Latest Odisha News

BREAKING NEWS

ଏମିତି ଛତୁ, ଯାହା ବର୍ଷକରେ ମାତ୍ର ୮ ଦିନ ମିଳିଥାଏ, ତାହା ଚଢା ଦରରେ

ଝାରଖଣ୍ଡ: ବିଭିନ୍ନ ସ୍ଥାନରେ ବହୁ ପ୍ରକାରର ଛତୁ ମିଳିଥାଏ । କିନ୍ତୁ ଝାରଖଣ୍ଡରେ ଏମିତି ଏକ ଛତୁ ଅଛି, ଯାହା ବର୍ଷକୁ ମାତ୍ର ୮ ଦିନ ମିଳିଥାଏ । ତାହା ପୁଣି ଚଢା ଦରରେ । ଏଠାକାର ଲୋକ ଏହାକୁ ଖାଇବା ପାଇଁ ବର୍ଷସାରା ଅପେକ୍ଷା କରି ରହିଥାନ୍ତି । ଏହି ଛତୁର ନାମ ହେଉଛି ଟେକ୍ନସ । ଏହା…

ଗଣେଶ୍ୱର ମିଶ୍ରଙ୍କ ଲେଖନୀରେ ଥିଲା ସାହିତ୍ୟ ଓ ସାମ୍ବାଦିକତାର ମିଶ୍ରଣ

ଭୁବନେଶ୍ୱର: ସାମ୍ବାଦିକତାର ଅଭିବୃଦ୍ଧିରେ ସାହିତ୍ୟର ଗୁରୁତ୍ୱ ହ୍ରାସ ପାଇଛି । ସ୍ଥାନୀୟ ଓ ଜାତୀୟ ସ୍ତରରେ ଦିନକୁ ଦିନ ସମ୍ବାଦ ପରିବେଷଣରେ ସାହିତ୍ୟ ଓ ସାହିତ୍ୟ ସମ୍ପର୍କିତ ଖବର ପାଇଁ ସ୍ଥାନ ସଙ୍କୁଚିତ ହେଉଛି । ଭୁବନେଶ୍ୱରସ୍ଥିତ ଜୟ ଭାରତ ସେଣ୍ଟରରେ ସତୀର୍ଥ ପକ୍ଷରୁ ଆୟୋଜିତ ଲେଖକ…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି:ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ

ଚେନ୍ନାଇ: ସ୍ଥାନୀୟ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଅପରାଜେୟ ଭାବେ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ବୁଧବାର ଅନୁଷ୍ଠିତ ଅନ୍ତିମ ଲିଗ ମ୍ୟାଚରେ ଭାରତ ୪-୦ ଗୋଲରେ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଉଭୟ ଟିମ ମଧ୍ୟରେ ଓଭରାଲ ୮୩ ମ୍ୟାଚ ଖେଳା ଯାଇଥିବା ବେଳେ ଭାରତ ୬୫…

ଦିନିକିଆ ବିଶ୍ୱକପ କ୍ରିକେଟ: ଅଗଷ୍ଟ ୨୫ରୁ ଅନଲାଇନ ଟିକେଟ ବିକ୍ରି

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ । ଏଥିପାଇଁ ଅଗଷ୍ଟ ୨୫ରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ ହେବ । ବୁଧବାର ଆଇସିସି ରିଭାଇଜଡ କାର୍ଯ୍ୟସୂଚୀ ଘୋଷଣା କରିଛି । ନବରାତ୍ରର ଓ କାଳୀପୂଜା ଯୋଗୁ ଭାରତ-ପାକିସ୍ତାନ ସମେତ ୯ଟି ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ…

ଅଗଷ୍ଟ ୧୦ରୁ ସୋଆରେ ଆଇଇଇଇର ତୃତୀୟ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ (ଆଇଇଇଇ) ପକ୍ଷରୁ ଗୁରୁବାର ଠାରୁ “ସଷ୍ଟେନେବଲ ଏନର୍ଜି ଆଣ୍ଡ ଫ୍ୟୁଚର ଇଲେକ୍ଟ୍ରିକ୍ ଟ୍ରାନ୍ସପୋର୍ଟେସନ୍ (ସେଫେଟ-୨୦୨୩)” ଶୀର୍ଷକ ୪ ଦିନିଆ ତୃତୀୟ ଆନ୍ତର୍ଜାତିକ…

 ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ଵ  ଦେଶଜ  ଅଧିବାସୀ  ଦିବସ  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ…

ଟାଇଗରଙ୍କଠାରୁ ଅଲଗା ହେବା ପରେ ଦିଶାଙ୍କୁ ମିଳିଗଲା ନୂଆ ବୟଫ୍ରେଣ୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଲାଇଫକୁୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ ଡେଟ କରୁଥିବା ନେଇ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଥିଲା । କାରଣ ଉଭୟଙ୍କୁ ଅନେକ ଇଭେଣ୍ଟ ଓ ହୋଟେଲରେ ଏକାଠି ଦେଖିବାକୁ…

ଲୋପ ପାଇବାକୁ ପାଉଥିବା ମୂଳ ଅଧିବାସୀଙ୍କ ଭାଷାକୁ ନେଇ ଲେଖକମାନଙ୍କ ଉଦ୍‌ବେଗ

ଭୁବନେଶ୍ୱର: ବିଶ୍ୱର ସ୍ଥାନୀୟ ଅଧିବାସୀମାନେ କଥା ହେଉଥିବା ୭୦୦୦ ଭାଷା ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସଂପୂର୍ଣ୍ଣ ଲୋପ ପାଇସାରିଥିବା ବେଳେ ଅନେକ ଭାଷା ଲୁପ୍ତ ହେବାକୁ ବସିଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ ଦେଇଛନ୍ତି । ସାରା ବିଶ୍ୱ ବର୍ତମାନ ଅନେକ ଭାଷାକୁ ହରାଇବା ଭଳି ଭୟଙ୍କର…

୧୮ ଚକିଆ ଗାଡ଼ି, ଯାହା ପାହାଡ଼ିଆ ରାସ୍ତାରେ ଆରାମରେ ଯାଇପାରୁଛି

ଫିନ୍‌ଲାଣ୍ଡ: ଲୋକଙ୍କର ବିଭିନ୍ନ ପ୍ରକାରର ଗାଡ଼ି ସଉକ ଥାଏ । ତାକୁ ନଜରରେ ରଖି ବିଭିନ୍ନ କମ୍ପାନୀମାନେ ମଧ୍ୟ ଗାଡ଼ି ପ୍ରସ୍ତୁତ କରିଥାନ୍ତି । ନିକଟରେ ଫିନ୍‌ଲାଣ୍ଡର ଏକ କମ୍ପାନୀ ଏମିତି ଏକ ଗାଡ଼ି ତିଆରି କରିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗାଡ଼ିରେ ଏମିତି କିଛି…

କିସରେ ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟରେ ଆଜି ବିଶ୍ୱ ନୃତତ୍ତ୍ୱ କଂଗ୍ରେସ ଉଦ୍‍ଘାଟିତ ହୋଇଛି । କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁନାଇଟେଡ୍‍ ଇଣ୍ଡିଆ ଆନ୍‍ଥ୍ରୋପୋଲୋଜି ଫୋରମ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ଏହି…