Latest Odisha News

BREAKING NEWS

ବନ୍ଧା ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ, ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ

ଭୁବନେଶ୍ଵର: ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ସୌରିନଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ କରିବା ପରେ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଛି କମିଶନରେଟ ପୋଲିସ। ସେଥିପାଇଁ ସ୍ୱତନ୍ତ୍ର ଟିମ ଗଠନ କରିବ କମିଶନରେଟ ପୋଲିସ। ଏ ନେଇ ଆଜି ସୂଚନା ଦେଇଛନ୍ତି ଜୋନ ୨ ଏସିପି…

ସଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର

ନୂଆଦିଲ୍ଲୀ: ସାଂସଦର ବିଶେଷ ଅଧିବେଶନ ଡାକିଲେ ମୋଦି ସରକାର । ସେପ୍ଟମ୍ବର ୧୮ରୁ ୨୨ ଯାଏ ହେବ ଏହି ବିଶେଷ ଅଧିବେଶନ । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କୁହାଯାଉଛି, ଏହି ଅଧିବେଶନରେ ୫ଟି ବୈଠକ ହେବ । ୧୭ତମ ଲୋକସଭାର ଏହା…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ଆସନ୍ତା ୨ ରୁ ଫେରିପାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତାକାଲି ରାଜ୍ୟର ଅଧିକାଂଶ ଜିଲ୍ଲା ଗୁଡିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର…

ପ୍ରତିଦିନ ଖାଆନ୍ତୁ ଖଜୁରୀ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଭୁବନେଶ୍ଵର: ଆଜିଯାଏଁ ଆପଣ ଅନେକ ଫଳର ଫାଇଦା ଆଉ ସେଥିରୁ ଦୂର ହେଉଥିବା ରୋଗ ବିଷୟରେ ଜାଣିଥିବେ । ହେଲେ କଣ ଆପଣ ଖଜୁରୀରୁ ମିଳୁଥିବା ଫାଇଦା ସମ୍ପର୍କରେ ଜାଣିଛନ୍ତି? ତେବେ ଆସନ୍ତୁ ଜାଣିବା ଖଜୁରୀ କୋଳିରୁ ହେଉଥିବା ସ୍ଵାସ୍ଥ୍ୟଗତ ଫାଇଦା ସମ୍ପର୍କରେ । ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ…

ପ୍ରସ୍ତୁତ ହେଲା ବିଶ୍ବର ସବୁଠୁ ବଡ ଓ ଛୋଟ ରାକ୍ଷୀ, ଲମ୍ବ ପ୍ରାୟ ୧୦୦୦ଫୁଟ ଓ ଏକ ମିଲି ମିଟର

ଭୋପାଲ: ଭାଇ-ଭଉଣୀ ମଧ୍ୟରେ ସ୍ନେହ ପ୍ରେମ ଶ୍ରଦ୍ଧାର ପବିତ୍ର ପର୍ବ ହେଉଛି ରକ୍ଷା ବନ୍ଧନ । ରକ୍ଷା ବନ୍ଧନ ଆସିଲେ ବଜାରଘାଟରେ ଭିନ୍ନ ଭିନ୍ନ ପ୍ରକାର ଆକର୍ଷଣୀୟ ମନଲୋଭା ରାକ୍ଷୀର ପସରା ମେଲେ । ଚଳିତ ବର୍ଷ ମଧ୍ୟ ସେଭଳି ଆକର୍ଷଣୀୟ ରାକ୍ଷୀ ସହିତ କିଛି ଆଚମ୍ବିତ କଲାଭଳି ରାକ୍ଷୀ ଦେଖିବାକୁ…

‘ଇଣ୍ଡିଆ’ ତୃତୀୟ ବୈଠକକୁ ବିଜେପିର କଟାକ୍ଷ: କହିଲା, ଚାଲିଛି ‘ଘମଣ୍ଡିଙ୍କ ବୈଠକ’

ନୂଆଦିଲ୍ଲୀ: ବଳ ଯୋଗାଡୁଛି ଇଣ୍ଡିଆ ମେଣ୍ଟ । ୨୦୨୪ ନିର୍ବାଚନରେ ଏନଡିଏକୁ ଦେବ ମାତ୍ । ମିଟିଂ ପରେ ମିଟିଂ । ଆଜି ମୁମ୍ବାଇରେ ଚାଲିଛି ତୃ୍ତୀୟ ପର୍ଯ୍ୟାୟ ମିଟିଂ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଇଣ୍ଡିଆ ମିଟିଂକୁ ଘମଣ୍ଡିଙ୍କ ମିଟିଂ…

ବନ୍ଦ କୋଠରୀରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର; ୭ ମାସ ତଳେ କରିଥିଲେ ବିବାହ

କଟକ:  ୭ ଜନ୍ମର ସାଥୀ ହେବେ ବୋଲି ପ୍ରତିଶ୍ରୁତି ଦେଇ ବିବହ ବନ୍ଧନରେ ଆବଦ୍ଧ ହୋଇଥିଲେ । କଥା ରଖିଲେ । ଏକାଠି ଜିଇଁଲେ, ଏକାଠି ମୃତ୍ୟୁକୁ ଆଦରି ନେଲେ ।  କିନ୍ତୁ ୭ ଜନ୍ମ ପାଇଁ ନୁହେଁ, ୭ ମାସ ପାଇଁ । ବିବାହାର ୭ ମାସ ପରେ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ବନ୍ଦ ଘରୁ ମିଳିଛି…

ଭାରତ ୨୦୨୭ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିପାରେ : ନୀରଜ

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଭାରତ ୨୦୨୭ରେ ହେବାକୁ ଥିବା ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ବିଡ ଦାଖଲ କରିବା ସମ୍ଭାବନା ରହିଛି ବୋଲି ଏହି ଷ୍ଟାର ଆଥଲେଟ ଜଣଙ୍କ କହିଛନ୍ତି ।…

ରାକ୍ଷୀ ପିନ୍ଧିଲେ ମହାପ୍ରଭୁ, ବଳଭଦ୍ର ମହାପ୍ରଭୁଙ୍କ ଜନ୍ମ ପାଇଁ ଶ୍ରୀମନ୍ଦିରରେ ହେଉଛି ସ୍ଵତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷା ବନ୍ଧନ ଓ ଶ୍ରୀବଳଭଦ୍ରଙ୍କ ଜନ୍ମ ନୀତି । ମହାବାହୁଙ୍କ ବାହୁରେ ରାକ୍ଷୀ ବାନ୍ଧିଛନ୍ତି ଭଉଣୀ ସୁଭଦ୍ରା । ସ୍ନେହ ଓ ବିଶ୍ୱାସର ଏହି ପର୍ବରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଵିଶାଳ ଓ ସ୍ୱତନ୍ତ୍ର ରାକ୍ଷୀକୁ ବଡ଼ ଭାଇ ବଳଭଦ୍ର…

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ ।   ପୁର୍ବତନ ବ୍ଲକ…