଇସିସି ଏହାର ୩ଟି ଭେନ୍ୟୁ ଘୋଷଣା କରିଛି । ଡଲାସ,…

ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକ ସଂଘକୁ ଆଲୋଚନା ପାଇଁ ସିଏମ୍‌ଓରୁ ଡକରା। ଆସନ୍ତା ୨୩ ତାରିଖ ସନ୍ଧ୍ୟା ୫ଟାରେ ଆଲୋଚନା ପାଇଁ ଡକରା ଦେଇଛନ୍ତି ସିଏମଓ। ଆନ୍ଦୋଳନରୁ ଓହରିଥିବା ଶିକ୍ଷକ ସଂଘକୁ ଆଲୋଚନା ପାଇଁ ଡାକିଲେ। ଏନେଇ ସୂଚନା ଦେଲେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ମହାସଚିବ।…

କାନାଡାରେ ରହୁଥିବା ଖଲିସ୍ଥାନୀଙ୍କୁ ନେଇ ବଡ ଖୁଲାସା: ସାମ୍ନାକୁ ଆସିଲା ପାକିସ୍ତାନୀ ଏବଂ ଆଇଏସଆଇ ଲିଙ୍କ

ନୂଆଦିଲ୍ଲୀ: ଭାରତକୁ ଆକ୍ଷେପ କରି ଆତଙ୍କବାଦର କାଦୁଅ ଛାଟୁଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବିଶ୍ୱ ସମର୍ଥନ ମିଳିନି । ଟ୍ରୁଡୋ ନିଜ ସଂସଦରେ ଭାରତ ଉପରେ ଏକ ଆତଙ୍କବାଦୀର ହତ୍ୟା ଅଭିଯୋଗ ଲଗାଇଥିଲେ । ହେଲେ ତାଙ୍କର ଏହି ଅଭିଯୋଗକୁ କୌଣସି ଦେଶ ସମର୍ଥନ ଦେଉ ନ ଥିବା…