୧୦ ବର୍ଷ ପରେ ପରଦାକୁ ଫେରିବେ ଗୋପୀ ବୋହୂ
ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ ଖୁବ୍ଶୀଘ୍ର ପରଦାକୁ ଫେରିବେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଦେଭୋଲିନା ଭଟ୍ଟାଚାର୍ଜ ତଥା ଗୋପୀ ବୋହୂ । ବହୁ ବର୍ଷ ଧରି ଅଭିନୟ ଦୁନିଆରୁ ଦୂରରେ ଥିବା ଗୋପୀ ବୋହୂ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ଏବେ ସେ ଧାରାବାହିକ ‘ଦିଲ୍ ଦିୟାନ୍…