Latest Odisha News

BREAKING NEWS

ଅଧା ରହିଲା ଜଗା ଦର୍ଶନ: ଅଧାବାଟରେ ପୋଲ ତଳକୁ ଖସି ପଡିଲା କାର୍ , ୫ ଆହତ

ସୋର: ଅଧା ରହିଲା ଜଗା ଦର୍ଶନ  । ଏକ ପରିବାର ଜଗା ଦର୍ଶନ ଲାଗି ପୁରୀ ବାହାରିଥିଲେ  । ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା  । ଦୁଃଖର କଳାବାଦଲ ଯେପରି ତାଙ୍କ ପରିବାର ଉପରକୁ ଘୋଟି ଆସିଥିଲା  । ଅଧାବାଟରେ କାରଟି ପୋଲ ତଳକୁ ଖସି ପଡିଥିଲା  । ଫଳରେ ଦୁର୍ଘଟଣାରେ ୫ ଜଣ…

ନନ୍ଦୋତ୍ସବ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି , ପୁରୀରେ ପ୍ରବଳ ଭକ୍ତଙ୍କ ଗହଳି

ପୁରୀ : ଗତକାଲି  ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ନନ୍ଦୋତ୍ସବ ନୀତି  । ସନ୍ଧ୍ୟା ଆଳତୀ ସରିବା ପରେ  ମହାଜନ ସେବାୟତ ମାନେ  ରାମକୃଷ୍ଣ ଓ ଦକ୍ଷିଣ ଘରୁ  ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ  । ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ…

ଅନୁବାଦ କବିତା : ଯାଇପାରେ, କିନ୍ତୁ କାହିଁକି ଯିବି !

ମୂଳ ବଙ୍ଗଳା : ଶକ୍ତି ଚଟ୍ଟୋପାଧ୍ୟାୟ ଭାବୁଛି, ବୁଲିପଡ଼ି ଫେରିଯିବାଟା ଭଲ ବିକଳ୍ପ ଏତେ କଳା ମୁଁ ମାଖିଛି ଏଇ ଦୁଇ ହାତରେ, ଏତେ କାଳ ଧରି କେବେ ହେଲେ ତୁମକୁ ନିଜର ବୋଲି ଭାବି ନାହିଁ ତୁମ ଭାବିବା ପରି। ଏବେ ରାତିରେ, ଗର୍ତ୍ତ ନିକଟରେ ଛିଡ଼ା ହେଲେ, ଜହ୍ନ ଡାକେ ଆସ, ଆସ, ଆସ…

ଆଜି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି: ବାଲୁକା କଳା ମାଧ୍ୟମରେ ସ୍ବାଗତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  ।  । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନଙ୍କ ଗସ୍ତ ନେଇ ପୁରୀ ବେଳାଭୂମିରେ ଏକ ଆକଷର୍ଣୀୟ ବାଲୁକାକୃତି ତିଆରି କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ…

ଦୃଷ୍ଟିକୋଣ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଜୀବନରେ ଶିକ୍ଷାର ସମାପ୍ତି ନାହିଁ । ଶିକ୍ଷା ନଦୀର ବାଲି ସଦୃଶ । ଆମେ ଯେତିକି ଶିକ୍ଷା ଗ୍ରହଣ କରିଛେ, ନଦୀର ଗୋଟିଏ ବାଲି । ଯିଏ କହେ ମୁଁ ସର୍ବଶାସ୍ତ୍ର ବିଶାରଦ । ତାହା ହେଉଛି ତାର ଅହଂକାର । କାଳିଦାସ କହିଥିଲେ "ବାଳାଦପି…

ଭାଷା ଭାଗବତ : ଲେଖାରେ ଅତ୍ୟୁକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତ୍ୟୁକ୍ତି ବୋଲି ସୁଦ୍ଧା ଜାଣି ସେ କଥା କିଆଁ କହୁଁ ପୁଣି ଥରଟେ ନିଜକୁ ପଚାରୁଁ କ'ଣ କହିବା ସ୍ଥିର କରୁଁ ଅଯଥା ଶବ୍ଦ ଅପଚୟ କରିଲେ ଭାବ ହୁଏ କ୍ଷୟ ମାପିଚୁପି କହିଲେ କଥା ଧ୍ବନିରେ ରହେ ସାରବତ୍ତା ବକ୍ତବ୍ୟ କଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଦ୍ୱାରଫିଟା ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଅନୁଷ୍ଠିତ ସର୍ବପ୍ରଥମ ନୀତି ହେଉଛି "ଦ୍ୱାରଫିଟା ନୀତି "। ଏହା କେବଳ ଦ୍ୱାରଫିଟା ପାଇଁ ଉଦ୍ଦିଷ୍ଟ ନୁହେଁ ମହାପ୍ରଭୁଙ୍କର ନିଦ୍ରାଭଙ୍ଗ ପାଇଁ ପାର୍ଥନା…

ଜନ୍ମାଷ୍ଟମୀରେ ରହିଛି ଦହିହାଣ୍ଡି ଭଙ୍ଗା ପରାମ୍ପରା, ଜାଣନ୍ତୁ ଏହାର ବିଶେଷତ୍ବ

ଭୁବନେଶ୍ବର: ସମଗ୍ର ଦେଶରେ ବେଶ୍ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ । ଏହାକୁ ନେଇ ବିଭିନ୍ନ ମଠ ଓ ମନ୍ଦିରରେ ଖୁବ୍ ଆଡମ୍ବରରେ ପାଳନ କରାଯାଉଛି ଜନ୍ମାଷ୍ଟମୀ ବ୍ରତ। ସବୁ ବର୍ଷ ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ସାଜିଥାଏ ଦହିହାଣ୍ଡି ଭଙ୍ଗା ଉତ୍ସବ। ଏଥିପାଇଁ ସବୁଠି ପରିବେଶ ଉତ୍ସବମୁଖର…

ଏସିଆ କପ ସୁପର ୪: ପ୍ରଥମ ମ୍ୟାଚରେ ବାଂଲାଦେଶକୁ ହରାଇଲା ପାକିସ୍ତାନ

ଲାହୋର: ଚଳିତ ଏସିଆ କପ କ୍ରିକେଟର ପ୍ରଥମ ସୁପର ୪ ମୁକାବିଲାରେ ଆୟୋଜକ ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୩୮.୪ ଓଭରରେ ୧୯୩ ରନ କରିଥିଲା । ଶକିବ ଉଲ ହାସନ ୫୩ ଓ ମୁସଫିକର ରହିମ ୬୪ ରନ କରିବା ଯୋଗୁ ବାଂଲାଦେଶ ଏକ ଆଭରେଜ ସ୍କୋର କରିବାରେ…

ଅପରାଧ ନିୟନ୍ତ୍ରଣ ପାଇଁ ସ୍ମାର୍ଟ ହେଉଛି ଭୁବନେଶ୍ୱର ଡିସିପିଙ୍କ ଅଫିସ, ବର୍ଷକରେ ସରିବ ନିର୍ମାଣ କାମ

ଭୁବନେଶ୍ୱର: ରାଜଧାନୀ ବାଣୀବିହାର ଛକରେ ଥିବା ଭୁବନେଶ୍ୱର ଡିସିପିଙ୍କ ଅଫିସ ଚମକିବ। ଅତ୍ୟାଧୁନିକ ଭିତ୍ତିଭୂମି ସହ ଏହି ନୂଆ ମୁଖ୍ୟାଳୟ କୋଠା ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚାରି ମହଲା କୋଠା ଏକ ସ୍ମାର୍ଟ କାର୍ଯ୍ୟାଳୟ ହେବ। ଯେଉଁଥିରେ ସହରରେ ବଢ଼ୁଥିବା ଅପରାଧର ମୁକାବିଲା ପାଇଁ…