ବିଷ୍ନୁଙ୍କ ମାଡ଼ରେ ଅର୍ଜୁନଙ୍କ ମୃତ୍ୟୁ, ଆଶ୍ରମରେ ପୋଲିସ ଟିମ୍
ପୁରୀ: ବାସେଲସାହି ଲୋକନାଥ ରୋଡରେ ଥିବା ଗୁରୁକୃପା ଆଶ୍ରମରେ ଅନ୍ୟ ଜଣେ ବାବାଙ୍କୁ କାଠ ଫାଳିଆରେ ଆକ୍ରମଣ କରିବା ଅଭିଯୋଗରେ ଶନିବାର ଜଣେ ଆତ୍ମଘୋଷିତ ବାବାଙ୍କୁ ଅଟକ ରଖିଛି ପୋଲିସ। ମୃତକ ହେଲେ ପଡୋଶୀ ପଶ୍ଚିମବଙ୍ଗର ଅର୍ଜୁନ ଦାସ।
ପ୍ରାଥମିକ ସୂଚନା ଅନୁସାରେ ବିଷ୍ଣୁ ଦାସ ନାମକ ଏହି…