Latest Odisha News

BREAKING NEWS

ରଙ୍ଗ ସାଜିଲା ବାଧକ; ସବୁ ଯୋଗ୍ୟତା ଥାଇ ବି ଗୋରା ବୋଲି ମିଳିଲାନି ଚାକିରି

ନୂଆଦିଲ୍ଲୀ: ଯୁଗ ଆଗକୁ ବଢିଛି । ମଣିଷ ଚନ୍ଦ୍ରରେ ଜାଗା କିଣିଲାଣି । ଅନ୍ୟଗ୍ରହରେ ବସତି ସନ୍ଧାନ କଲାଣି । ହେଲେ ଅନ୍ଧବିଶ୍ୱାସରୁ ମୁକୁଳି ପାରୁନି ମଣିଷ । ସେଦିନର କଳାଗୋରା ଭେଦଭାବ ଏବେ ବି ମନରୁ ଲିଭିନି  ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ  । ପ୍ରତୀକ୍ଷା…

ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି ପରେ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର

ଜଗତସିଂହପୁର: ବାପାଙ୍କ ପକେଟରୁ ୬୦ ଟଙ୍କା ଚୋରି କରିବା ପରେ ଜୀବନ ହାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅନ୍ତର୍ଗତ ଗଲୁପଡ଼ା ଗାଁରେ । ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ପରେ ପୋଲିସକୁ ସୁଇସାଇଡ୍ ନୋଟ୍ ମିଳିଛି । ମୃତକ ହେଉଛନ୍ତି ସ୍କୁଲ୍ ଶିକ୍ଷକ ପ୍ରକାଶ…

ପିଏମ ମୋଦୀଙ୍କ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚି ବାଦ୍, ଟ୍ୱିଟ୍ ଯୋଗେ ଅଭିଯୋଗ କଲେ ଗେହଲଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଗସ୍ତରେ ଅଛନ୍ତି। ସିକରଠାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଏମ କିଷାନ ସମ୍ମାନ ଯୋଜନାର ରାଶି ଉନ୍ମୋଚନ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ବିକାଶମୂଳକ ଯୋଜନାର ମୂଳଦୁଆ ପକାଇ ଏହାକୁ ଉଦ୍ଘାଟନ କରିବେ। ତେବେ ଏହି…

ଆସନ୍ତା ବୁଧବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି, ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଆଜି ନୁହେଁ, ବୁଧବାର ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଦେଶ ଦେଇଥିବା ସୂଚନା ଦେଇଛନ୍ତି ସଞ୍ଜୟ ଦତ୍ତ ମହାପାତ୍ର ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିଛନ୍ତି ଦତ୍ତ ମାହାପାତ୍ର ସେବାୟତ। ଆଜି ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର…

ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷେ ମାତୃତ୍ୱ ଛୁଟି

ଗ୍ୟାଙ୍ଗଟକ୍‌: ମାତୃତ୍ୱ ଛୁଟି ନେଇ ସିକ୍କିମ ସରକାରଙ୍କ ବଡ ନିଷ୍ପତ୍ତି। ଏଣିକି ଯେଉଁ ମହିଳା କର୍ମଚାରୀମାନେ ରାଜ୍ୟରେ ମାଆ ହେବେ ସେମାନଙ୍କୁ ବର୍ଷେ ଛୁଟି ଦିଆଯିବ। ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏହି ଘୋଷଣା କରିଛନ୍ତି। ରାଜ୍ୟ ସରକାର ମାତୃତ୍ୱ ଛୁଟି ୬ ମାସରୁ ବଢାଇ ବର୍ଷେ…

ବିରୋଧୀଙ୍କ ‘ଇଣ୍ଡିଆ’ ଏବଂ ସରକାରଙ୍କ ‘ମୋଦି’ ନାରାରେ କମ୍ପିଲା ସଂସଦ ଭବନ

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନ ଏକପ୍ରକାର ଅଚଳ ହୋଇପଡିଛି । ଏହି ଅଧିବେଶନର  ଗୋଟିଏ ବି ଦିନ ଠିକରେ ଚାଲିବାକୁ ଦେଇ ନାହାନ୍ତି ବିରୋଧୀ । ବୁଧବାର ବିରୋଧୀ ଅନସ୍ଥା ପ୍ରସ୍ତାବ ଅଣାଯାଇଥିଲା । ବାଚସ୍ପତି ମଧ୍ୟ ଏହାକୁ ଅନୁମୋଦନ କରିଥିଲେ। ଆଜି ଅର୍ଥାତ…

ପାରିବାରିକ କଳହରୁ ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ ଓ ପୁଅ

ଭଦ୍ରକ: ପାରିବାରିକ କଳହରୁ ସ୍ୱାମୀକୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ ଓ ପୁଅ। ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ବାଣିତିଆ ପଞ୍ଚାୟତ ମହଲା ସାହିରେ। ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟେକ୍ତ ହୋଇ ସ୍ତ୍ରୀ ଓ ପୁଅକୁ ବାନ୍ଧି ରଖିଥିଲେ। ଏଭଳି ଘଟଣା ଏବେ ସ୍ଥାନୀୟ…

୨୭୨୫ କୋଟି ଟଙ୍କାର ଅଫର ଫେରାଇଲେ ଫ୍ରାନ୍ସ ଫୁଟବଲ ଷ୍ଟାର କିଲିୟାନ ଏମ୍ବାପ୍ପେ

ନୂଆଦିଲ୍ଲୀ: ଫ୍ରାନ୍ସର ଷ୍ଟାର ଫୁଟବଲ ଖେଳାଳି କିଲିୟନ ଏମ୍ବାପ୍ପେ ୨୭୨୫ କୋଟି ଟଙ୍କାର ଲୋଭନୀୟ ଅଫର ପ୍ରତ୍ୟାଖ୍ୟାନ କରି ଚର୍ଚ୍ଚିତ ହୋଇ ଉଠିଛନ୍ତି । ସାଉଦି ଆରବର ଅଲ ହିଲାଲ କ୍ଲବ ତାଙ୍କୁ ଏହି ଅଫର ଦେଇଥିଲା । ସାଉଦି ଆରବ ଯିବାର କୌଣସି ଯୋଜନା ନ ଥିବାରୁ ଏମ୍ବାପ୍ପେ ଅଲ ହିଲାଲ କ୍ଲବର…

ଫେବୃଆରୀରେ ହେବ ମାଟ୍ରିକ ପରୀକ୍ଷା; ତାରିଖ ଘୋଷଣା କଲା ବୋର୍ଡ

ଭୁବନେଶ୍ୱର: ଫେବୃଆରୀରେ ହେବ ୨୦୨୩-୨୪ ଶିିକ୍ଷାବର୍ଷର ମାଟ୍ରିକ ପରୀକ୍ଷା । ୨୦୨୪ ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା ହେବ ବୋଲି ଆଜି ଘୋଷଣା କରିଛି   ବୋର୍ଡ । ପରୀକ୍ଷା ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଦେଇଛି ବୋର୍ଡ । ମାଟ୍ରିକ…

ଆଜି ଖେଳାଯିବ ଭାରତ- ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଖେଳାଯିବ । ଟେଷ୍ଟ ସିରିଜ ଜିତିବା ପରେ ଦିନିକିଆ ସିରିଜ ଉପରେ କବଜା କରିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଭାରତ । ସେପଟେ ଟେଷ୍ଟ ସିରିଜ ହାରିବାର ପ୍ରତିଶୋଧ ନେବା ଲକ୍ଷ୍ୟରେ…