Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସ୍ନାନ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଶେଷ ପର୍ଯ୍ଯାୟରେ ଦର୍ପଣ ଉପରେ ପଡ଼ିଥିବା ପ୍ରତିବିମ୍ବକୁ ଚନ୍ଦନ ଲେପନ କରିବେ ଓ ମନ୍ତ୍ର ଗାଇବେ "ଗନ୍ଧ ଦ୍ୱାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ…

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ…

ଶିକ୍ଷକଙ୍କ କମାଲ: ତିଆରି କଲେ ରୋବୋ, ୨୫ଟି ସ୍କୁଲରେ ପଢାଇଲାଣି ପାଠ

କର୍ଣ୍ଣାଟକ: ସ୍କୁଲ ୟୁନିଫର୍ମ ପିନ୍ଧି, ମୁଣ୍ଡରେ ଦୁଇଟି ବେଣୀ ଓ ରିବନ ବାନ୍ଧି କୁନି ଝିଅଟିଏ ନିୟମିତ ସ୍କୁଲ ଆସୁଛି । ସେ ପାଠ ପଢିବା ପାଇଁ ନୁହେଁ ବରଂ ଅନ୍ୟ ପିଲାମାନଙ୍କୁ ପଢାଇବା ପାଇଁ । ଏହା ଶୁଣିବା ପରେ ଆପଣ ଭାବୁଥିବେ ଗୋଟେ କୁନି ଝିଅ କ’ଣ ପଢାଉଥିବ ? ବାସ୍ତବରେ ଏହା କୌଣସି ଛାତ୍ରୀ…

କରିନାଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା : ବିଜୟ ବର୍ମା

ମୁମ୍ବାଇ: କରିନା କପୁରଙ୍କ ସହ ରୋମାଣ୍ଟିକ୍ ସିନ୍ କରିବା ବେଳେ ଝାଳ ବାହାରି ଯାଇଥିଲା । ତାଙ୍କ ସହିତ ରୋମାଣ୍ଟିକ ସିନ୍ କରିବା ମୋ ପାଇଁ ଏତେ ସହଜ ନ ଥିଲା ବୋଲି କହିଛନ୍ତି ବଲିଉଡ଼ ଅଭିନେତା ବିଜୟ ବର୍ମା । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଜାନେ ଜାନ’କୁ ନେଇ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହା…

ଦଶହରାରେ ଆସୁଛି ଓଡିଆ ଫିଲ୍ମ ‘ରାମ୍‌’: ଏକାଠି ନଜର ଆସିବେ ଦୁଇ ଆକ୍ସନ ସୁପରଷ୍ଟାର ଅରିନ୍ଦମ-ଅନୁଭବ

ଭୁବନେଶ୍ୱର: ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\'ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ‘ରାମ’ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ଦୁଇ…

୧୧ ବର୍ଷ ହେଲା ଶୋଇ ନାହାନ୍ତି ମହିଳା

ଭିଏତ୍‌ନାମ: ପ୍ରତ୍ୟେକ ବ୍ୟକ୍ତି ଦିନକୁ ୮ ଘଣ୍ଟା ଶୋଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ପ୍ରତ୍ୟେକ ଦିନ ଠିକ୍ ଭାବେ ନ ଶୋଇଲେ ବିଭିନ୍ନ ରୋଗ ଦେଖାଦେଇଥାଏ । ତେଣୁ ସୁସ୍ଥ ରହିବାକୁ ହେଲେ ଭଲ ଭାବେ ଶୋଇବା ଉଚିତ । ହେଲେ ଭିଏତ୍‌ନାମରେ ଏମିତି ଜଣେ ମହିଳା ଅଛନ୍ତି, ଯିଏ ୧୧ ବର୍ଷ ହେଲା…

ଭାରତର ଜି ୨୦ ଅଧ୍ୟକ୍ଷତା ଉପରେ ଇ-ପୁସ୍ତକ ‘ପିପୁଲ୍ସ ଜି-୨୦’ କୁ ଉନ୍ମୋଚନ କଲେ ଅପୂର୍ବ ଚନ୍ଦ୍ର

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ଉପରେ ଏକ ଇ-ପୁସ୍ତକ 'ପିପୁଲ୍ସ ଜି-୨୦'କୁ ଉନ୍ମୋଚନ କରିଛନ୍ତି। ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ପିଆଇବିର ଅନ୍ୟ…

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ୨ ମ୍ୟାଚରେ ରାହୁଲ ଅଧିନାୟକ: ବିରାଟ, ରୋହିତଙ୍କୁ ବିଶ୍ରାମ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି । ଅଧିନାୟକ ରୋହିତ ଶର୍ମା ଓ ଚୟନ କମିିଟି ମୂଖ୍ୟ ଅଜିତ ଅଗରକର ପ୍ରଥମ ୨ଟି ଦିନିକିଆ ପାଇଁ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ବିଶ୍ରାମ ଦେଇଛନ୍ତି…

ସମ୍ବାଦ ଅଫିସରୁ ଜବତ ଦସ୍ତାବିଜ ଖୋଲିବ ଦୁର୍ନୀତିର ଗୁମର!

ଭୁବନେଶ୍ୱର: ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଯାଞ୍ଚ। କର୍ମଚାରୀଙ୍କ ନାଁରେ ଋଣ ମାମଲାରେ ଆଜି ସମ୍ବାଦ ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ। ଯାଞ୍ଚ ବେଳେ ଜବତ ହୋଇଛି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ। ବର୍ତ୍ତମାନ ସୁଦ୍ଧା କିଛି ପ୍ରମୁଖ ସାକ୍ଷୀଙ୍କୁ ପଚରାଉଚରା…

ଦୁନିଆର ସବୁଠାରୁ ଦାମୀ ଶାଢି: ଦାମ ଶୁଣିଲେ ହେବେ ଚକିତ

ଚେନ୍ନାଇ: ଭାରତୀୟ ସଂସ୍କୃତିରେ ଶାଢିର ବ୍ୟବହାର ଧାରା ବହୁ ପୁରୁଣା । ମହାଭାରତ ଓ ରାମାୟଣଠାରୁ ଆରମ୍ଭ କରି ସବୁଠି ଶାଢିର ପ୍ରସଙ୍ଗ ଉଲ୍ଲେଖ ଅଛି । ସମୟକ୍ରମେ ଶାଢି ବ୍ୟବହାରର ଧାରା ବଢିବା ସହିତ ଏଥିରେ ନୂଆ ନୂଆ ପ୍ରୟୋଗ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଦୁନିଆର ସବୁଠୁ ଦାମୀ ଶାଢୀ ବିଷୟରେ…