Latest Odisha News

BREAKING NEWS

ଟିପିଏସ୍ଓଡିଏଲ ପକ୍ଷରୁ ୮ଟି ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଜୀବନ ଓ ଜୀବିକା କାର୍ଯ୍ୟକ୍ରମ

ବ୍ରହ୍ମପୁର: ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍ଏଚଜି)ଙ୍କ ଦୀର୍ଘସ୍ଥାୟୀ ଆୟ ସୃଷ୍ଟିର ପ୍ରସାର ପାଇଁ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ…

ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିଲେ ଦଳରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ସୋମବାର ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ରାଉତଙ୍କୁ ଭେଟି ଆଲୋଚନା କରିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ମିଳିଥିବା ସୂଚନା…

ଶ୍ରୀମନ୍ଦିିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ପାଇଁ ସରକାର ଡରୁଛନ୍ତି-ଜଗନ୍ନାଥ ସେନା

ପୁରୀ: ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ହେଲେ ଏହି ବୈଠକକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ବୈଠକକୁ ଘୋର ବିରୋଧ କରିଛି ଜଗନ୍ନାଥ ସେନା । ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡାକୁ ବୈଠକରେ ଆଲୋଚନା କରାଯାଉ ନାହିଁ । ବୈଠକରେ ଭକ୍ତଙ୍କ…

ପ୍ରବଳ ବର୍ଷାରେ ଭାସୁଛି ଭୁବନେଶ୍ୱର, ରାତି ୮ଟା ଯାଏ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ୱର । ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ବର୍ଷାରେ ଭୁବନେଶ୍ୱରର ଅନେକ ଅଞ୍ଚଳରେ ପାଣି ପସିଛି । ରାଜଧାନୀର ରାଜରାସ୍ତାରେ ଲହଢ଼ି ଭାଙ୍ଗୁଛି ବର୍ଷା ପାଣି । ପୁରୁଣା ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଅନେକ ଘରେ ପସିଛି ବର୍ଷା ପାଣି…

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରଶ୍ନ, ପଚାରିଲେ ‘୧୪ ଦିନ ଯାଏ କେଉଁଠି ଥିଲ ?’

ନୂଆଦିଲ୍ଲୀ: ମଣିପୁର ଭାଇରାଲ୍ ଭିଡିଓ ମାମଲାର ଶୁଣାଣି ବେଳେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ପଚାରିଛନ୍ତି, ‘ମେ ୪ର ଘଟଣାରେ ପୋଲିସ ମେ ୧୮ରେ ଏତଲା କଲା । କାହିଁକି ୧୪ ଦିନ ଯାଏ କୌଣସି ପଦକ୍ଷେପ ନିଆଯାଇ ନଥିଲା । ଭିଡିଓ ଭାଇରାଲ୍…

ଅବହେଳିତ ସରକାରୀ କର୍ମଚାରୀଙ୍କ ଗର୍ଜନରେ କମ୍ପିଲା ଲୋୟର ପିଏମଜି

ଭୁବନେଶ୍ୱର: ସକାଳୁ ସକାଳୁ କମ୍ପୁଥିଲା ଲୋୟର ପିଏମଜି । ସରକାରଙ୍କ ଦ୍ୱାରା ଅବହେଳିତ, ଉପେକ୍ଷିତଙ୍କ ଗର୍ଜନରେ ଥରୁଥିଲା ରାଜଧାନୀ ଛାତି। ଗୋଟିଏ ପଟେ ବିଭିନ୍ନ ଦାବି ନେଇ ଏକାଠି ହୋଇଥିଲେ ସରକାରୀ ଆଉଟସୋର୍ସିଂ କର୍ମଚାରୀ । ଅନ୍ୟପଟେ ଗର୍ଜୁଥିଲେ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ମହାସଂଘ…

ମଝି ଚିଲିକାରେ ମାରିଲା ବିଜୁଳି, ମାଛ ଧରୁଥିବା ବେଳେ ଚାଲିଗଲା ବାପପୁଅଙ୍କ ପ୍ରାଣ

ଖୋର୍ଦ୍ଧା: ମାଛ ମାରିବାକୁ ଚିଲିକାକୁ ଡଙ୍ଗା ନେଇ ଯାଇଥିଲେ ବାପପୁଅ । ହେଲେ କିଏ ଜାଣିଥିଲା ମାଛ ମାରି ବାପପୁଅ ଆଉ ଫେରିବେନି । ମଝି ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରପାତରେ ବାପପୁଅଙ୍କ ଜୀବନ ଯାଇଛି । ଏ ଅଘଟଣ ଘଟିଛି ଚିଲିକା ମଝିରେ । ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା…

ଛାତ୍ରୀଙ୍କୁ ପରିସ୍ରା ମିଶ୍ରିତ ପାଣି ପିଆଇ ଦେଲା ଛାତ୍ର; ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ, ଭାଙ୍ଗିଲା ପୋଲିସ ଗାଡ଼ି

ଜୟପୁର: ରାଜସ୍ଥାନର ଭିଲୱାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ଅନ୍ୟ ସମ୍ପ୍ରଦାୟର ଛାତ୍ର ପରିସ୍ରା ମିଶ୍ରିତ ପାଣି ପିଇବା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉକ୍ତ ଘଟଣା ସାମ୍ନାକୁ ଆସିବା…

କଲର୍ଭଟ ଭୁଶୁଡି ୫ ମୃତ ଘଟଣା: ପୁଅ ଓ ସ୍ୱାମୀଙ୍କୁ ହରାଇବା ପରେ ବିଷ ପିଇଦେଲେ ମହିଳା

ରାୟଗଡା: କଲଭର୍ଟ ଭୁଶୁଡିବା ଘଟଣାର ପୁଣି ଏକ ବିକଳ ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ କଲଭର୍ଟ ଭୁଶୁଡିବା ଘଟଣାରେ ଚାଲିଗଲା ସ୍ୱାମୀ ଓ ପୁଅଙ୍କ ଜୀବନ । ଏମିତି ଦୁଃଖଦ ଖବର ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଛନ୍ତି ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର…

୧୨ ଘଣ୍ଟାରେ ଅବପାତ, ୩ ଦିନ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଘନୀଭୂତ ହେଉଛି ଲଘୁଚାପ । ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିବ ବର୍ଷାର ପରିମାଣ । ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ ସକ୍ରିୟ ରହିବା ସହ ଏହା ଆଗାମୀ ୧୨ ଘଣ୍ଟାରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଅବପାତରେ ପରିଣତ ହେବ ।…