Latest Odisha News

BREAKING NEWS

ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରାଯାଉଛି-ବିଜେପି

ଭୁବନେଶ୍ୱର: ହୋମିଓପ୍ୟାଥି ଓ ଆୟୁର୍ବେଦ ଚିକିତ୍ସାରୁ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ବଂଚିତ ହେଉଛନ୍ତି ।  ରାଜ୍ୟର ସାଢ଼େ ଚାରିକୋଟି ଜନସାଧାରଣଙ୍କ ପାଇଁ ୧୧୮୨ଟି ଆୟୁଷ ସ୍ୱାସ୍ଥ୍ୟକେନ୍ଦ୍ର ଓ ୯ଟି ଆୟୁଷ ଚିକିତ୍ସାଳୟ କାର୍ଯ୍ୟ କରୁଛି ।  ୧୧୪ଟି ବ୍ଲକରେ କୌଣସି ଆୟୁର୍ବେଦ ସ୍ୱାସ୍ଥ୍ୟକେନ୍ଦ୍ର ଓ…

ଏଥର ବକ୍ସ ଅଫିସରେ ମୁହାଁମୁହିଁ ହେବେ ପୁଷ୍ପା ୨ ଓ ସିଂଘମ ଏଗେନ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ୨ର ରିଲିଜ ତାରିଖ ସୋମବାର ଘୋଷଣା କରାଯାଇଛି । ପୁଷ୍ପାର ସଫଳତା ପରେ ଦର୍ଶକମାନେ ଏହାକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ମେକର୍ସଙ୍କ ଅନୁସାରେ ପୁଷ୍ପା ୨ ଫିଲ୍ମ ୧୫ ଅଗଷ୍ଟ ୨୦୨୪ରେ ରିଲିଜ ହେବ । ୨୦୨୧ ପୁଷ୍ପା ଦି ରାଇଜର ଏହା ସିକ୍ୱେଲ । ଏହି…

୨୦୨୪ ପ୍ରସ୍ତୁତି, ଆରମ୍ଭ ହେଲା ଦଳୀୟ କର୍ମୀ ଓ ନେତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ୨୦୨୪ରେ ନିର୍ବାଚନ ପ୍ରସ୍ତୁତି ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ସୋମବାର ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ପକ୍ଷରୁ କର୍ମୀମାନଙ୍କ ପାଇଁ ମାଷ୍ଟର ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରଶିକ୍ଷଣ କାର୍ଯ୍ୟସୂଚୀ…

ନିର୍ମାତା ଘୋଷଣା କଲେ ‘ପୁଷ୍ପା-୨’ର ରିଲିଜ୍ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭୀନିତ ଫିଲ୍ମ ପୁଷ୍ପା-୨ ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଫିଲ୍ମ ‘ପୁଷ୍ପା’ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ୱିତୀୟ ଭାଗକୁ ଚାହିଁ ରହିିଥିଲେ । ଆଜି ସେ ଅପେକ୍ଷାର ଅନ୍ତ ଘଟିଛି । ଫିଲ୍ମ ପୁଷ୍ପା-୨ର ରିଲିଜ୍ ତାରିଖ ଘୋଷଣା…

ପାଣ୍ଡିଆନଙ୍କୁ ନିରଞ୍ଜନଙ୍କ କ୍ଲିନଚିଟ ! କହିଲେ ତାଙ୍କର କିଛି ଦୋଷ ନାହିଁ

ଭୁବନେଶ୍ୱର: ଫାଇଭ ଟି ସଚିବଙ୍କୁ ନେଇ ବିରୋଧୀ, ସୌମ୍ୟ ଓ ବିଜେଡି ଭିତରେ ଚାଲିଥିବା ବିବାଦକୁ ଭିନ୍ନ ମୋଡ଼ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ଫାଇଭ ଟି ସଚିବ ଭି କେ ପାଣ୍ଡିଆନଙ୍କର କିଛି ଭୁଲ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ନିରଞ୍ଜନ। ସାହୁ କହିଛି, ପାକେଲା…

‘ଜେଲର’ ସଫଳତା ନେଇ ୩୦୦ କ୍ରୁ ସଦସ୍ୟଙ୍କୁ ସୁନା କଏନ ଦେଲେ ନିର୍ମାତା

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣି । ‘ଜେଲର’ର ସଫଳତାକୁ ନେଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ଏବେ ଅଭିନେତା…

ରାଜସ୍ଥାନରେ ଜେଜେପି ହେବ କିଙ୍ଗମେକର!

ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ସ୍ଥିତି ଧୀରେ ଧୀରେ ଜଟିଳ ରୂପ ଧାରଣ କରୁଛି। ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳେ। ଏପରିକି ପ୍ରତି ପାଞ୍ଚ ବର୍ଷରେ ଥରେ ସରକାର ବଦଳିବାର ପରମ୍ପରା ମଧ୍ୟ ରହି ଆସିଛି। ଏଥର କିନ୍ତୁ ରାଜସ୍ଥାନରେ ଗେହଲଟ ସରକାର…

ବର୍ଷା ବିତ୍ପାତ: ୟୁପିରେ ୧୯ ମୃତ, ଉତ୍ତରାଖଣ୍ଡରେ ଭୂସ୍ଖଳନ

ଡେରାଡୁନ: ଦେଶରେ ବର୍ଷା ବିତ୍ପାତ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି । ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହିତ ଦିଲ୍ଲୀ ଏନସିଆର କେତେକ ଇଲାକା ଜଳମଗ୍ନ ହୋଇଯାଇଛି । ୟୁପିରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୦ ଗୃହପାଳିତ…

ଦୁନିଆର ସବୁଠୁ ଦାମୀ ମୁଦ୍ରା, ଏହାର ମୂଲ୍ୟ ଏତେ ଅଧିକ ଯେ ସେଥିରେ କାର, ବଙ୍ଗଳା ବି କିଣିହେବ

ଗୋଟିଏ ମୁଦ୍ରାର ମୂଲ୍ୟ କ’ଣ ହୋଇପାରେ? ୧୦୦,୨୦୦, ୧୦୦୦ କିମ୍ବା ଏପରିକି ୧୦,୦୦୦ । କିନ୍ତୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ମୁଦ୍ରା ପ୍ରକାଶ କରିଛି ଯାହା ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା ବୋଲି କୁହାଯାଉଛି । ଏହି ମୁଦ୍ରା ଏବେ ଖୁବ୍ ଚର୍ଚ୍ଚାରେ । ଏହାର ମୂଲ୍ୟ ଏତେ ଅଧିକ ଯେ କେବଳ ଗୋଟିଏ…

ଚୀନର ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ

ବେଜିଂ: ଚୀନର ବିଦେଶ ମନ୍ତ୍ରୀଙ୍କ ପରେ ଏବେ ରକ୍ଷା ମନ୍ତ୍ରୀ ଲି ଶଂଗଫୁ ନିଖୋଜ ଅଛନ୍ତି । ଜାପାନରେ ଆମେରିକା ରାଷ୍ଟ୍ରଦୂତ ରେହମ ଇନାମୁଏଲ ଏ ସମ୍ପର୍କରେ ଟୁଇଟ କରିଛନ୍ତି । ସେ କହିଛନ୍ତି ୨ ସପ୍ତାହ ମଧ୍ୟରେ ବିଦେଶ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ ଓ ରକେଟ ଫୋର୍ସର ଜେନେରାଲ ନିଖୋଜ ରହିବା…