ଆସନ୍ତାକାଲି ନୁହରେ ହିନ୍ଦୁ ସଂଗଠନର ଶୋଭାଯାତ୍ରା: ଜାରି ରହିବ ୧୪୪ ଧାରା
ଚଣ୍ଡିଗଡ: ହରିୟାଣାର ନୁହ ଜିଲ୍ଲାରେ ପୁଣିଥରେ ୧୪୪ ଧାରା ଜାରି ହୋଇଛି । ଆସନ୍ତାକାଲି ହିନ୍ଦୁ ସଂଗଠନ ପକ୍ଷରୁ ନୁହରେ ବ୍ରଜ ମଣ୍ଡଳ ଶୋଭାଯାତ୍ରା ଆୟୋଜିତ କରିବା ନେଇ ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବାକୁ କଡା କଟକଣା ଲାଗୁ କରିଛି ।…