ବଡଦିନରେ ବକ୍ସଅଫିସରେ ଧମାଲ କରିବା କିଙ୍ଗ ଖାନଙ୍କ ଡଙ୍କି, ଜାଣନ୍ତୁ ରିଲିଜ ଡେଟ
ମୁମ୍ବାଇ: ବକ୍ସ ଅଫିସରେ ଧମାଲ ମଚାଉଛି ଶାହାରୁଖ୍ ଖାନଙ୍କ ଫିଲ୍ମ 'ଜଓ୍ବାନ୍' । ଏହି ଫିଲ୍ମଟି ରିଲିଜ୍ ହେବାର ୯ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଏହାର କ୍ରେଜ୍ କମିନି। 'ଜୱାନ'ରେ ଶାହାରୁଖ ଖାନ୍ଏବଂ ନୟନତାରାଙ୍କ ଯୋଡିକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ। ଏହାରି ଭିତରେ ଫ୍ୟାନ୍ସ…