ହୋଟେଲ ରୁମ୍ ବୁକିଂ କରିବା ସମୟରେ ଆପଣ ମଧ୍ୟ ଏହି ଭୁଲ୍ କରନ୍ତି କି ?
ହୋଟେଲରେ ରୁମ ବୁକିଂ କରିବା ଭ୍ରମଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ ଏଥିରେ, ଲୋକମାନେ ଏପରି ଅନେକ ଛୋଟ ଛୋଟ ଭୁଲ କରନ୍ତି ଯାହା ସେମାନଙ୍କର ଯାତ୍ରାର ମଜା ନଷ୍ଟ ହୋଇଯାଏ। ଯଦି ଆପଣ ମଧ୍ୟ ଏକ ଯାତ୍ରା ଯୋଜନା କରୁଛନ୍ତି, ତେବେ ହୋଟେଲ ରୁମ୍ ବୁକ୍ କରିବା ସମୟରେ ଏହି ଭୁଲରୁ ଦୂରେଇ…