Latest Odisha News

BREAKING NEWS

‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଆପ୍

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ଇଣ୍ଡିଆ (I.N.D.I.A)ର ବୈଠକରେ ଆମ୍ ଆଦମୀ ପାର୍ଟି ଅଂଶଗ୍ରହଣ କରିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଶ୍ଚିତ କରିଛନ୍ତି। ଏହି ବୈଠକ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ମୁମ୍ବାଇରେ ଅନୁଷ୍ଠିତ ହେବ।…

ନବ ଦାସ ହତ୍ୟା ମାମଲା: ଘୁଞ୍ଚିଲା ଗୋପାଳ ଦାସ ଡିସଚାର୍ଜ ପିଟିସନ୍ ଶୁଣାଣି

ଝାରସୁଗୁଡା: ମନ୍ତ୍ରୀ ନବଦାସ ହତ୍ୟା ମାମଲା  । ଆସନ୍ତା ସେପ୍ଟେମ୍ବର ୨ ତାରିଖକୁ ଘୁଞ୍ଚିଲା ଅଭିଯୁକ୍ତ ଗୋପାଳ ଦାସର ଡିସଚାର୍ଜ ପିଟିସନ୍ ଶୁଣାଣି  । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ ଛୁଟିରେ ଥିବାରୁ ଡିସଚାର୍ଜ ପିଟିସନର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ତେବେ ଡିସଚାର୍ଜ…

‘ଏଲିଏନ୍’ ପରି ଏକ ସନ୍ତାନକୁ ଜନ୍ମ ଦେଲେ ମହିଳା, ଯାହାକୁ ଦେଖି ଡାକ୍ତରମାନଙ୍କର ମଧ୍ୟ ଉଡ଼ିଗଲା ହୋସ୍

ନୁଆଦିଲ୍ଲୀ: ଜଣେ ମା ପାଇଁ ତାର ସନ୍ତାନ ହେଉଛି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ସୁନ୍ଦର ଉପହାର । ପିଲାଟି ଯେପରି ହେଉନା କାହିଁକି, ପ୍ରସବ କରୁଥିବା ମା ଏହାକୁ ଦୁନିଆର ସମସ୍ତ ଅସୁବିଧାରୁ ରକ୍ଷା କରିବାରେ ଆଗରେ ରହିଥାଏ । କିନ୍ତୁ ଯେତେବେଳେ ଈଶ୍ୱର ସନ୍ତାନକୁ ଏକ ଅଜବ ରୋଗ କିମ୍ବା…

ପ୍ରେମ ପାଇଁ ଦକ୍ଷିଣ କୋରିଆରୁ ଭାରତ, ଗୁରୁଦ୍ଵାରରେ କଲେ ବିବାହ

ଶାହାଜାନପୁର: ପ୍ରେମ କୌଣସି ବାଧା ବନ୍ଧନ କିମ୍ବା ସୀମାକୁ ମାନେ ନାହିଁ । କୌଣସି ଭୌଗଳିକ ସୀମା ଦୁଇ ପ୍ରେମୀ ହୃଦୟକୁ ଅଳଗା କରି ରଖି ପାରେନି । ଏ କଥା ପୁଣି ଥରେ ସତ ସାବ୍ୟସ୍ତ ହୋଇଛି । ସାତ ଦରୀଆ ତେର ନଇ ଡେଇଁ ଦକ୍ଷିଣ କୋରିଆରୁ ଭାରତ ଆସି ପହଞ୍ଚିଛନ୍ତି ପ୍ରେମିକା । ଉତ୍ତରପ୍ରଦେଶର…

ଐଶ୍ୱର୍ଯ୍ୟାଙ୍କ ଆଖି ଓ ତ୍ୱଚା ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ମନ୍ତ୍ରୀ । ଏକନାଥ ସିନ୍ଦେ ସରକାରର ଜଣେ ମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ମହାରାଷ୍ଟ୍ରର ଆଦିବାସୀ ମନ୍ତ୍ରାଳୟର ମନ୍ତ୍ରୀ ଡା.ବିଜୟକୁମାର ଗାବିତ ଏକ ବୟାନ ଦେଇ କହିଛନ୍ତି, ମାଛ ଖାଇଲେ…

ଆଭାସୀ ମାଧ୍ୟମରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ଉପରେ ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର : ସାହିତ୍ୟ ଓ ସର୍ଜନାକୁ ନେଇ ଥିଙ୍କର୍ସ କ୍ଳବ୍ ପକ୍ଷରୁ ରୀତି ଯୁଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଭଞ୍ଜ ସାହିତ୍ୟକୁ ନେଇ ୮୧ ତମ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶୈଳେଶ୍ୱର୍ ନନ୍ଦ, ମନମୋହନ ଆଚାର୍ଯ୍ୟ, ଅଂଶୁମାନ କର ଭଞ୍ଜ ସାହିତ୍ୟର ଶବ୍ଦ ଅର୍ଥ…

ଇଟାଲୀ କନ୍ୟାକୁ ଇଣ୍ଡିଆ ବର: ହିନ୍ଦୁ ରୀତିନୀତିରେ ମନ୍ଦିରରେ କଲେ ବିବାହ

ଉତ୍ତର ପ୍ରଦେଶ: କଥାରେ ଅଛି, ପ୍ରେମ ମାନେନା ଜାତି, ଧର୍ମ, ରଙ୍ଗ, ବନ୍ଧବାଡ଼, ରାତି ଦିନ । ପ୍ରେମ ପାଇଁ କେବେ କିଏ କାହାର ଜୀବନ ନେଲାଣି ତ କେବେ ଜୀବନ ଦେଲାଣି । ଆଉ ପୁଣି ପ୍ରେମ ପାଇଁ କିଏ ଦେଶଛାଡ଼ି ଅନ୍ୟଦେଶକୁ ଯାଉଛନ୍ତି ।  ଏଭଳି ଏକ ପ୍ରେମ କାହାଣୀକୁ ନେଇ ପାକିସ୍ତାନର ସୀମା ହାଇଦର…

କାଲିଠୁ ପୁଣି ବର୍ଷା: ସତର୍କ ସୂଚନା ଜାରି କଲା ଆଇଏମଡି

ଭୁବନେଶ୍ୱର:ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ ।  ଅଗଷ୍ଟ ୨୫ରେ ପୁଣି ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ମଙ୍ଗଳବାରଠାରୁ ଓଡ଼ିଶାରେ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସତର୍କ ଜାରି…

ଫାଇଭ-ଟି ଅନ୍ତର୍ଭୁକ୍ତ ହେବ ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ କଲେଜ

ଭୁବନେଶ୍ବର : ଭୁବନେଶ୍ୱର ଜନତା ମୈଦାନରେ ହେଉଥିବା କାର୍ଯ୍ୟକ୍ରମରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି  ।  ଖୋର୍ଦ୍ଧା ଜିଲ୍ଲାର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ-୩ କଲେଜ ଫାଇଭ-ଟି ଅନ୍ତର୍ଭୁକ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ନେଇ…

ଦୁଷ୍କର୍ମ ପୀଡ଼ିତା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡିତାଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ଗୁରୁତ୍ୱପୁର୍ଣ୍ଣ ରାୟ। ସୋମବାର ସୁପ୍ରିମକୋର୍ଟ ୨୭ ସପ୍ତାହରୁ ଅଧିକ ସମୟ ଭ୍ରୁଣର ଗର୍ଭପାତ କରାଇବାକୁ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅନୁମତି ଦେଇଛନ୍ତି। ମେଡିକାଲ ରିପୋର୍ଟ ଦେଖିବା ପରେ କୋର୍ଟ ଏହି ନିଷ୍ପତି ନେଇଛନ୍ତି।…