Latest Odisha News

BREAKING NEWS

ମହଙ୍ଗା ପଡ଼ିଲା ଜେଲରେ ଡ୍ୟୁଟି ସମୟରେ ଶୋଇବା, ୨ ୱାର୍ଡର ନିଲମ୍ବିତ

ଅନୁଗୁଳ: ଜେଲରେ ଶୋଇବା ୨ ୱାର୍ଡରଙ୍କୁ ମହଙ୍ଗା ପଡ଼ିଛି । ଡ୍ଯୁଟି ସମୟରେ ଶୋଇ ପଡ଼ିଥିବା ଫଟୋ ଭାଇରାଲ ପରେ ଦୁଇ ୱାର୍ଡର ନିଲମ୍ବିତ ହୋଇଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେର ଜେଲ୍‌ର ଦୁଇ ଜେଲ୍ ୱାର୍ଡର୍ ଶୋଇବାର ଫଟୋ ଭାଇରାଲ୍ ପରେ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ୱାର୍ଡର…

ବଲିଉଡ଼ରେ ଡ଼େବ୍ୟୁ କରିବେ ରାଜ୍ କୁନ୍ଦ୍ରା: ନିଜ ବାୟୋପିକ୍‌ରେ ନିଜେ ସାଜିବେ ନାୟକ

ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ବାୟୋପିକ୍ ଆଗକୁ ନିର୍ମାଣ ହେବାକୁ ଯାଉଛି । ଏଥିରେ ନିଜେ ରାଜ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରାଜ୍ ପର୍ନ ଫିଲ୍ମ ନିର୍ମାଣ କରିବା ଘଟଣା ତାଙ୍କ ବାୟୋପିକ୍‌ର ମୁଖ୍ୟ କଥାବସ୍ତୁ ରହିଛି । ଏହି ଫିଲ୍ମ ଜରିଆରେ ରାଜ୍ ଅଭିନୟରେ ଡେବ୍ୟୁ…

ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ପୁରୀ: ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ଵାର ବ୍ୟତୀତ ଅନ୍ୟ କେଉଁ ଦ୍ଵାର ଖୋଲିବ ସେ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ବେଳେ ଅନେକ ମତାମତ ଆସିଛି । ଏସବୁକୁ ନେଇ…

ସିଗନାଲରେ ତ୍ରୁଟିଥିବା ଯୋଗୁଁ ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟିଛି: ରେଳମନ୍ତ୍ରୀ

ନୂଆଦିଲ୍ଲୀ: ସିଗନାଲ-ସର୍କିଟ-ବଦଳରେ ତ୍ରୁଟି ଯୋଗୁଁ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସକୁ ଭୁଲ୍ ସିଗନାଲ ମିଳିଥିଲା, ଯାହା ଫଳରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟି ୨୯୫ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗତ ଜୁନ ୨ ତାରିଖରେ…

ଫ୍ଲେମିଙ୍ଗୋସ୍ ଚଢେଇର ଅଜବ ଜୀବନଶୈଳୀ: ନିଆରା ଢଙ୍ଗରେ କରାଏ ସ୍ତନ୍ୟପାନ

ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବ ଅଛନ୍ତି । ପ୍ରତ୍ୟେକ ଜୀବ ବିଷୟରେ ଏବେ ବି ସୂଚନା ଅଜଣା ହୋଇ ରହିଛି । ଏବେ ସୋସିଆଲ ମିଡିଆରେ ଫ୍ଲେମିଙ୍ଗୋସ୍‌ର ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାକୁ ଯେତେବେଳେ ଦେଖିବେ ଭାବିବେ ଫ୍ଲେମିଙ୍ଗୋସ୍ ୍ ପରସ୍ପରର ରକ୍ତ…

ହୋଇପାରୁନି ବନକଲାଗି ନୀତି, ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ

ପୁରୀ: ନିଳାଦ୍ରୀବିଜେଠୁ ହୋଇପାରିନି ଶ୍ରୀଜିଉଙ୍କ ବନକଲାଗି ନୀତି। ସପ୍ତାହକରେ ବୁଧବାର ନା ଗୁରୁବାର କେହେ ହେବ ଏହି ନୀତିକାନ୍ତି ସେନେଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବନକଲାଗି ନୀତି ପାଇଁ ଦାୟୀ ଦତ୍ତମହାପାତ୍ର ନିଯୋଗଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର…

ଏମର୍ଜିଂ ଏସିଆ କପ କ୍ରିକେଟ: ଫାଇନାଲରେ ପାକିସ୍ତାନ ଏକୁ ଭେଟିବ ଭାରତ ଏ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ ଏ ଓ ପାକିସ୍ତାନ ଏ ମଧ୍ୟରେ ଟାଇଟଲ ମୁକାବିଲା ହେବ । ଆଜି ଅନୁଷ୍ଠିତ ସେମିଫାଇନାଲରେ ଭାରତ ଏ ୫୧ ରନରେ ବାଂଲାଦେଶ ଏକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ୨୧୧ ରନ କରି ଅଲଆଉଟ…

କ୍ୟାଟ୍‌ୱାକ୍ ରୁ ଆଲିଆଙ୍କୁ ଅଧାରେ ଛାଡ଼ି ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ରଣବୀର ଓ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଆସନ୍ତା ୨୮ ତାରିଖରେ ରିଲିଜ୍ ହେବ ।…

ସାବଧାନ! ଭଦ୍ର ଲୋକ ବେଶରେ ଜମି କେଳେଙ୍କାରୀ, ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାବଧାନା ଜମି ବିକିବା ପାଇଁ ଆଗକୁ ଅଣାଯାଉଛି ଭଦ୍ର ବ୍ୟକ୍ତିର ଚାଲି ଚଳଣ। କିନ୍ତୁ ଉଦ୍ଦେଶ୍ୟ ଜମି ଠକେଇ କରି ମାଲେମାଲ ହେବା ଏବଂ ଜମି କିଣିବାକୁ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିକୁ ସର୍ବସ୍ବାନ୍ତ କରିବା। ଏହିପରି ଏକ ମାମଲାରେ ଜଣେ ୭୫ ବର୍ଷୀୟ ବୃଦ୍ଧା ଜାଲିଆତିର ଶିକାର ହୋଇ ୨୫…

କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ୧୦୦୧.୧୪ କୋଟି ଟଙ୍କା, ୨ ବର୍ଷରେ ହେବ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍

ଭୁବନେଶ୍ୱର: କର୍କଟ ବା କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ କ୍ୟାବିନେଟ୍ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଛି । ୨ ବର୍ଷ ମଧ୍ୟରେ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବରଗଡ଼, ଭୀମସାର ବୁର୍ଲା, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୋରାପୁଟ, ଏମକେସିଜି…