Latest Odisha News

BREAKING NEWS

୧୮ ଚକିଆ ଗାଡ଼ି, ଯାହା ପାହାଡ଼ିଆ ରାସ୍ତାରେ ଆରାମରେ ଯାଇପାରୁଛି

ଫିନ୍‌ଲାଣ୍ଡ: ଲୋକଙ୍କର ବିଭିନ୍ନ ପ୍ରକାରର ଗାଡ଼ି ସଉକ ଥାଏ । ତାକୁ ନଜରରେ ରଖି ବିଭିନ୍ନ କମ୍ପାନୀମାନେ ମଧ୍ୟ ଗାଡ଼ି ପ୍ରସ୍ତୁତ କରିଥାନ୍ତି । ନିକଟରେ ଫିନ୍‌ଲାଣ୍ଡର ଏକ କମ୍ପାନୀ ଏମିତି ଏକ ଗାଡ଼ି ତିଆରି କରିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗାଡ଼ିରେ ଏମିତି କିଛି…

କିସରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟରେ ଆଜି ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ ହୋଇଛି । କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁନାଇଟେଡ୍‍ ଇଣ୍ଡିଆ ଆନ୍‍ଥ୍ରୋପୋଲୋଜି ଫୋରମ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି…

ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଦିନ ଏକ ବୁଝାମଣାପତ୍ର…

୪୪ ବର୍ଷ ବୟସରେ ମାଆ ହେବେ ମଡ଼େଲ କର୍ଟନି କାର୍ଦାସିଆଁ, ଦେଖାଇଲେ ବେବି ବମ୍ପ୍

ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ଜଣାଶୁଣା ମଡେଲ୍ କର୍ଟନି କାର୍ଦାସିଆଁ । ସେ ୪୪ ବର୍ଷ ବୟସରେ ମାଆ ହେବାକୁ ଯାଉଛନ୍ତି । ଏବେ ସେ ବୋଲ୍‌ଡ଼ ଅବତାରରେ ନିଜ ‘ବେବି ବମ୍ପ୍‌’ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଖବର ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ମଡେଲ୍ କର୍ଟନି…

୫ ବର୍ଷରେ ବିସିସିଆଇ ୪୨୯୮ କୋଟି ଟଙ୍କା ଟ୍ୟାକ୍ସ ଦେଇଛି

ନୂଆଦିଲ୍ଲୀ: ବିସିସିଆଇଠାରୁ ଭାରତ ସରକାର ଆୟକର ବାବଦକୁ ମୋଟା ଅଙ୍କର ଅର୍ଥ ପାଉଛି । ବିଶ୍ୱ କ୍ରିକେଟର ସବୁଠାରୁ ଧନୀ ବୋର୍ଡ ବିସିସିଆଇ ୫ ବର୍ଷ ମଧ୍ୟରେ ୪୨୯୮ କୋଟି ଟଙ୍କର ଟ୍ୟାକ୍ସ ବାବଦକୁ ଦେଇଛି । ବିସିସିଆଇ ଆର୍ଥୀକ ବର୍ଷ ୨୦୨୧-୨୨ରେ ୧୧୫୯ କୋଟି ଟଙ୍କା ସରକାରଙ୍କୁ ପୈଠ କରିଥିଲା ।…

ବିପଦପୂର୍ଣ୍ଣ ଭାବେ ରିଲ୍‌ସ ପ୍ରସ୍ତୁତ, ଗୋଟେ ବାଇକରେ ଯାଉଛନ୍ତି ୭ ଯୁବକ

ଉତ୍ତରପ୍ରଦେଶ: ଆଜିକାଲି ସୋସିଆଲ ମିଡ଼ିଆରେ ରିଲ୍ ତିଆରି କରିବା ନିଶା ସମସ୍ତଙ୍କୁ ଘାରିଛି । ସେମାନେ ସ୍ଥାନ,କାଳ,ପାତ୍ର ସବୁ କିଛି ଭୁଲି ଯାଉଛନ୍ତି । ଏମିତି କି ନିଜ ଜୀବନକୁ ବିପଦରେ ପକାଇ ମଧ୍ୟ ରିଲ୍ସ ତିଆରି କରୁଛନ୍ତି । ଏବେ ସେମିତି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ…

ଆଉ ନାହାନ୍ତି ଫିଲ୍ମ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲ

ମୁମ୍ବାଇ : ମାଲାୟାଲମ ଚଳଚ୍ଚିତ୍ରର ଜଣାଶୁଣା ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକ ଇସମାଇଲଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ଖବର ପ୍ରଚାର ହେବା ପରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା…

ବିବାହକୁ ସ୍ମରଣୀୟ କରିବାକୁ ଭିନ୍ନ ପ୍ରୟାସ: ବିବାହ ମଞ୍ଚରେ ଆୟୋଜନ ହେଲା ସାପ ଖେଳ

ଆଜିକାଲି ଅନେକ ନିଜ ବିବାହକୁ ସ୍ୱତନ୍ତ୍ର ଓ ସ୍ମୃରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏବେ ସେମିତି ଜଣେ ବ୍ୟକ୍ତି ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ ମଞ୍ଚ ଉପରେ ସାପ ଖେଳ ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଆଶ୍ଚର୍ଯ୍ୟ…

ଏହି ଦେଶରେ ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରକୁ ଆସିଥାଏ

ବେଜିଂ: ସାପକୁ ନେଇ ବ୍ୟାପାର । କଥାଟା ଅଡୁଆ ଓ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ବୋଧହୁଏ ଚୀନ ଏକମାତ୍ର ଦେଶ ଯେଉଁଠାରେ ସବୁ କିଛି ବିକ୍ରି ହୋଇଥାଏ । ରିପୋର୍ଟ ମୁତାବକ ଚୀନର ପ୍ରତି ବର୍ଷ ୩୦ ଲକ୍ଷ ସାପ ବଜାରରେ ବିକ୍ରି ହୋଇଥାଏ । ଆମେ ଯେପରି ଖାଦ୍ୟ ପଦାର୍ଥ ଅମଳ କରିଥାଏ ଚୀନରେ ସେଭଳି ସାପ…

୧୧ରେ ରିଲିଜ୍ ହେବ ‘ହାର୍ଟ ଅଫ୍ ଷ୍ଟୋନ’ : ଗର୍ଭବତୀ ଥାଇ ଆକ୍ସନ ଦୃଶ୍ୟର ସୁଟିଂ କରିଥିଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କର ଫିଲ୍ମ ‘ହାର୍ଟ ଅଫ୍ ଷ୍ଟୋନ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ହେଉଛି ତାଙ୍କର ହଲିଉଡ ଡେବ୍ୟୁ ଫିଲ୍ମ । ଏଥିରେ ସେ ହଲିଉଡ ସୁପରଷ୍ଟାର ଗଲ ଗଡୋଟଙ୍କ ସହ ଅଭିନୟ କରିଛନ୍ତି । ଏବେ ଏହି ଫିଲ୍ମର ପ୍ରଚାର ବିଭିନ୍ନ ସ୍ଥାନକୁ ଯାଇ…