ମହିଳା ସଂରକ୍ଷଣ ବିଲ୍ ଆମ ସମୟର ସବୁଠୁ ବଡ଼ ବୈପ୍ଲବିକ ପରିବର୍ତ୍ତନ: ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର କହିଛନ୍ତି, ସଂସଦରେ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ବିଲ୍ ଲିଙ୍ଗଗତ ନ୍ୟାୟ ପାଇଁ ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ…