୧୭ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି ଅଭିତାଭ, ଶାହାରୁଖ
ମୁମ୍ବାଇ: ଦୀର୍ଘ ୧୭ ବର୍ଷରେ ବଲିଉଡର ଦୁଇ ମେଗା ଷ୍ଟାର ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ମେଗା ଷ୍ଟାରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହି ଆଲୋଚନା ଜୋର ଧରିଛି । ଏହି ଦୁଇ ହୀରୋ ପୋଷ୍ଟରରେ ଏକତ୍ର…