ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ନିଜ ପସନ୍ଦର ମାଛ ଧରନ୍ତି ଗ୍ରାହକ, ସେହି ମାଛ ତାଙ୍କୁ ପରଷା ଯାଏ
ଜାପାନ: ସାଧାରଣତଃ ଅଧିକାଂଶ ଲୋକ ଚିକେନ୍, ମଟନ ଅପେକ୍ଷା ମାଛ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ଦୁନିଆରେ ଅନେକ ରେଷ୍ଟୁରାଣ୍ଟଅଛି, ଯେଉଁଠାରେ ସୁସ୍ୱାଦୁ ମାଛ ଖାଇବାକୁ ମିଳିଥାଏ । କିନ୍ତୁ ଜାପାନରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଗ୍ରାହକ ନିଜେ ମାଛ ଧରନ୍ତି ଓ…