Latest Odisha News

BREAKING NEWS

ବିଜେପିର ହାଲ୍ଲାବୋଲ: ଡେଙ୍ଗୁ ସ୍ଥିତି ନେଇ BMC ଅଫିସ୍ ଘେରିଲା ବିଜେପି

ଭୁବନେଶ୍ଵର: ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଜେପିର ହାଲ୍ଲାବୋଲ । ବିଏମସି ଅଫିସରେ ମଶା ଧୁଆଁ ଦେଲା ବିଜେପି । ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗରେ ବିଏମସି ଅଫିସ୍ ଘେରାଉ । ମେୟର ଓ ବିଏମସି କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ଖବର ଅନୁଯାୟୀ, ଗତ କିଛି ଦିନ ଧରି…

ଶିକ୍ଷକ ନିଯୁକ୍ତି ଦାବିରେ ତୁଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ସୁବର୍ଣ୍ଣପୁର: ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ। ସୁବର୍ଣ୍ଣପୁର ଲିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରିଲେ ସ୍କୁଲ କମିଟି ସଦସ୍ୟ ସଦସ୍ୟା। ଏହି ବିଦ୍ୟାଳୟରେ ସର୍ବମୋଟ ଆଠଟି ଶ୍ରେଣୀରେ…

ମହଙ୍ଗା ପଡିଲା ପ୍ରେମ ନିବେଦନ, ବନ୍ଧା ହେଲେ ଥାନାକୁ ଗଲେ

କାମାକ୍ଷାନଗର: ଧରାପଡିଲେ ରୋଡ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ । କଲେଜ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ଯୁବକଙ୍କ ପାଇଁ ମହଙ୍ଗା ପଡିଛି । ଯୁବତୀଙ୍କୁ ଅଟାଇବା ସମୟରେ ଧରାପଡି ଥାନାକୁ ଯାଇଛନ୍ତି  । ଏଭଳି କିଛି ଘଟଣା ଘଟିଛି …

କେବୁଲ କାରରେ ଫସିଥିବା ୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଉଦ୍ଧାରକାରୀ ଦଳ

ପାକିସ୍ତାନ: ପାକିସ୍ତାନରେ କେବୁଲ କାରରେ ଫସିଥିବା ୬ ଜଣ ପିଲାଙ୍କ ସମେତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନା ହେଲିକପ୍ଟର ଏବଂ ଜିପଲାଇନ ବିଶେଷଜ୍ଞ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୧୨ ଘଣ୍ଟା ଅପରେଶନ ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ଶିକ୍ଷା ବିଭାଗରେ ବଡ ପରିବର୍ତ୍ତନ: ବର୍ଷରେ ଦୁଇଥର ହେବ ବୋର୍ଡ ପରୀକ୍ଷା, ଏକାଦାଶ, ଦ୍ୱାଦଶ ପିଲା ପଢିବେ ୨ଟି ଭାଷା

ନୂଆଦିଲ୍ଲୀ:୨୦୨୪ ଶିକ୍ଷାବର୍ଷ ପାଇଁ ଆସିଲା ନୂଆ ଶିକ୍ଷାନୀତି ।  ମିନିଷ୍ଟ୍ରି ଅଫ ଏଡୁକେଶନ ପକ୍ଷରୁ ବୁଧବାର ଜାରି ଏକ ନୂଆ ବିଜ୍ଞପ୍ତିରେ କୁହାଯାଇଛି, ଆସନ୍ତା ଶିକ୍ଷାବର୍ଷଠାରୁ  ବୋର୍ଡ ପରୀକ୍ଷାରେ ବଡ ପରିବର୍ତ୍ତନ କରାଯିବ । ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ କରାଯିବ । ନୂଆ ନୀତି…

ଆଇଟିଆଇ କ୍ୟାମ୍ପସରେ ହାତୀପଲ , ସିସିଟିଭିରେ କଏଦ ହେଲା ଭିଜୁଆଲ

କାମାକ୍ଷାନଗର: ଦିନକୁ ଦିନ ହାତୀଙ୍କ ଦୌରାତ୍ମ୍ୟ ବଢି ବଢି ଚାଲିଛି । କାମାକ୍ଷାନଗର ମହାବିରୋଡ ରେଞ୍ଜ ପରଜଙ୍ଗ ବ୍ଲକ କନ୍ଦରସିଂହା ଗାଁରେ ଥିବା ସରକାରୀ ଆଇଟିଆଇ କ୍ୟାମ୍ପସରେ ହାତୀ ପଲ ବୁଲୁଥିବା ଦେଖିବାକୁ ମିଳିଛି । ଯାହାର ଭିଜୁଆଲ ସିସି ଟିଭିରେ କଏଦ ହୋଇଛି । ଆଜି ୨୫ ଟିକିଆ ହାତୀପଲ…

ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସୌଭାଗ୍ୟ ରଥ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି। ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ସୌଭାଗ୍ୟ ରଥ ୟୁରୋପ ଓ ଋଷ୍‌ର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍‌ ପର୍ବତ (୫୬୪୨ ମିଟର) ଆରୋହଣ…

ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡ ଯାତ୍ରା । ଗୁଜୁରାଟର ପୋର ବନ୍ଦରରୁ ଆରମ୍ଭ ହେବ ଏହି ଯାତ୍ରା । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କ ପୁରା ଫୋକସ୍ ଉତ୍ତରପ୍ରଦେଶରେ ରହିବ । ୮୦ ଲୋକସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ରାହୁଲ…

ସିଡିଏସ, ଏନଏସଏ ପରି ଖୋଲିବ ନୂଆ ପଦବୀ ସିଆଇଓ: ଇଡି ଓ ସିବିଆଇର ହେବେ ମୁଖ୍ୟ

ନୂଆଦିଲ୍ଲୀ: ସିଡିଏସ ଏବଂ ଏନଏସଏ ପରି ଆଉ ଏକ ନୂଆ ସର୍ବୋଚ୍ଚ ପଦବୀ ଖୋଲିବେ କେନ୍ଦ୍ର ସରକାର । ଏ ନେଇ ଚାଲିଛି ବିଚାର ବିମର୍ଷ । ଏହି ନୂଆ ପଦବୀଟି ହେଉଛି ଚିଫ ଇନଭେଷ୍ଟିଗେସନ ଅଫିସର ଅଫ ଇଣ୍ଡିଆ ବା ସିଆଇଓ (CIO)  ।  ଚିଫ ଅଫ ଡିଫେନ୍ସ ଷ୍ଟାଫ (CDS)ଏବଂ ନାଶନାଲ ସିକ୍ୟୁରିଟି ଆଡଭାଇଜର…

ନୃଶଂସ ସ୍ବାମୀର ବର୍ବରକାଣ୍ଡ: ସ୍ତ୍ରୀକୁ ଶାବଳରେ ପିଟି ପିଟି କଲା ହତ୍ୟା

ମୋହନା: ପାରିବାରିକ କଳହର କରୁଣ ପରିଣତି । ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଅଭାବନୀୟ ଘଟଣା ଘଟିଛି  । ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ସ୍ବାମୀ  । ମୃତକ ସାରୁଗାଳୁ ମଲ୍ଲିକ ବୋଲି ଜଣାପଡିଛି  । କୌଣସି କାରଣକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା…