Latest Odisha News

BREAKING NEWS

କବିତା : ଝିପି ଝିପି ବର୍ଷାରେ

ଗଗନ ବିହାରୀ ନାୟକ   ଝିପି ଝିପି ବର୍ଷା ଦେହ ଭିଜେଇଲା । ମନ ତଳ ରହି ଗଲା । ଜଳୁଛି ଯେମିତି ଆଦେଖା ନିଆଁରେ । ତୁମେ ତା ବୁଝିଲେ ହେଲା (୦) ବତୁରା ମାଟିର ଗନ୍ଧେ ଶିହରଣ। ଅଙ୍ଗେ ଅଙ୍ଗେ ଯାଏ ଭରି। କାହିଁକି କେଜାଣି ମେଘୁଆ ସଂଜଟା । ଚାଲିଗଲା ପର କରି ।। ଦେଇଗଲା ଯେଉଁ କଳାର…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ଖୁବ୍ ଉତ୍ସାହର ସହ ସିଡ଼୍ ମୁଣ୍ଡ ହଲେଇଲା । କାରଣ ଏଇ କଥା ପାଇଁ ତା' ପାଖରେ ଉତ୍ତରଟେ ପ୍ରସ୍ତୁତ ଥିଲା । “ହଁ, ମୁଁ ଜାଣେ ସେକଥା । ମୁଁ କିଛି ଅନ୍‌ଲାଇନ୍ ପ୍ରୋଗ୍ରାମ୍ ଓ ବ୍ରୋସ୍ୟୁର୍ ପଢ଼ିସାରିଛି । କଣ୍ଠସ୍ୱର…

ନିଷ୍ପତ୍ତି ବଦଳାଇଲା ବିଜେପି : ବିରୋଧୀ ମେଣ୍ଟ ‘ଇଣ୍ଡିଆ’କୁ ଆଉ କରିବନି ଟାର୍ଗେଟ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆରମ୍ଭ ହୋଇଗଲାଣି ସଜବାଜ । ବିରୋଧୀ ନିଜ ରଣକୌଶଳକୁ ନେଇ ଲାଗି ରହିଥିବାବେଳେ ଶାସକ ଦଳ ବି ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି । ଏକା ବିଜେପିକୁ ହରାଇବା ପାଇଁ ଏକ ହୋଇଛନ୍ତି ସବୁ ବିରୋଧୀ । ଗଢିଛନ୍ତି ନୂଆ ମେଣ୍ଟ ଇଣ୍ଡିଆ ବା ଇଣ୍ଡିଆନା…

ଭାଷା ଭାଗବତ : ବୁଢ଼ାଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଢ଼ାଲୋକଂକୁ ' ଧୈର୍ଯ ଧର ' କହିବା ଅଭ୍ୟାସ ଯାହାର ତାହାର କାଳ, ପାତ୍ର ଜ୍ଞାନ ହୁଏନି କେବେ ପରିଚ୍ଛନ୍ନ ଯୁବକମାନେ ଏତେ ବ୍ୟସ୍ତ ଯେ, ଅଛି ହେବା ପାଇଁ ଅସ୍ତ ତାହାର ମୁଖ୍ୟ ପ୍ରୟୋଜନ କେବେ ନ କରଂତି ପୂରଣ କେବଳ ଥାଇ,…

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ; ଆଗାମୀ ୩ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ସବୁଆଡେ ବେହାଲ ଜନଜୀବନ । ଏପଟେ  ବଙ୍ଗୋପସାଗରରୁ ସୃଷ୍ଟ ସୁଦୃଶ ଲଘୁଚାପ ଅବପାତରେ ପରିଣତ ହୋଇଛି । ଉତ୍ତରପୂର୍ବ ବଙ୍ଗୋପସାଗରରେ ଏହା ଅବପାତରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟା ସୁଦ୍ଧା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପ…

ସରକାରଙ୍କ ବଡ଼ ଘୋଷଣା: ଆସିପାରେ ନୁଆ ଆଇନ୍, ପ୍ରେମ ବିବାହ ପାଇଁ ପରିବାରର ସହମତି ଅନିବାର୍ଯ୍ୟ

ଅହମ୍ମଦାବାଦ: ସରକାରଙ୍କ ବଡ଼ ଘୋଷଣା । ପ୍ରେମ ବିବାହ ପାଇଁ ପରିବାରର ସହମତି ଅନିବାର୍ଯ୍ୟ ନେଇ ଲାଗୁ ହୋଇପାରେ ନୁଆ ଆଇନ୍ । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ପ୍ରେମ ବିବାହ ପାଇଁ ପିତାମାତାଙ୍କ ସହମତି ଅନିବାର୍ଯ୍ୟ କରିବା ଲାଗି ଆଇନ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦ ଓ ଓଡ଼ିଆ କାବ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦଙ୍କ ମହିମା ସମସ୍ତ ଶାସ୍ତ୍ର ପୁରାଣ ମାନଙ୍କରେ ଯେପରି ବର୍ଣ୍ଣିତ ହୋଇଛି, ସେହିପରି ଓଡ଼ିଆ କାବ୍ୟ କବିତା ବିଶେଷତଃ ଭଜନ ଜଣାଣରେ ମଧ୍ଯ ପ୍ରତିଫଳିତ…

ଆଜାଦପୁର ପରିବା ମାର୍କେଟ ପହଞ୍ଚିଲେ, ବେପାରୀଙ୍କୁ ଭେଟି ଦରଦାମ୍ ସମ୍ପର୍କରେ ପଚାରି ବୁଝିଲେ ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ କେଉଁଠି କେତେବେଳେ ଅଚାନକ ପହଞ୍ଚିଯାଉଛନ୍ତି ଏବଂ କ’ଣ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ। କେତେବେଳେ ଚାଷୀଙ୍କ ସହ ମିଶି ଚାଷ କରୁଛନ୍ତି ତ କେତେବେଳେ ମୋଟର ଗ୍ୟାରେଜ ପହଞ୍ଚି ମେକାନିକଙ୍କ ସହ ମିଶି ବାଇକ ସଜାଡୁଛନ୍ତି। ବର୍ତ୍ତମାନ ରାହୁଲଙ୍କ ଆଉ ଏକ…

ମଧ୍ୟାହ୍ନ ୨ଟା ସୁଦ୍ଧା ଟ୍ୱିନ ସିଟିରେ ପ୍ରବଳ ଛେଚିବ: ସତର୍କ କଲା ଆଇଏମଡି

ଭୁବନେଶ୍ୱର:ଟୁଇନ ସିଟି ଭୁବନେଶ୍ୱର ଓ କଟକ ଭୁବନେଶ୍ୱରକୁ ସତର୍କ ସୂଚନା । ଆଜି ଏହି ଦୁଇ ସହର ପ୍ରବଳ ଛେଚିବ । ଏମିତି ପୂର୍ବାନୁମାନ କରିଛି  ଆଞ୍ଚଳିକ ପାଣିପାଗ ବିଭାଗ । ମଙ୍ଗଳବାର ଅପରାହ୍ନ ୨ଟା ସୁଦ୍ଧା ଟୁଇନ ସିଟିରେ ପ୍ରବଳ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସେଥିପାଇଁ…

ସୁନ୍ଦରତା ପାଇଁ ପୋଦିନା : ତ୍ଵଚାରେ ଆଣେ ଚମକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ । ପୋଦିନାରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ପାଇଁ ବହୁତ ଲାଭଦାୟକ ଅଟେ । ପୋଦିନା ବ୍ୟବହାର…