Latest Odisha News

BREAKING NEWS

୮୦ ବର୍ଷ ବୟସରେ ବରିଷ୍ଠ ଗୀତିକାର ଦେବ କୋହଲିଙ୍କର ଦେହାନ୍ତ, ଗାଇଛନ୍ତି ୧୦୦ରୁ ଉର୍ଦ୍ଧ୍ଵ ଗୀତ

ମୁମ୍ବାଇ: ଆଉ ନାହାନ୍ତି ଭାରତୀୟ ସିନେମାର ଜଣାଶୁଣା ଗୀତିକାର ଦେବ କୋହଲି । ଦେବ କୋହଲିଙ୍କ ମୃତ୍ୟୁରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ଦେବ କୋହଲିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ସେ…

ଲାଞ୍ଚ ନେବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ

ବୌଦ୍ଧ : ବାଲି ବୋଝେଇ ଟ୍ରକ ଛାଡିବାକୁ ଗାଡି ମାଲିକଙ୍କଠାରୁ ଲାଞ୍ଚ ନେବା ଘଟଣା  ।  ହରଭଙ୍ଗା ଥାନାର ପୂର୍ବତନ ଆଇଆଇସି ନିଲମ୍ବିତ ।  ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ନିଲମ୍ବନ କରିଛନ୍ତି ପୋଲିସ୍ ଡିଜି । ଗତ ଜୁଲାଇ ୨୦ରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ…

ଏନଏଚଆଇକୁ ରାଜ୍ୟ ସରକାରଙ୍କ ନିବେଦନ, ଖୋର୍ଦ୍ଧା-ଚଣ୍ଡିଖୋଲ ମଧ୍ୟରେ ଥିବା ବ୍ଲାକସ୍ପଟର ମରାମତି ହେଉ

ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଇଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପାଇବା ସହିତ ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଜାତୀୟ ରାଜପଥ କଡ଼ରେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡ଼ିକୁ…

ଦେଶର ସର୍ବାଧିକ ରାଗିଂ ହେଉଥିବା ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ରାଗିଂ ମୁକ୍ତ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇ କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ସତକର୍ତା ଓ ଚେତାବନୀ ଦିଆଯାଇଥିଲେ ମଧ୍ୟ ଭାରତର ସର୍ବାଧିକ ରାଗିଂ ହେଉଥିବା ପାଞ୍ଚଟି ରାଜ୍ୟ ମଧ୍ୟରେ ଓଡ଼ିଶା…

ଆଠମଲ୍ଲିକରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଆଠମଲ୍ଲିକ: ଥମୁନି ଲଜ୍ଜ୍ୟା । ଆଠମଲ୍ଲିକ ଠାକୁରଗଡ ଥାନା ବନ୍ଦଗାଁ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ମୃତକ ସସ୍ମିତା  ନାୟକ ବୋଲି ଜଣାପଡିଛି  । ସସ୍ମିତା ୫ ବର୍ଷ ତଳେ ମଇମୁରା ପଞ୍ଚାୟତ କଳଚିକଟା ଗାଁର…

ରାଜଧାନୀରେ ଡେଙ୍ଗୁ ସ୍ଥିତି ସଙ୍ଗୀନ, ଚିହ୍ନଟ ହେଲା ଡେଙ୍ଗୁର ୨ ନୂଆ ପ୍ରଜାତିର ଭୂତାଣୁ

ଭୁବନେଶ୍ଵର: ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଯାହାକୁ ନେଇ ଆତଙ୍କିତ ହୋଇପଡି଼ଛନ୍ତି ଭୁବନେଶ୍ବରବାସୀ । ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରୁ , କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ରୋଗୀ ନାହିଁ ନ ଥିବା  ଅସୁବିଧାର…

ବେରିଆ ଫୁଟବଲ ଷ୍ଟାଡିୟମରେ ଦଳାଚକଟା; ୧୨ ମୃତ, ୮୦ ଆହତ

ନୂଆଦିଲ୍ଲୀ: ମେଡାଗାସ୍କାର ରାଜଧାନୀ ଅଣ୍ଟାନାନାରିଭୋରେ ଅଘଟଣ । ବେରିଆ ଷ୍ଟାଡିୟମରେ ଦଳାଚକଟାରେ ପ୍ରାୟ ୧୨ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଇଣ୍ଡିଆନ…

ନନ୍ଦନକାନନରେ ଆଖି ବୁଜିଲା ୯ ମାସର ସିଂହ ଶାବକ : ୨୨କୁ ହ୍ରାସ ପାଇଲା ସଂଖ୍ୟା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଝଟକା  । ଆଖି ବୁଜିଲା ୯ ମାସର ସିଂହ ଶାବକ  ।  ୯ ମାସ ତଳେ ୫ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ  । ତେବେ ଗତ କିଛି ଦିନ ହେବ ୫ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ସିଂହ ଶାବକର ମୃତ୍ୟୁ ଘଟିଛି । ବର୍ତ୍ତମାନ…

ଚନ୍ଦ୍ରପୃଷ୍ଠରେ ୨ଟି ନାଁ ତ୍ରିରଙ୍ଗା ପଏଣ୍ଟ ଓ ଶିବଶକ୍ତି: ଗୋଟିଏ ସଫଳତାର ପ୍ରେରଣା, ଅନ୍ୟଟି ସଫଳତା

ନୂଆଦିଲ୍ଲୀ: ଜହ୍ନରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ ତାର ପ୍ରଥମ ପାଦ ରଖିଥିଲା ତାର ନାମକରଣ କରାଯାଇଛି । ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସ୍ଥାନର ନାମ ଶିବଶକ୍ତି ରଖାଗଲା ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ଭ୍ରମଣ ପରେ…

ଆଜି ପୁଣି ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ , ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା

ଗଞ୍ଜାମ: ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରାଡ଼ା ପରେ ପୋଲସରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଖଲିକୋର୍ଟ ଗସ୍ତ କରିବାର…