Latest Odisha News

BREAKING NEWS

ନିର୍ବାଚନ ଜିତିବାକୁ ବିଜେପିର ଆଗୁଆ ଇଭିଏମ ହ୍ୟାକିଂ! ମମତାଙ୍କୁ ମିଳିଲା ପ୍ରମାଣ

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରମୁଖ ଦଳ ଗୁଡିକ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏଭଳି ସମୟରେ ଇଭିଏମକୁ ହ୍ୟାକିଂ ପ୍ରସଙ୍ଗକୁ ନେଇ ରାଜନୈତିକ ପରିବେଶ ଉଷ୍ମ ହୋଇଛି। ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି…

ସ୍କୁଲ ଯାଉଛନ୍ତି ୭୮ ବର୍ଷ ବୟସ୍କ ବୃଦ୍ଧ, ଛୋଟ ଛୋଟ ପିଲାଙ୍କ ସହ ବସି ପଢୁୁଛନ୍ତି ପାଠ

ମିଜୋରାମ: କୁହାଯାଏ ଶିକ୍ଷାଦାନ କରିବାର କୌଣସି ବୟସସୀମା ନାହିଁ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ମିଜୋରାମର ଜଣେ ୭୮ ବର୍ଷୀୟ ବୃଦ୍ଧ । ସେ ଏହି ବୟସରେସ୍କୁଲରେ ନାମ ଲେଖାଇବା ସହ ଛୋଟ ଛୋଟ ପିଲାଙ୍କ ମେଳରେ ବସି ମଧ୍ୟ ପାଠ ପଢୁଛନ୍ତି । ଏଥିଲାଗି ତାଙ୍କୁ ୩ କିମି ରାସ୍ତା ଯିବାକୁ ବି…

ରାସ୍ତା କଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ

ମୁମ୍ବାଇ: ରାସ୍ତାକଡ଼ରୁ ମିଳିଲା ତାମିଲ ହାସ୍ୟାଭିନେତାଙ୍କ ମୃତଦେହ । ତାମିଲନାଡୁର ମଦୁରେର ତିରୁପରଂଗୁଂନ୍ଦ୍ରମ ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନେକଦିନ ଭୋକ ଉପବାସରେ ରହିବା ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ହାସ୍ୟାଭିନେତା ଜଣକ ହେଲେ ମୋହନ । ଅଭିନେତା…

ଇଂଲଣ୍ଡକୁ ଟି୨୦ ବିଶ୍ୱକପ ଜିତାଇଥିବା ଆଲେକ୍ସଙ୍କ ଅବସର ଘୋଷଣା

ଲଣ୍ଡନ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ ବିଶ୍ୱକପ ଆଉ ୨ ମାସ ଥିବା ବେଳେ ସେ ହଠାତ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ସେ ଇଂଲଣ୍ଡକୁ ବିଜୟୀ କରାଇବାରେ…

ଯୁବକଙ୍କ ଅଜବ କୌଶଳ: ମୁଣ୍ଡରେ ସୋଫା ରଖି ଚଲାଇଲେ ସାଇକେଲ, ଲୋକେ ଦେଖି ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ସୋସିଆଲ ମିଡିଆରେ ଆମକୁ ଅଜବ ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ, ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଉ । ବେଳେ ବେଳେ ଲୋକେ ଏମିତି କାମ କରି ବସନ୍ତି, ଯାହା ସମସ୍ତଙ୍କ କଳ୍ପନା ବାହାରେ । ନିକଟରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ତାଙ୍କ ମୁଣ୍ଡରେ…

ବାଂଲାଦେଶ କ୍ରିକେଟରେ ତାମିମଙ୍କ ନାଟକ ସରୁନି, ଅଧିନାୟକ ପଦରୁ ଦେଲେ ଇସ୍ତଫା

ଢ଼ାକା: ବାଂଲାଦେଶ କ୍ରିକେଟରେ ତାମିମ ଇକବାଲଙ୍କ ନାଟକ ସରିବା ନାମ ନେଉ ନାହିଁ । ଶୁକ୍ରବାର ତାମିମ ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତ । ଏଥିସହ ସେ ଆଘାତ ସମସ୍ୟା ଯୋଗୁ ଏସିଆ କପରେ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗତ ମାସରେ ଆଫଗାନିସ୍ତାନଠାରୁ ହାରିବା ପରେ ତାମିମ…

ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ଆଉ ୫ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି । ପୂର୍ବରୁ ୨ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ୫ଟି ଗେଟ୍ ଖୋଲାଯାଇ ୭ଟି ଗେଟରେ ନିଷ୍କାସନ ହେଉଥିଲା ବନ୍ୟା ଜଳ । ସନ୍ଧ୍ୟାରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍ ଖୋଲିବା ସହ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ…

ଉପରେ ଥିଲା ଧାନବସ୍ତା; ଭିତରେ ହେଉଥିଲା ପିଡିଏସ୍ ଚାଉଳର ଚୋରାଚାଲାଣ

ଢେଙ୍କାନାଳ: ଆଗରେ ଧାନବସ୍ତା ରଖି ଲୁଟୁଥିଲେ ପିଡିଏସ୍ ଚାଉଳ ।  ଧାନବସ୍ତା ପଛପଟେ ଚୋରା ଚାଲାଣ ହେଉଥିଲା କୁଇଣ୍ଟାଲ କୁଇଣ୍ଟାଲ ପିଡିଏସ୍ ଚାଉଳ । ହେଲେ ପୋଲିସ ଆଖିରୁ ଖସି ପାରିଲେନି । ମାଡି ବସିଲା ପୋଲିସ  । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ଦେଙ୍କନାଳ…

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ‘ସତ୍ୟର ବିଜୟ’ ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୋଦି ସରନେମ୍ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏଥିସହ ରଦ୍ଦ ହୋଇଥିବା ରାହୁଲ ଗାନ୍ଧୀଙ୍କ ଲୋକସଭା ସାଂସଦ ପଦ ମିଳିଛି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ…