ସାହିତ୍ୟ ଦ୍ଵାରା ସୁସ୍ଥ ସମାଜଟିଏ ଗଢ଼ି ଉଠୁ : ସଞ୍ଜିତା ପ୍ରଧାନ
ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସଞ୍ଜିତା ପ୍ରଧାନଙ୍କ ସହ ‘ସ୍ୱଳ୍ପ ଆଳାପ’…