ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କା କ୍ରିକେଟର ସଚିତ୍ର ସେନାନାୟକ
କଲମ୍ବୋ: ଶ୍ରୀଲଙ୍କାର ପୂର୍ବ ଅଫ ସ୍ପିନର ସଚିତ୍ର ସେନାନାୟକ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଛନ୍ତି । ଶ୍ରୀଲଙ୍କା ପ୍ରିମିୟର ଲିଗର ୨୦୨୦ ସଂସ୍କରଣରେ ସେ ଦୁଇ ଜଣ ଖେଳାଳିଙ୍କୁ ଫିକ୍ସିଂ କରିବା ପାଇଁ ରାଜି କରାଇଥିଲେ । ସେ ଲିଗରେ ଖେଳୁ ନ ଥିଲେ ମଧ୍ୟ ଦୁବାଇରେ ରହି ଉପରୋକ୍ତ ଖେଳାଳିଙ୍କ…