Latest Odisha News

BREAKING NEWS

ମସ୍କୋ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ CRUT ପରିଚାଳନା ନିର୍ଦ୍ଦେଶକ: ‘ମୋ ବସ୍’ର ସଫଳତା ସମ୍ପର୍କରେ…

ଭୁବନେଶ୍ୱର:ମସ୍କୋ ଅନ୍ତର୍ଜାତୀୟ ପରିବହନ ସମ୍ମିଳନୀରେ CRUT ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍ ଅରୁଣ ବୋଥ୍ରା ।  ସମ୍ମିଳନୀରେ  'ମୋ ବସ୍'ର ସଫଳତା ସମ୍ପର୍କରେ କହିଲେ । ବୋଥ୍ରା କହିଲେ,  ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ଯମରେ ସମସ୍ତଙ୍କ ପାଇଁ ନିରନ୍ତର ଓ ସୁବିଧାଜନକ ବସ୍ ସେବା ଯୋଗାଇ…

ହ୍ଵାଟ୍ସଆପ୍ ଆଣିଲା ନୁଆ ଫିଚର, ଏଣିକି ଗ୍ରୁପରେ ଯୋଡିହେବା ପରେ ଦେଖିପାରିବେ ପୁରୁଣା ଚାଟ୍

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ହ୍ବାଟ୍ସଆପ୍ । ଏହି କମ୍ପାନୀ ନିଜ ୟୁଜର୍ସଙ୍କୁ ବାନ୍ଧି ରଖିବା ପାଇଁ ସବୁବେଳେ ନୂଆ ନୂଆ ଫିଚର ରୋଲଆଉଟ କରିଥାଏ । ଏହାରି ଭିତରେ ଖୁବଶୀଘ୍ର ଆଉ ଏକ ଫିଚର ଆଣିବାକୁ ଯାଉଛି ହ୍ଵାଟ୍ସଆପ୍ । ଏଣିକି ହ୍ଵାଟ୍ସଆପ୍ ଗ୍ରୁପରେ ଯୋଡିହେବା ପରେ…

କଲବଲ କରୁଛି ଅଧାପନ୍ତରିଆ ରାସ୍ତାକାମ, କେବେ ସରିବ ଉଠିଲା ପ୍ରଶ୍ନ

ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଥିବା ଗାଁ ଗୁଡିକୁ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି ସରକାର ମାଳ ମାଳ ଯୋଜନା କରୁଛନ୍ତି  । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି  । ହେଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା ଓ ପୋଲ…

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଝୁଲଣ ଯାତ୍ରା

ପୁରୀ: ଶ୍ରାବଣ ଶୁକ୍ଳ ଦଶମୀ ତିଥି ଅର୍ଥାତ୍‌ ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଝୁଲଣ ଯାତ୍ରା। ୭ ଦିନ ବ୍ୟାପୀ ଏହି ଝୁଲଣ ଯାତ୍ରା ଚାଲିବ। ଏଥିସହ ଶ୍ରୀକ୍ଷେତ୍ରର ଅନ୍ୟାନ୍ୟ ମଠ, ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଶରତ ରାସର ପୂର୍ବାଭାସ ଏହି ଝୁଲଣ ଯାତ୍ରା ହେଉଛି…

ପୁରା ହେବ ଡାକ୍ତରୀ ସ୍ବପ୍ନ: ସହାୟତାର ହାତ ବଢାଇଲେ ରାଜ୍ୟ ସରକାର

ରାୟଗଡା: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଦାରିଦ୍ରତା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଥୁଆପାଢୀ ଗାଁର ଦାଦନ କୃଷ୍ଣଚନ୍ଦ୍ର ଅଟକା । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତାର ସହ ଉର୍ତ୍ତିର୍ଣ୍ଣ ହେବା ସହ ସେ ଏବେ ଡାକ୍ତରୀ ପାଠ ପଢିବାକୁ ଯାଉଛନ୍ତି ।…

ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ଅଭିନେତ୍ରୀ କ୍ରିତି ସାନନ୍, ଭିଡିଓ ହେଲା ଭାଇରାଲ

ହାଇଦ୍ରାବାଦ: ମୁମ୍ବାଇର ସିଦ୍ଧବିନାୟକ ମନ୍ଦିରରେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କ୍ରିତି ସାନନ୍ । ନିକଟରେ ଚଳଚ୍ଚିତ୍ର 'ମିମି' ପାଇଁ କ୍ରିତି ସାନନଙ୍କୁ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମ୍ମାନ ପରେ କ୍ରିତି ସାନନ୍ ସର୍ବପ୍ରଥମେ ଗଣପତି ବାପ୍ପାଙ୍କୁ ଦର୍ଶନ…

ନିଲମ୍ବିତ ହେଲେ ୨ ନକଲି ଅଧ୍ୟାପକ: ଫେରାଇବେ ପାଇଥିବା ଟଙ୍କା

ବଲାଙ୍ଗିର: ନକଲି ଶିକ୍ଷକ ପରେ  ନକଲି ଅଧ୍ୟାପକ । ଦୀର୍ଘ ବର୍ଷ ହେଲା ପିଲାଙ୍କୁ ପଢାଉଥିଲେ ପାଠ । ବଲାଙ୍ଗୀରରୁ ଧରାପଡିଛନ୍ତି ୨ ନକଲି ଅଧ୍ୟାପକ । ଧରାପଡିବା ପରେ ଏବେ ଦୁଇ ନକଲି ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହି ଦୁଇ ଅଧ୍ୟାପକ ହେଲେ ଯୋଗୀମୁଣ୍ଡା  ରାଜେନ୍ଦ୍ର ମେହର…

ବୁଦ୍ଧିମତୀ ଝିଅ ଡଗ ଡଗ କଷି ଦେଉଛି ଅଙ୍କ; ସୁପରକମ୍ପ୍ୟୁଟର ବି ହାର ମାନିବ

ନୂଆଦିଲ୍ଲୀ: ବୁଦ୍ଧିମତୀ ଝିଅ  । ଡଗ ଡଗ କଷି ଦେଉଛି ଅଙ୍କ । ଯେମିତି ବ୍ରେନ ନୁହେଁ ତ ସୁପର କମ୍ପ୍ୟୁଟର । କାଲକୁଲେଟର ବି ଫେଲ ମାରିଯିବ ଏହି କୁନି ଝିଅ ପାଖରେ । ଛୋଟ ଝିଅର ଏହି ଅଙ୍କର ହିସାବକିତାବ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛୋଟ ଝିଅଟି ବଡ ବଡ ସଂଖ୍ୟାର ମିଶାଣ ଫେଡାଣ…

କାହିଁକି ଆତ୍ମହତ୍ୟା କଲେ ସିଆରପିଏଫ୍ ଯବାନ, କାରଣ ଖୋଜୁଛି ପୋଲିସ

ବାଲିଗୁଡା:  ସିଆର୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।ବାଲିଗୁଡ଼ାରେ ଅବସ୍ଥିତ ସିଆରପିଏଫ୍‌ର ୨୧୭ ବାଟାଲିୟନ୍‌ର ଜଣେ ସି.ଆର.ପି.ଏଫ…