Latest Odisha News

BREAKING NEWS

ମଲାୟଲମ ଅଭିନେତ୍ରୀ ଅପର୍ଣ୍ଣା ନାୟରଙ୍କ ଆତ୍ମହତ୍ୟା: ପାରିବାରିକ ସମସ୍ୟା ଯୋଗୁ ନେଲେ ଚରମ ନିଷ୍ପତି

ନୂଆଦିଲ୍ଲୀ: ସିନେ ଜଗତରେ ଘଟିଯାଇଛି ପୁଣି ଏକ ଦୁଃଖଦ ଘଟଣା । ମଲାୟଲମ ସିନେ ଅଭିନେତ୍ରୀ ଅପର୍ଣ୍ଣା ନାୟର ଆତ୍ମହତ୍ୟା କରିଛନ୍ତି । ସେ କର୍ମନାସ୍ଥିତ ତାଙ୍କ ନଜ ଘରେ ବେକରେ ରଶୀ ଲଗାଇ ଝୁଲି ପଡିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଆଜି ସକାଳୁ ତାଙ୍କ…

ନୂଆଁ ଅନ୍ନ ଖାଇ ନୂଆଖାଇ ପର୍ବ ପାଳିଲେ ମହିମା ଧର୍ମାବଲମ୍ବୀ

ନୂଆପଡା: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଧୁମଧାମର ସହ ପଶ୍ଚିମ ଓଡିଶା ବାସୀ ନୂଆଖାଇ ପାଳନ କରୁଥିବା ବେଳେ ଏହା ପୂର୍ବରୁ ଅର୍ଥାତ ଗହ୍ମା ପୂର୍ଣ୍ଣିମା ଦିନ ଅଲେଖ ଧର୍ମାବଲମ୍ବୀ ଲୋକେ ନୂଆଖାଇଥାନ୍ତି । ସାରା ପଶ୍ଚିମ ଓଡିଶା ନୂଆଖାଇ ପାଇଁ ସଜବାଜ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କମିଟି

ନୂଆଦିଲ୍ଲୀ: ଦେଶରେ ଗୋଟିଏ ନିର୍ବାଚନ କରିବାକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେନ୍ଦ୍ରରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ଏକ ସମିତି ଗଠନ କରାଯାଇଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ସମିତି ଗଠନ କରାଯାଇଛି। ଏହି…

ଜେଲର ମେକର୍ସ ରଜନୀକାନ୍ତଙ୍କୁ ଦେଲେ ୧୦୦ କୋଟିର ଚେକ୍‌

ମାଡ୍ରାସ: ରଜନୀକାନ୍ତ ଅଭିନୀତ ଜେଲର ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଫିଲ୍ମ ଭାରତରେ କେବଳ ୪୦୦ କୋଟି ଆୟ କରି ସାରିଛି । ଫିଲ୍ମର ପ୍ରଡ୍ୟୁସର କଳାନିଧି ଭାରତ ରଜନୀକାନ୍ତଙ୍କୁ ଭେଟି ପ୍ରଫିଟ ଶେୟାରିଂ ଚେକ ପ୍ରଦାନ କରିଛନ୍ତି । ରିପୋର୍ଟ ମୁତାବକ ମେକର୍ସଙ୍କୁ ଏ ପର୍ଯ୍ୟନ୍ତ ୨୧୦…

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା  ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ…

ଦେଶର ଏମିତି ଏକ ମନ୍ଦିର, ଯେଉଁଠି ପ୍ରସାଦରେ ଭକ୍ତଙ୍କୁ ମିଳେ ଟଙ୍କା ସହ ସୁନାରୂପା ଅଳଙ୍କାର

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ । ବିଚିତ୍ର ତାର ପରିକଳ୍ପନା । ଆମ ଦେଶରେ ଏପରି ଅନେକ ରହସ୍ୟ ରହିଛି ଯାହା ବିଷୟରେ ଜାଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଭାରତରେ ଏପରି ଅନେକ ମନ୍ଦିର ଅଛି ଯେଉଁ ମନ୍ଦିର ନିଜର ଅଲୌକିକ ଶକ୍ତି ଏବଂ ପ୍ରଥା ପାଇଁ ପ୍ରସିନ୍ଧ । ତେବେ ଆଜି ଆମେ…

କେନ୍ଦ୍ରମନ୍ତ୍ରୀଙ୍କ ଘରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ର ରାଜ୍ୟ ମନ୍ତ୍ରୀ ତଥା ଉତ୍ତରପ୍ରଦେଶ ମୋହନଲାଲ  ଗଞ୍ଜ ଆସନର ସାସଂଦ କୌଶଲ କିଶୋରଙ୍କ ଲକ୍ଷ୍ନୌସ୍ଥିତ ଘରେ ଯୁବକଙ୍କୁ ହତ୍ୟା । ମୃତ ଯୁବକଙ୍କ ନାମ ବିନୟ ଶ୍ରୀବାସ୍ତବ ଓ ବୟସ ୩୦ ବର୍ଷ  । ବିନୟ ଜଣେ ବିଜେପି କର୍ମୀ ଏବଂ କୌଶଲ କିଶୋରଙ୍କ ପୁଅ ବିକାଶଙ୍କର ବନ୍ଧୁ  ।…

ମାଣ୍ଡିଆ ଦୂର କରେ ଅନେକ ସମସ୍ୟା, ଜାଣନ୍ତୁ ଏହାର ଫାଇଦା

ଭୁବନେଶ୍ଵର: ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ, ଯେଉଁଥିରେ ମାଣ୍ଡିଆ, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ । ମିଲେଟରେ ଅଧିକ ପରିମାଣର ପୋଷକ ତତ୍ତ୍ଵ ରହିଥାଏ ତେଣୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ । ମିଲେଟରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥକୁ ଆମର ପ୍ରତିଦିନର…

ସୁନା ଚେନ୍ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ : ମାଷ୍ଟରମାଇଣ୍ଡ ସହ ୪ଗିରଫ

ଜୟପୁର: ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ପୋଲିସ । ୪ଟି ସୁନା ଚେନ୍ ସହ ଚୋରିରେ ବ୍ୟବହୃତ ୪ଟି ମୋବାଇଲ, ମଟର ସାଇକଲକୁ ଜୟପୁର ପୋଲିସ  ଜବତ କରିଛି  ।  ଗିରଫ ଅଭିଯୁକ୍ତ ମାନେ ହେଲେ ସୁବାଷ ହରିଜନ , ନରେନ୍ଦ୍ର ମାଛ, ଅଭି ହରିଜନ ଏବଂ ହେମନ୍ତ ନାଗ  । ମାଷ୍ଟର ମାଇଣ୍ଡ ସୁବାଷ ହରିଚନର ଘର…

ନନ୍ଦନକାନନରେ ନୂଆ ଅତିଥି : ହାଇଦ୍ରାବାଦରୁ ଅଣାଯାଇଛି ଗୋଲ୍ଡେନ ହ୍ୟାଣ୍ଡେଡ୍ ଟାମାରିନ୍

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ନୂଆ ଅତିଥି  । ହ୍ରାଇଦ୍ରାବାଦରୁ ଦୁଇଟି ପ୍ରଜାତିର ୪ ଜୀବଜନ୍ତୁ ନନ୍ଦନକାନନ  ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ଗତକାଲି ନନ୍ଦନକାନନ ଚିଡିଆଖାନାକୁ ଏକ ଯୋଡା ଗୋଲ୍ଡେନ୍ ହ୍ୟାଣ୍ଡେଡ୍ ଟାମାରିନ୍ ଏବଂ ସ୍କ୍ବିରେଲ୍ ମଙ୍କି ଅଣାଯାଇଛି। ଉଭୟ…