Latest Odisha News

ଅକ୍ଟୋବରରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ

ଭୁବନେଶ୍ୱର: ଅକ୍ଟୋବର ପହିଲାରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ ହେବ। ପେନସନ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ। ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଅର୍ଥ ବିଭାଗର ମିଳିତ…

ପ୍ରକୃତି

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଭଗବାନଙ୍କର ମାୟିକ ଶକ୍ତିଦ୍ୱାରା ଏ ସଂସାରର ସୃଷ୍ଟି । ପ୍ରକୃତିର ଗର୍ଭରେ ଭଗବାନ ଜୀବଙ୍କୁ ସ୍ଥାପିତ କରନ୍ତି । ପ୍ରତ୍ୟେକ ଜୀବର କର୍ମ ଅନୁଯାୟୀ, ପ୍ରକୃତି ତାଙ୍କ ପାଇଁ ଏକ ଉପଯୁକ୍ତ ଶରୀର ସୃଷ୍ଟି କରେ । ପ୍ରକୃତି ଦ୍ୱିବିଧ, ଯଥା-…

ଅନୁବାଦ କବିତା : ସ୍ବପ୍ନ କ’ଣ କେବଳ ପଳାୟନ?

ମୂଳ ବଂଗଳା: ବିଷ୍ଣୁ ଦେ କାହିଁକି ଭାବୁଛ ବାବୁ ସ୍ବପ୍ନ ଖାଲି ପଳାୟନ? ସ୍ବପ୍ନକୁ କାହିଁକି ଏତେ ମିଛ ଭୟ? ସ୍ଵପ୍ନରେ ତ ଶରୀର ଶାନ୍ତି ପ୍ରାଣର ଆରାମ ମନ ହୁଏ ପୂର୍ଣ୍ଣ । ମାଗିନିଅ ଆହୁରି ଅନେକ ସ୍ବପ୍ନ ଘୋର ଅନ୍ଧକାରେ ଜାଗ୍ରତ ବା ନିବିଡ଼ ନିଦ୍ରାରେ ଜୀବନଟା ହେଉ ସଦା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୧୦୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ତା’ପରେ କ'ଣ ଘଟିଲା, ସେ କଥା ସମ୍ପୂର୍ଣ୍ଣ ଅସ୍ପଷ୍ଟ । କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ବୀରା, ଗୋଟିଏ ହୋଟେଲ ସାମ୍ନାରେ ଠିଆ ହୋଇଥିଲା, ସିଡ଼୍ ତା' ଡାହାଣ ପଟରେ, ଏବଂ ସିଡ଼୍ ଡାହାଣକୁ ରୋହାନ୍ । ସମସ୍ତେ…

ଭାଷା ଭାଗବତ : ସର୍ବୋତ୍ତମ କାମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୟ ନାହିଁ ଖୁବ୍‌ ବେଶି ଏଣୁ ପଢ଼ା ଜାଗାରେ ବସି ନିଜେ ନେବା କି ଥରେ ଦେଖି କେତେ କାମ ରହିଛି ବାକି? ଚଂଚଳ ନ ସାରିଲେ କାମ କରି ଅଧିକ ପରିଶ୍ରମ ମନରେ ରଖିଥିଲେ ଭାବ କିଏ ବା କିପରି ଜାଣିବ? ଅକ୍ଷର ବାଂଟିଦେବା ପାଇଁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନୈବେଦ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦଙ୍କ ମହିମା ଅପାର ପରମ ଶାସ୍ତ୍ର ଭାଗବତ କହିଥାଏ ହୃଦିରୁପଂ. ମୁଖେ ନାମ ନୈବେଦ୍ୟମୁଦରେ ହରେ, ପlଦୋଦକଞ୍ଚ ନିର୍ମାଲ୍ୟ ମସ୍ତକେୟସ୍ୟ ସୋଅମୃତ । "…

ଶିବବେଶରେ ଦୋକାନୀଙ୍କୁ କଚୋଡ଼ି ମାଗିବା ପଡ଼ିଲା ମହଙ୍ଗା: ପ୍ରଯୋଜକ,ଅଭିନେତାଙ୍କୁ ନୋଟିସ୍‌

ମୁମ୍ବାଇ: ଆସନ୍ତା ୧୧ ତାରିଖରେ ରିଲିଜ୍ ହେବ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ‘ଓଏମଜି ଟୁ’ । ଏହାର ଟ୍ରେଲର ରିଲିଜ୍ ହେବା ପରେ ବିବାଦ ଦେଖାଦେଇଛି । ଏହି ଫିଲ୍ମର କିଛି ଦୃଶ୍ୟକୁ ନେଇ ଉଜ୍ଜେନ ମହାକାଳ ମନ୍ଦିରର ପୂଜାରୀମାନେ ଆପତ୍ତି ଉଠାଇଛନ୍ତି । ମହାକାଳ ମନ୍ଦିରର ପୂଜାରୀମାନେ…

ଏମିତି ଛତୁ, ଯାହା ବର୍ଷକରେ ମାତ୍ର ୮ ଦିନ ମିଳିଥାଏ, ତାହା ଚଢା ଦରରେ

ଝାରଖଣ୍ଡ: ବିଭିନ୍ନ ସ୍ଥାନରେ ବହୁ ପ୍ରକାରର ଛତୁ ମିଳିଥାଏ । କିନ୍ତୁ ଝାରଖଣ୍ଡରେ ଏମିତି ଏକ ଛତୁ ଅଛି, ଯାହା ବର୍ଷକୁ ମାତ୍ର ୮ ଦିନ ମିଳିଥାଏ । ତାହା ପୁଣି ଚଢା ଦରରେ । ଏଠାକାର ଲୋକ ଏହାକୁ ଖାଇବା ପାଇଁ ବର୍ଷସାରା ଅପେକ୍ଷା କରି ରହିଥାନ୍ତି । ଏହି ଛତୁର ନାମ ହେଉଛି ଟେକ୍ନସ । ଏହା…

ଗଣେଶ୍ୱର ମିଶ୍ରଙ୍କ ଲେଖନୀରେ ଥିଲା ସାହିତ୍ୟ ଓ ସାମ୍ବାଦିକତାର ମିଶ୍ରଣ

ଭୁବନେଶ୍ୱର: ସାମ୍ବାଦିକତାର ଅଭିବୃଦ୍ଧିରେ ସାହିତ୍ୟର ଗୁରୁତ୍ୱ ହ୍ରାସ ପାଇଛି । ସ୍ଥାନୀୟ ଓ ଜାତୀୟ ସ୍ତରରେ ଦିନକୁ ଦିନ ସମ୍ବାଦ ପରିବେଷଣରେ ସାହିତ୍ୟ ଓ ସାହିତ୍ୟ ସମ୍ପର୍କିତ ଖବର ପାଇଁ ସ୍ଥାନ ସଙ୍କୁଚିତ ହେଉଛି । ଭୁବନେଶ୍ୱରସ୍ଥିତ ଜୟ ଭାରତ ସେଣ୍ଟରରେ ସତୀର୍ଥ ପକ୍ଷରୁ ଆୟୋଜିତ ଲେଖକ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି:ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ

ଚେନ୍ନାଇ: ସ୍ଥାନୀୟ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଅପରାଜେୟ ଭାବେ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ବୁଧବାର ଅନୁଷ୍ଠିତ ଅନ୍ତିମ ଲିଗ ମ୍ୟାଚରେ ଭାରତ ୪-୦ ଗୋଲରେ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଉଭୟ ଟିମ ମଧ୍ୟରେ ଓଭରାଲ ୮୩ ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୬୫…