ଅଗଷ୍ଟ ୧୮ରେ ୩୧୪ ବ୍ଲକ ଘେରିବ କଂଗ୍ରେସ
ଭୁବନେଶ୍ୱର:ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାର ବନ୍ଦ କର । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କର । ପଂଚାୟତ ମାଧ୍ୟମରେଏହି ଅର୍ଥ ଖର୍ଚ୍ଚ କର । ବଢ଼ିଚାଲିଥିବା ନାରୀ…