Latest Odisha News

BREAKING NEWS

ଉଟିରେ ରାହୁଲଙ୍କ ଚକୋଲେଟ୍ କାରଖାନା ପରିଦର୍ଶନ, କୁନି ଝିଅଠାରୁ ନେଲେ ଅଟୋଗ୍ରାଫ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉଟିରେ ଥିବା ଏକ ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ। ତେବେ ଏହାର ଏକ ଭିଡିଓ ସେ ନିଜ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।…

ସାହିତ୍ୟର ସୂକ୍ଷ୍ମ ସୁଖ ଆହରଣଠୁ ବଳି ବଡ଼ ଅନୁଭବ ନାହିଁ : ବାଦଲ ମହାନ୍ତି

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

କ୍ରିପ୍ଟୋ କରେନ୍ସି ସ୍କାମ୍ ମାମଲା: ୩ ଅଭିଯୁକ୍ତଙ୍କ ନାଁରେ ଲୁକଆଉଟ ସର୍କୁଲାର

ଭୁବନେଶ୍ବର: କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଉର୍ଦ୍ଧ୍ବ ଠକେଇ ମାମଲା  । ୩ ଜଣଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରିଛି ଇଓଡବ୍ଲୁ  । ଅଭିଯୁକ୍ତ ମାନେ ହେଲେ ରାଜସ୍ଥାନ ହନୁମାନଗଡର କ୍ରିଷ୍ଣା କୁମାର, ଗଙ୍ଗାନଗରର ଅନିଲ କୁମାର ଏବଂ ନଗ୍ବାରର ଭୋରା ରାମ  । ଏମାନେ…

ନକ୍ସଲଗଡରୁ ଇସ୍ରୋ: ଚର୍ଚ୍ଚାରେ ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ

ମାଲକାନଗିରି: ଉପାନ୍ତ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର । ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ…

ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ

କୋଲକାତା: ପୁଣି ପଶ୍ଚିମବଙ୍ଗ ବାଣ କାରଖାନାରେ ବିସ୍ଫୋରଣ । ବିସ୍ଫୋରଣ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା କେତେ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ । ମୃତକଙ୍କ ପରିଚୟ…

ସୌମ୍ୟଙ୍କୁ ଅନୁଭବ ପଟ୍ଟନାୟକଙ୍କ ଚ୍ୟାଲେଞ୍ଜ: କହିଲେ, ୧୨ ଘଣ୍ଟା ମଧ୍ୟରେ ପ୍ରମାଣ ଦେଲେ ଛାଡିଦେବି ରାଜନୀତି

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ରାଜ୍ୟର ପ୍ରମୁଖ ଗଣମାଧ୍ୟମଠାରୁ ଆରମ୍ଭ କରି…

ପିହୁ ନିଖୋଜ ହେବା ପରଠୁ ‘ରାକ୍ଷୀ ପୁର୍ଣ୍ଣିମା’ ପାଳୁନାହାଁନ୍ତି ପରିବାର ଲୋକେ

ଯାଜପୁର: ଆସୁଛି ସ୍ନେହ,ଶ୍ରଦ୍ଧା, ଭଲପାଇବା ଓ ପବିତ୍ର ବନ୍ଧନର ପର୍ବ ରକ୍ଷା ବନ୍ଧନ ବା ରାକ୍ଷୀ ପୁର୍ଣ୍ଣିମା । ଏହା ପ୍ରତ୍ୟେକ ଭାଈ ଓ ଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ବ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଈ ହାତରେ ରାକ୍ଷୀ ବାନ୍ଧେ ।  ଭଉଣୀ ଯେତେ ଦୂରରେ ଥିଲେ ବି ଭାଈ ପାଖକୁ ଚାଲିଆସେ…

ବଜାରକୁ ଆସିବ ହଳଦୀ ବ୍ୟାଣ୍ଡେଜ, ଚୁଟକିରେ ଭଲ ହେବ ଶରୀରର କ୍ଷତ

ଭୁବନେଶ୍ବର: ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର…

ଗୋଲ୍ଡେନ ବାବାର ୧କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ବର: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ଏଥିରେ ରହିଛି ତା ଘର , ଗାଡ଼ି ଓ ବ୍ୟାଙ୍କ ଆକାଉଣ୍ଟ। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି।…

Mann Ki Baat: ମିଶନ ଚନ୍ଦ୍ରଯାନ ହେଉଛି ନୂଆ ଭାରତର ଆତ୍ମାର ପ୍ରତୀକ, ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

ନୂଆଦିଲ୍ଲୀ: ଗତକାଲିର ସ୍ଵପ୍ନ ଆଜି ହୋଇଛି ପୁରଣ । ସମସ୍ତଙ୍କ ପ୍ରୟାସରେ ଚନ୍ଦ୍ରଯାନ ୩କୁ ମିଳିଛି ସଫଳତା । ନୂଆ ଭାରତର ପ୍ରତୀକ ଚନ୍ଦ୍ରଯାନ ୩ ର ସଫଳତା ପଛରେ ରହିଛି ନାରୀଶକ୍ତି । ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୧୦୪ତମ…