Latest Odisha News

BREAKING NEWS

ଡକ୍ଟର ପତିତପାବନ ମହାନ୍ତି ହେଲେ ‘ନିର୍‌ତାର’ର ନିର୍ଦ୍ଦେଶକ

କଟକ: କେନ୍ଦ୍ର ସରକାରଙ୍କ ଦିବ୍ୟାଙ୍ଗଜନ ସଶକ୍ତୀକରଣ ବିଭାଗ ଅଧୀନ ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‌ତାର)ର ନିୟମିତ ନିର୍ଦ୍ଦେଶକ ରୂପେ ଡକ୍ଟର ପତିତପାବନ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଗତ ଶୁକ୍ରବାର କେନ୍ଦ୍ର…

ସେକ୍ସ ପ୍ରତି ବିବାହିତ ଯୋଡିଙ୍କ କମୁଛି ଆଗ୍ରହ

ପ୍ରେମ ପାଇଁ ମନ ଦରକାର । ଏହା ପରେ ବିବାହ । ଖାଲି ପ୍ରେମକୁ ନେଇ ଆମେ ଏକ ବିବାହିତ ଯୋଡିଙ୍କୁ ସଫଳ ବୋଲି କହିପାରିବା ନାହିଁ । ସୁସ୍ଥ ବୈବାହିତ ଜୀବନରେ ସେକ୍ସ ଜରୁରୀ । ତେବେ ଏକ ଷ୍ଟଡି ଅନୁସାରେ ଏବେକାର ବିବାହିତ ଯୋଡି ଏଥିପ୍ରତି ବିମୁଖ ହେଉଛନ୍ତି । ବିବାହ ବିଚ୍ଛେଦ ଏହାର ପ୍ରମୁଖ କାରଣ…

ସିଗାରେଟ୍ ବାବାଙ୍କ ନିକଟରେ ଭିଡ଼: ଗୋଟେ ସିଗାରେଟ୍ ଦେଲେ ପୂରଣ ହୁଏ ମନସ୍କାମନା

ଲକ୍ଷେ୍ନା÷: ଅନେକ ପ୍ରେମ କାହାଣୀ ବିଷୟରେ ଆପଣ ଶୁଣିଥିବେ । ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ହେଲେ ଏବେ ନିଜ ପ୍ରେମକୁ ପାଇବାକୁ ପ୍ରେମୀ ଯୁଗଳଙ୍କଠାରୁ ଆରମ୍ଭ କରି ବିବାହିତମାନେ ଲକ୍ଷେ୍ନା÷ରେ ଥିବା ଏକ ସମାଧିସ୍ଥଳରେ ଭିଡ଼ ଜମାଉଛନ୍ତି । ଏହାର…

ମୁସଲମାନଙ୍କ ପବିତ୍ର ମହରମ୍, ଭଦ୍ରକରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବାହାରିଛି ୪୧ଟି କାଫିଲା

ଭଦ୍ରକ: ମହରମ୍ ପାଇଁ କଡ଼ା ସୁରକ୍ଷା । ୧୭ ପ୍ଲାଟୁନ୍ ପୋଲିସ ଫୋର୍ସ ୮୦ ଅଫିସର ଓ ୨ ଅତିରିକ୍ତ ଏସପି ଭଦ୍ରକ ସହରରେ ମୁତୟନ ହୋଇଛନ୍ତି । ମୁସଲମାନଙ୍କ ପବିତ୍ର ମହରମ୍ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସୁରକ୍ଷା ବ୍ଯବସ୍ଥାକୁ କଡ଼ାକଡ଼ି କରିଛି । ଭଦ୍ରକରେ ସମୁଦାୟ ୪୧ଟି…

ରିଲିଜ୍ ହେଲା ତାଲି’ର ଟିଜର, କିନ୍ନର ଭୂମିକାରେ ନଜର ଆସିଲେ ସୁସ୍ମିତା ସେନ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ତାଙ୍କ ଆଗାମୀ ଫିଲ୍ମ ‘ତାଲି’କୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ଏଥିରେ ଅଭିନେତ୍ରୀ ସୁସ୍ମିତା କିନ୍ନର ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି । ଏହାର ଟିଜରକୁ ଲୋକେ…

ବିଶ୍ୱ ଶାନ୍ତି ପାଇଁ ସନ୍ଦେଶ ଦେଲା ସାଇମୁନ୍ ୨୦୨୩

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଆୟୋଜିତ ୨ ଦିନିଆ ସମ୍ମିଳନୀ ସାଇମୁନ୍ ୨୦୨୩ ଉଦଯାପିତ ହୋଇଛି । ଉଦଯାପନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସାଇ ଟ୍ରିବୁନର ଉନ୍ମୋଚନ…

କଫି ଦୋକାନ ତଳୁ ମିଳିଲା ଅଦ୍ଭୁତ ଜୀବ: ଯାହାର ରହିଛି ୫୦୦ ଗୋଡ଼ , ବୈଜ୍ଞାନିକମାନେ ଦେଖି ଆଶ୍ଚର୍ଯ୍ୟ

ଲସ୍ ଆଞ୍ଜେଲ୍ସ: ଦୁନିଆରେ ଅନେକ ପ୍ରକାରର ଜୀବ ବାସ କରନ୍ତି । ସାଧାରଣତଃ ବୈଜ୍ଞାନିକମାନେ ଏହି ଜୀବମାନଙ୍କର ପ୍ରଜାତି ଏବଂ ସେମାନଙ୍କର ଗୁଣ ଉପରେ ନଜର ରଖିଥାନ୍ତି । କିନ୍ତୁ ଏହା ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ଜୀବବିଜ୍ଞାନୀମାନେ ନୂତନ ପ୍ରଜାତିର ଜୀବ ସନ୍ଧାନ କରିବାରେ ନିୟୋଜିତ…

ପ୍ରବଳ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ୨ ଜିଲ୍ଲାର ୧୮ ଗାଁ

ଭୁବନେଶ୍ୱର: ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୮ ଗାଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କନ୍ଧମାଳ ଓ ଗଜପତି ଜିଲ୍ଲାରେ ୧୮ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଯାଇଛି । ଅନେକ ସ୍ଥାନରେ ଧୋଇ ଯାଇଛି ଆପ୍ରୋଚ୍ ରୋଡ୍ । ସୂଚନା ଅନୁସାରେ, ଶୁକ୍ରବାର ଠାରୁ ହେଉଥିବା ଲଗାଣ…

‘ବୱାଲ’ର କିଛି ସିନ୍‌କୁ ନେଇ ଉଠିଲା ବିବାଦ

ମୁମ୍ବାଇ: ନିକଟରେ ବଲିଉଡ଼ ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ବରୁଣ ଧୱନଙ୍କ ଅଭିନିତ ଫିଲ୍ମ ‘ବୱାଲ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଯାଇଛି । ଏବେ ଏହାର କିଛି ସିନ୍‌କୁ ନେଇ ବିବାଦ ଦେଖାଦେବା ସହ ଆପତ୍ତି ଉଠାଇଛିି ଇସ୍ରାଏଲ ଦୂତାବାସ । ଏହି ଫିଲ୍ମରେ ଉଭୟ ଜାହ୍ନବୀ ଓ ବରୁଣଙ୍କ…

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ସ୍କୁଲ୍ ଅଫ୍ ଲ୍ ଉଦଘାଟିତ

ଭୁବନେଶ୍ୱର: ଭାରତର ସର୍ବଶ୍ରେଷ୍ଠ ବେସରକାରୀ ଦକ୍ଷତା ବିଶ୍ୱବିଦ୍ୟାଳୟ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଜଟଣୀ କ୍ୟାମ୍ପସରେ ସ୍କୁଲ୍ ଅଫ୍ ଲ’ ର ଉଦଘାଟନ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ ଆର ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମହେଶ୍ୱରୀ ଏବଂ ଓଡ଼ିଶାର…