Latest Odisha News

BREAKING NEWS

ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ

ଲକ୍ଷ୍ମଣ ସାହୁ ଶ୍ରାବଣ ପୂର୍ଣ୍ଣିମା ହେଉଛି ଶ୍ରାବଣ ଏବଂ ଭାଦ୍ରବ ମାସକୁ ସଂଯୁକ୍ତ କରୁଥିବା ଏକ ପବିତ୍ର ତିଥି । ଗୋସ୍ୱାମୀ ତୁଳସୀ ଦାସଙ୍କ ‘ରାମଚରିତମାନସ’ରେ, ଏହି ଦୁଇ ମାସ ହେଉଛି ‘ରାମ’ ନାମକ ଦୁଇଟି ଚରିତ୍ର, ଯାହା ଭକ୍ତମାନଙ୍କ ଜୀବନର ଆଧାର ଅଟେ । ଯାହା ବହୁ ଶତାବ୍ଦୀ ଧରି ଭାରତୀୟ…

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: କେତେବେଳେ ବାନ୍ଧିବେ ରାକ୍ଷୀ,ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ହାତରେ ରାଖି ବାନ୍ଧିବେ ଭଉଣୀ । ରାଖି ବାନ୍ଧିବାର ଶୁଭ ମୁହୂର୍ତ୍ତକୁ ନେଇ ପୂର୍ବରୁ ଦ୍ୱନ୍ଦ୍ୱ ଲାଗିଥିବାବେଳେ ଦିନ ୧୧ଟା ୨୨ ପରେ ରାଖି ବାନ୍ଧିବେ ବୋଲି ଜ୍ୟୋତିଷ ବିଷାରଦମାନେ କହିଛନ୍ତି । ଶାସ୍ତ୍ରବିଦଙ୍କ କହିବା ଅନୁଯାୟୀ, ଆଜି ଦିନ…

କବିତା : ମମତାର ରାକ୍ଷୀ

ଝରଣା ପାଢୀ ଚକଚକିଆ ସୁନା ରଙ୍ଗିଆ ଏଇ ମୋର ରାକ୍ଷୀ ଫୁଲ ସେନେହ ମମତା ଡୋରିରେ ଗୁନ୍ଥା ନୁହଁଇ ରେଶମୀ ଡୋର ।। ଭାଇରେ ଭାଇ ‌ ଭାଇ ମୋ ଭାଇ ଡାହାଣ ହାତ ତୋ ଦେ ବଢାଇ ବାନ୍ଧିବି ରାକ୍ଷୀ ଡୋର ଚାହିଁ ରହିଥିଲି ବରଷକ ପରେ ଆସିଛିରେ ଶୁଭ ବେଳ ।। ଭାଇରେ ଭାଇ ମୋ ସୁନା ଭାଇ…

ଭାଷା ଭାଗବତ : ଭିନ୍ନ ଭିନ୍ନ ମାର୍ଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜ୍ଞାନ, କର୍ମ ଓ ଭକ୍ତି, ଧ୍ୟାନ ମାର୍ଗୀ ହେଲେ ହେଁ ଭିନ୍ନ ଭିନ୍ନ ପ୍ରତ୍ୟେକେ କରଂତି ସଂଧାନ ନିଜ ନିଜର ଲକ୍ଷ୍ୟ ସ୍ଥାନ ଜ୍ଞାନୀଏ ବଚନ ବିଳାସ କର୍ମୀଏ କାର୍ଯ ଅହର୍ନିଶ ଭକ୍ତଗଣ ନାମୋଚ୍ଚାରଣ ଧ୍ୟାନୀଏ ମୌନତା ପାଳନ…

ଭାରତର ଟ୍ରାଫିକରେ ଫସିବେ କି ଆମେରିକା ରାଷ୍ଟ୍ରପତି ? ଜି-୨୦ରେ ବାଇଡେନଙ୍କ କାରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ ।ହୋଇଛି ବ୍ୟାପକ ବ୍ୟବସ୍ଥା । ବିଶ୍ୱର ବଡବଡ ହସ୍ତୀ ଏହି ସମ୍ମିଳନୀରେ ଯୋଗ ଦେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ସମେତ ବହୁ ରାଷ୍ଟ୍ରମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । …

ଏଣିକି ବିଦେଶ ଉପରେ ନିର୍ଭର କରିବନି ଭାରତ; ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ

ଭୁବନେଶ୍ୱର:ଏଣିକି ବଜ୍ରପାତ ସୂଚନା ଦେବ ନିଜସ୍ୱ ସାଟେଲାଇଟ । ଆଉ ଲୋଡ଼ା ପଡିବନି ବିଦେଶୀ ସାଟେଲାଇଟର ତଥ୍ୟ । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡିଛି ଇସ୍ରୋ । ଇନସାଟ-୪ ସାଟେଲାଇଟରେ ଇସ୍ରୋ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖଞ୍ଜିବାକୁ ଯୋଜନା ରହିଛି । ଭାରତୀୟ ପାଣିପାଗ…

ଚଳିତ ବର୍ଷ ରକ୍ଷାବନ୍ଧନ ପାଳନ କରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ବର୍ଷ ରକ୍ଷାବନ୍ଧନ ପାଳନ କରିବେ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟ କାମରେ ବ୍ୟସ୍ତ ଥିବାରୁ ସେ ଆଜି ରକ୍ଷା ବନ୍ଧନ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ମଙ୍ଗଳବାର…

ପ୍ରେସମିଟ୍ ପୂର୍ବରୁ ହାତ ଗୋଡ ବାନ୍ଧି ପ୍ରଫୁଲ୍ଲ ସାମନ୍ତରାଙ୍କୁ ନେଇଗଲେ, ପୋଲିସ ଗୁଣ୍ଡା ସାଜିଥିବା ଅଭିଯୋଗ

ରାୟଗଡ଼ା: ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ କରାଯାଇଥିବା ବେଳେ ରାୟଗଡ଼ାରୁ ଏକ ବଲେରୋ ଯୋଗେ ତାଙ୍କୁ ବ୍ରହ୍ମପୁର ବାସଭବନରେ ନେଇ ଛାଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।। ମଙ୍ଗଳବାର ସ୍ଥାନୀୟ ହୋଟେଲ୍ ସ୍ବାଗତ ନିକଟରୁ ତାଙ୍କୁ ୩ ରୁ ୪ ଜଣ ହାତ ବାନ୍ଧି ମୁହଁରେ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଳନ କଳା ୧୫ତମ ପ୍ରତିଷ୍ଠା ଦିବସ

କୋରାପୁଟ: ଲାଣ୍ଡିଗୁଡା କ୍ୟାମ୍ପସରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାରସ୍ୱତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ବିଧି ବିଧାନ ପୂର୍ବରୁ ପୂଜକ ନିଜକୁ ଶୁଦ୍ଧପୂତ କରି ଆରାଧ୍ୟ ଦେବତାଙ୍କ ସମ୍ମୁଖରେ ବା ସମୀପରେ ଆସନ ପକାଇ ଉପବେଶନ କରିବେ। ଅତି କମରେ ଗୋଟିଏ କୁଶକୁ ମଧ୍ଯ…