Latest Odisha News

BREAKING NEWS

ପାକିସ୍ଥାନରେ ଭାରତର ନବନିଯୁକ୍ତ କୂଟନୀତିଜ୍ଞ ଗୀତିକା ଶ୍ରୀବାସ୍ତବ

ଇସଲାମାବାଦ: ୨୦୦୫ ବ୍ୟାଚର IFS ଅଫିସର ଗୀତିକା ଶ୍ରୀବାସ୍ତବ । ଗୀତିକାଙ୍କୁ ମିଳିଛି ଗୁରୁ ଦାୟିତ୍ବ । ଇସଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଦାୟିତ୍ବ ତୁଲାଇବେ ଗୀତିକା ଶ୍ରୀବାସ୍ତବ । ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ…

ରକ୍ଷାବନ୍ଧନରେ ଭଉଣୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ:ଆସନ୍ତାକାଲି ରକ୍ଷାବନ୍ଧନ । ଭାଇ ହାତରେ ରାଖି ବାନ୍ଧିବ ଭଉଣୀ ।  ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ମା’ ଓ ଭଉଣୀଙ୍କୁ ସରକାରଙ୍କ ପକ୍ଷରୁ ଶୁଭ ଉପହାର ଦେଇଛନ୍ତି ।  ଭାଇ ହାତରେ ରାକ୍ଷୀ ବନ୍ଧିବା ପାଇଁ ଭଉଣୀମାନେ ଯେପରି ଅସୁବିଧାର ସମ୍ମୁଖୀନ…

ଆସନ୍ତାକାଲି ପବିତ୍ର ରାକ୍ଷୀ ପୂର୍ଣ୍ଣିମା: ଜଗା-ବଳିଆଙ୍କୁ ପାଟ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା

ପୁରୀ: ଆସନ୍ତାକାଲି ସ୍ନେହ ଓ ବନ୍ଧନର ପର୍ବ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଜୀବନ ସାରା ନିଜର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ସେହ୍ନର ଡ଼ୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦେବ ଭାଇ । ଏନେଇ ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି।…

ବଗିଚାରେ କାମ କଲାବେଳେ ଦଳିଦେଲା ଦନ୍ତା: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୁଳ : ଥମୁନି ହାତୀ ଆତଙ୍କ  । ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି  । କେତେବେଳେ ହାତୀପଲ ଗାଁ ମୁହାଁ ହେଉଛନ୍ତି ତ ଆଉ କେତେବେଳେ ହାତୀ ଆକ୍ରମଣରେ ବହୁମୂଲ୍ୟ ଜୀବନ ଚାଲିଯାଉଛି  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ବନଖଣ୍ଡ ତଳଗଡ଼ ଗାଁରେ  ।  ବଗିଚାରେ କାମ…

ନନ୍ଦନବିହାର ଲୁଟ୍ ଘଟଣା: ଆଉ ୫୦ଲକ୍ଷ ଲୁଟ୍ ଟଙ୍କା ଜବତ , ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଲୁଟ ମାମଲା। ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି ପଚରାଉଚରା କରୁଛି ପୋଲିସ । ୧ କୋଟି ୨ ଲକ୍ଷ ଉଦ୍ଧାର କରିବା ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି  । ଏବେ ପୁଣି ୫୦ ଲକ୍ଷର ଲୁଟ ଟଙ୍କା ଜବତ ହୋଇଛି  ।  ନନ୍ଦନବିହାର ଅଞ୍ଚଳରେ ସିବିଆଇ…

ଆଜି ଜାତୀୟ କ୍ରୀଡା ଦିବସ, ମନେ ପଡନ୍ତି ହକି ଯାଦୁଗର ମେଜର ଧ୍ୟାନଚାନ୍ଦ

ଭୁବନେଶ୍ଵର: ଆଜି ଜାତୀୟ କ୍ରୀଡ଼ା ଦିବସ । ଏହା ସହିତ ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ପୂଣ୍ୟ ଜନ୍ମତିଥି । ଅଲିମ୍ପକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ ଅନେକଙ୍କ ପାଇଁ ପ୍ରେରଣା ମଧ୍ୟ । ହକିରେ ଚମତ୍କାର ପ୍ରଦର୍ଶନ ବଳରେ ଭାରତକୁ ବିଶ୍ବ ଦରବାରରେ…

ତୀର୍ଥ ଯାତ୍ରା ପାଲଟିଲା ଶେଷ ଯାତ୍ରା: ଇରାନରେ ଟ୍ରକ-ବସ୍ ମୁହାଁମୁହିଁ ଧକ୍କା, ୯ ମୃତ

ଇରାନର ନାସିରିୟା ସହରରେ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି  ।  ଟ୍ରକ୍ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୩୧ରୁ ଉଦ୍ଧ୍ବର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି  । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର…

ୟୁପି ‘ଫୁଲପୁର’ ଆସନରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ; ଚାଲିଛି ହୋମୱର୍କ

ନୂଆଦିଲ୍ଲୀ:ପାଖେଇ ଆସୁଛି ନିର୍ବାଚନ ୨୦୨୪ । ଆଜିଠୁ ବଳକଷିବା ଆରମ୍ଭ କଲେଣି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ବିପକ୍ଷ ମେଣ୍ଟ ଇଣ୍ଡିଆ । ଇତିମଧ୍ୟରେ ଉତ୍ତରପ୍ରଦେଶ ରାଜନୀତି ସହ ଜଡିତ ବଡ ଖବର ଆସିଛି ସାମ୍ନାକୁ । ଉତ୍ତର ପ୍ରଦେଶରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ସେଥିପାଇଁ…

ଡ୍ରେନ ଖୋଳିବାବେଳେ ଭୁଶୁଡିଲା ପାଚେରୀ : ଜଣେ ଶ୍ରମିକ ମୃତ, ଦୁଇ ଆହତ

ଭୁବନେଶ୍ବର: ଭୁବନେଶ୍ବର ଇନ୍ଦିରା ହାଉସିଂ କଲୋନୀରେ ଅଭାବନୀୟ ଘଟଣା ଘଟିଛି  । ଡ୍ରେନ ଖୋଳିବାବେଳେ ଅଘଟଣ ଘଟିଛି  ।  ଡ୍ରେନ ଖୋଳା  କାମ ଚାଲିଥିବାବେଳେ ଡ୍ରେନ କଡରେ ଥିବା ନୀଳକଣ୍ଠେଶ୍ବର ମନ୍ଦିରର ପାଚେରୀଟି ଭୁଶୁଡି ପଡିଛି ।  ଫଳରେ ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କର ମୃତ୍ୟୁ…