Gadar 2 Vs OMG 2: ଜାଣନ୍ତୁ ଦଶମ ଦିନରେ ଉଭୟ ଫିଲ୍ମର କେତେ ରହିଛି କଲେକସନ୍ ?
ମୁମ୍ବାଇ: ଗୋଟିଏ ଦିନରେ ରିଲିଜ୍ ହୋଇଥିଲା 'ଗଦର ୨' ଓ ଖିଲାଡି଼ କୁମାରଙ୍କ ଅଭିନୀତ ଫିଲ୍ମ 'ଓଏମଜି ୨' । କିନ୍ତୁ ସନ୍ନି ଦେଓଲଙ୍କ ଅଭିନୀତ ଗଦର ୨କୁ ନେଇ ସବୁଠି ଚର୍ଚ୍ଚା ଜୋର । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨' କୁ ନେଇ କ୍ରେଜ୍ ବଢୁଛି। 'ଗଦର ୨'ର କଲେକସନ୍ ମଧ୍ୟ ବେଶ…