Latest Odisha News

BREAKING NEWS

ଆନନ୍ଦପୁର ପୋଲିସର ବିଚିତ୍ର ନୀତି: କଙ୍ଗାରୁକୋର୍ଟରେ ମାଡ ଖାଇଥିବା ଯୁବକକୁ କୋର୍ଟ ଚାଲାଣ

ଆନନ୍ଦପୁର: ଆନନ୍ଦପୁର ପୋଲିସର ବିଚିତ୍ର ନୀତି । କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ଼ ଖାଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ । ପୁଅକୁ ଉଦ୍ଧାର କରିବା ପାଇଁ ଯାଇଥିବା ମାଆକୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ…

ରିଲ୍ସ ବନାନ୍ତୁ ଟଙ୍କା ପାଆନ୍ତୁ, ଜାଣନ୍ତୁ କେଉଁ ସରକାର ଦେଲେ ନିର୍ଦ୍ଦେଶ

ବିହାର: ଆଜିକାଲି ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ପରିଚୟ ପାଇଁ ଅନେକ ଲୋକ ରୀଲ୍ସ ବନାଉଥିବାର ଦେଖିବାକୁ ମିଳୁଛି। ବିଭିନ୍ନ ପ୍ରକାର ଓ ବିଭିନ୍ନ ଭଙ୍ଗିରେ ତିଆରି ହେଉଥିବା ରିଲ୍ସ ଆଜିକାଲି ଲୋକଙ୍କୁ ମତୁଆଲା କରିଛି । ତେବେ ଯଦି ଆପଣଙ୍କୁ କୁହାଯାଏ ଯେ, ବର୍ତ୍ତମାନ ଆପଣ ରିଲ୍ସ ତିଆରି କରି…

ଚିନ୍ତା ବଢାଇଲା କରୋନା; ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ, ସଂକ୍ରମଣ ବଢିଲେ କାମ ଦେବନି ଟିକା

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କରୋନା। ବୈଜ୍ଞାନିକମାନେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ଭିନ୍ନ…

୪୦ଥର ଟ୍ରାଫିକ ନିୟମ ଭାଙ୍ଗି ଧରାପଡିଲେ ବ୍ୟକ୍ତି: ଏକାସଙ୍ଗେ ଦେଲେ ୧୨ ହଜାର ଟଙ୍କା ଜରିମାନା

ବେଙ୍ଗାଲୁରୁ: ଚାଲାଣ ଉପରେ ଲାଗିଲା ଚାଲାଣ । ଅନେକ ଲୋକ ଟ୍ରାଫିକ ନିୟମ ଭାଙ୍ଗିଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଜଣେ ବ୍ୟକ୍ତି ୪୦ ଥର ଟ୍ରାଫିକ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି । ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଜଣେ ବ୍ୟକ୍ତି ଟ୍ରାଫିକ ନିୟମ ଭାଙ୍ଗିଥିବାର ୪୦ଟି ପେଣ୍ଡିଂ ମାମଲାର…

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି ।…

ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ: ହତ୍ୟା ନା ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗାଁରେ ଅଭାବନୀୟ ଘଟଣା ଘଟିଛି  । ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ମହିଳା ଜଣକ ରିଙ୍କି ବେହେରା ବୋଲି ଜଣାପଡିଛି । ରିଙ୍କି ୫ ବର୍ଷ ତଳେ ରାଧାକାନ୍ତ ବେହେରାଙ୍କୁ ବିବାହ…

ପରିଚୟ ହଜାଉଛି ପାହାଡ଼ି ସିତାଫଳ, ଉଚିତ ମୂଲ୍ୟ ପାଉନଥିବାରୁ ହତାଶ ହେଉଛନ୍ତି ଆଦିବାସୀ

ରାୟଗଡା: ବଡ ବଡ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରାୟଗଡାର ପାହାଡି ସୀତାଫଳ । କଲିକତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ବଡ ବଡ ସହରରେ ଏହି ସୁସ୍ବାଦ ଫଳରୁ ଖୁବ୍ ଚାହିଦା ରହିଛି । ପ୍ରତିବର୍ଷ ଏହିଠାରୁ କ୍ବିଣ୍ଟାର କ୍ବିଣ୍ଟାଲ ସୀତାଫଳ ରାଜ୍ୟ ତଥା ରାଜ୍ୟ ବାହାରକୁ…

ଡେଙ୍ଗୁ ହଟସ୍ପଟ ପାଲଟିବ କି ପ୍ରିୟଦର୍ଶିନୀ ମାର୍କେଟ ! ୧୫ ବ୍ୟବସାୟୀ ଆକ୍ରାନ୍ତ, ୨ ମୃତ

ଭୁବନେଶ୍ବର: ରାଜଧାନୀରେ ବ୍ୟାପୁଛି ଡ଼େଙ୍ଗୁ ଆଉ ଯାଉଛି ଜୀବନ । ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏଥିପାଇଁ…

ଆସନ୍ତୁ ଜାଣିବା ସାମନ୍ଥାଙ୍କ ନୂଆ ଆଗ୍ରହ ସମ୍ପର୍କରେ

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂଙ୍କ ଖୁସୀ ରିଲିଜ ହେବାକୁ ଯାଉଛି । ଏଥିରେ ବିଜୟ ଦେବରକୋଣ୍ଡାଙ୍କ ସହ ସେ ଅଭିନୟ କରୁଛନ୍ତି । ଫିଲ୍ମର ଟ୍ରେଲରକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ସାମନ୍ଥା ଏବେ କିଛି ଦିନ ପାଇଁ ଫିଲ୍ମ ଶୁଟିଂରୁ ବ୍ରେକ ନେଇଛନ୍ତି । ସେ…

ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା : ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନ ଗିରଫ

ଭୁବନେଶ୍ବର: ସୂଚନା ଅଧିକାର କର୍ମୀ କହି ଠକେଇ ମାମଲା  । ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନଙ୍କୁ ଗିରଫ କଲା ଏସଟିଏଫ୍ । କାହ୍ନୁ ଚରଣଙ୍କଠାରୁ ୪ କୋଟି ଟଙ୍କା ବ୍ୟାଙ୍କ ଖାତା ଜମା ଥିବା ନେଇ ତଥ୍ୟ ମିଳିଛି । କାହ୍ନୁଚରଣ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଛି ।…