Latest Odisha News

BREAKING NEWS

ରହସ୍ୟମୟ ଦୁର୍ଗ: ଏଠାକୁ ଯିବା ତ ସହଜ କିନ୍ତୁ ଫେରିବା କଷ୍ଟ

ମୁମ୍ବାଇ: ଭାରତରେ ଏପରି ଅନେକ ଦୁର୍ଗ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ଦେଖିବାକୁ ତ ବହୁତ ସୁନ୍ଦର ଲାଗିଥାଏ ମାତ୍ର ସେଠାକୁ ଗଲେ ଲୋକ ମୃତ୍ୟୁ ମୁଖରେ ପଟିଥାନ୍ତି । ତେବେ ଆମ ଦେଶରେ ଏପରି ଏକ ଦୁର୍ଗ ଅଛି ଯେଉଁଠିକି କେହିବି ତ ସହଜରେ ଯାଇପାରିବ ମାତ୍ର ସେଠାରୁ ଫେରିବା ଏତେ ସହଜ…

ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସିତ : ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୧୫ ଫୁଟ୍

ସମ୍ବଲପୁର : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍ ଖୋଲିଛି  । ବର୍ତ୍ତମାନ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି  । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୮.୧୫…

ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ୍: ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ

ଦିଲ୍ଲୀ : ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ ୨୦୨୩  । ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି  । ଏହି ଆଇନ ଲାଗୁ ହେବା ଦ୍ବାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ବ ଅନେକ ମାତ୍ରାରେ ବଢିଯିବ  । ବିଭିନ୍ନ କାମ ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ଦସ୍ତାବିଜ ଭାବେ ବ୍ୟବହାର କରିହେବ । ନୂଆ…

ଆପଣ ବି ଅଣ୍ଡା ରୋଲ ଖାଉଛନ୍ତି କି ସାବଧାନ! ହୋଇପାରେ ସାଙ୍ଘାତିକ ରୋଗ

ଦିଲ୍ଲୀ: ଅଣ୍ଡା ରୋଲ ଖାଇବାକୁ ପ୍ରାୟ ଲୋକ ଭଲ ପାଆନ୍ତି? ଅନେକ ପ୍ରକାରର ଅଣ୍ଡା ରୋଲ୍ ଅଛି । କେହି କେହି ଡବଲ୍ କିମ୍ବା ଆଉ କେହି ଗୋଟିଏ ଅଣ୍ଡା ରୋଲ୍ ଖାଇବାକୁ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହି ଅଣ୍ଡା ରୋଲ ଆପଣଙ୍କ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ? ଏହା ଜାଣି ଆପଣ…

କବିତା : କବିତା ଭଳି କିଛି

ସ୍ମୃତି ରଞ୍ଜନ ତ୍ରିପାଠୀ ସେ ଢ଼ୋକିଦେଲା ସବୁତକ ପାପ ଓଠର ପାସୋରିଗଲା ଅଭିମନ୍ତ୍ରିତ ଜପ ନ୍ୟାସ ରୁଦ୍ରାକ୍ଷରେ ଗଢା ନିଃଶ୍ୱାସର, ଗୋଟେ ଅଣ ଅକ୍ଷରକୁ ଜୀବନର ଅଭିଧାନରେ ସମ୍ଭୋଧିତ କରିବା ଏତେ ସହଜ ନଥିଲା ଯଦିଚ ବିଶ୍ୱାସକୁ ନିହାଣ ମୁନରେ ବାରମ୍ବାର ଆଘାତ ଦେଇ ମୂର୍ତ୍ତିଟିଏ…

ଅନନ୍ତନାଗ ଏନକାଉଣ୍ଟର : ଆତଙ୍କବାଦୀଙ୍କ ସହ ଗୁଳିମାଡବେଳେ ଆହତ ହୋଇଥିବା ଯବାନ ସହିଦ

ଜମ୍ମୁ: ଜମ୍ମୁ କାଶ୍ମୀର ଅନନ୍ତନାଗ ଏନକାଉଣ୍ଟର ଘଟଣା  । ଆଉ ଜଣେ ଯବାନ ସହିଦ  । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବଡ଼ ଧରଣର ଏନକାଉଣ୍ଟରରେ ସହିଦଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ପୂର୍ବରୁ ଏହି ଗୁଳି ବିନିମୟରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର…

ଭାଷା ଭାଗବତ : କାଳାଧୀନ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତୀତ ଆଉ ଭବିଷ୍ୟତ ବର୍ତମାନରେ ସମାହିତ ସ୍ମୃତି ଓ ସ୍ବପ୍ନ ହୋଇ ଯୁକ୍ତ କରଂତି ବିଶ୍ବକୁ ଉନ୍ନତ ଯେଉଁ କାଳରେ କରୁଁ ବାସ ତହିଁର ବିଷାଦ, ଉଲ୍ଲାସ ସହିତ କାଂଦ ଆଉ ହସ ଯୋଗାଏ ଆମକୁ ସାହସ କଲେ ଅତୀତ କୀର୍ତିଗାନ ଦେଖିଲେ…

ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ: ଟ୍ରେନରେ ଯାତ୍ରୀଙ୍କ ତଣ୍ଟି କାଟିଲେ ଦମ୍ପତି

ବଲାଙ୍ଗୀର:  ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ରେଳଷ୍ଟେସନ ଗାନ୍ଧୀଧାମ-ପୁରୀ ଟ୍ରେନରେ ଚାଞ୍ଚଲ୍ୟ । ଚଳନ୍ତା ଟ୍ରେନରେ ଦୁଇ ଯାତ୍ରୀଙ୍କ ତଣ୍ଟି କାଟିଦେଲେ ଦମ୍ପତ୍ତି  । ଟ୍ରେନରେ କିଛି ଘଟଣାକୁ ନେଇ ଆରମ୍ଭ ହୋଇଥିବା ଗଣ୍ଡଗୋଳ କ୍ରମଶଃ ରକ୍ତପାତର ରୂପ ନେଇଥିଲା  । ଯାହାକୁ ନେଇ ଦମ୍ପତ୍ତି ଏକ…

ଅକ୍ଟୋବରରୁ ରାଜ୍ୟରେ ବାଘ ଗଣନା : ଆଜିଠୁ ଆରମ୍ଭ ହେବ ତାଲିମ ପ୍ରକ୍ରିୟା

ଭୁବନେଶ୍ୱର : ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ତେଣୁ ଆଜିଠୁ ଏ ନେଇ ରାଜ୍ୟରେ ତାଲିମ ପ୍ରକ୍ରିୟା ଆରମ୍ଭ ହେବ  । ରାଜ୍ୟ ବନ ବିଭାଗ ସ୍ବତନ୍ତ୍ର ଭାବେ ନିଜସ୍ବ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ଏହି ତାଲିମ ଦିଆଯିବା…

ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ମିଳିତ

ଭୁବନେଶ୍ୱର : ବଡମ୍ବା ପୂଜ୍ୟପୂଜା ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ସବୁଜକବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ…