Latest Odisha News

BREAKING NEWS

ବାଲି ବୋଝେଇ ଟ୍ରକ୍ ଛାଡ଼ିବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ଆଇଆଇସି

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆଉ ଜଣେ ପୋଲିସ ଅଧିକାରୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ହରଭଙ୍ଗା ଥାନା ଆଇଆଇଲି ପୁଷ୍ପଲତା ରାଉତରାୟଙ୍କୁ ଲାଞ୍ଚ ଟଙ୍କା ସହ କାବୁ କରି ନେଇଛି ଭିଜିଲାନ୍ସ ।…

ମଣିପୁରରେ ମୁଖ୍ୟମନ୍ତ୍ରୀଙ୍କୁ ହଟାଇ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ: ରାଘବ ଚଡ୍ଡା

ନୂଆଦିଲ୍ଲୀ: ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୈତିକ ଉତ୍ତେଜନା ଲାଗି ରହିଛି। ଇତିମଧ୍ୟରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ସଂସଦର ନିୟମ ୨୬୭ ଅନୁଯାୟୀ ବିଜନେସ ସସ୍ପେନ୍ସ ନୋଟିସ ଦାଖଲ କରି ମଣିପୁରବାସୀଙ୍କ ସପକ୍ଷରେ ଠିଆ…

୧୦ ବର୍ଷ ବିତିଗଲା ଶୁଣିଲାନି ପ୍ରଶାସନ, ଶେଷରେ ଗ୍ରାମବାସୀ ପାଣି ମଡ଼ାଇବାକୁ ନିଜେ ଖୋଳିଲେ କେନାଲ

ରାୟଗଡ଼ା: କାହା ହାତରେ କୋଦାଳ ତ ଆଉ କାହା ହାତରେ ଶାବଳ । ଚାଷ ଜମିକୁ ଜଳ ସେଚନ ଲାଗି ଚାଲିଛି କେନାଲ ନିର୍ମାଣ । ହେଲେ କୌଣସି ସରକାରୀ ଯୋଜନାରେ ନୁହେଁ ବରଂ ଗ୍ରାମବାସୀ ନିଜସ୍ୱ ଉଦ୍ୟମରେ ଶ୍ରମ ଦାନ ତରି ତିଆରି କରୁଛନ୍ତି କେନାଲ୍ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁ…

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚୁକ୍ତି ବିନିମୟ, ଏଣିକି ଶ୍ରୀଲଙ୍କାରେ ଲଞ୍ଚ ହେବ ୟୁପିଆଇ

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଏକ ଅନେକ ଚୁକ୍ତି ବିନିମୟ…

୩ ଦିନ ଯାଏ କମିବ ବର୍ଷା, ୨୫ରୁ ପୁଣି ବଢ଼ିବ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସକ୍ରିୟ ରହିବା ସହ ଆଉ ଏକ ଘୂର୍ଣ୍ଣିବଳୟ ସହ ଯୋଡ଼ି ହୋଇଛି । ଯାହାକି ଆଗାମୀ ୨ ଦିନ ଯାଏ ପଶ୍ଚିମ-ଉତ୍ତରପଶ୍ଚିମ…

ମୋକିମ୍ ଓ ଚିରଞ୍ଜୀବଙ୍କ ନିଲମ୍ବନକୁ ବିରୋଧ, କଂଗ୍ରେସ ଭବନ ଆଗରେ ସମର୍ଥକଙ୍କ ଆନ୍ଦୋଳନ

ଭୁବନେଶ୍ୱର: ନିଲମ୍ବନକୁ ନେଇ ବଢ଼ୁଛି ଅଡ଼ୁଆ, ବଢ଼ୁଛି ବିବାଦ । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏଆଇସିସି ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରିଥିଲା । ଆଉ ନିଲମ୍ବନ ନିଆଁ ଏବେ କର୍ମୀଙ୍କ ମଧ୍ୟରେ ଆକ୍ରୋଶ ହୋଇ ବ୍ୟାପିବାରେ ଲାଗିଛି । ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ…

ମୋଗଲଙ୍କ ଆଡ୍ଡାସ୍ଥଳ ପାଲଟିଥିବା ସ୍ଥାନ ଏବେ ପାଲଟିଛି ମିନା ବଜାର, ଜାଣନ୍ତୁ ଏହାର ଇତିହାସ …

ଆଗ୍ରା: ଆଗ୍ରାର ମିନା ବଜାର ହେଉଛି ଏମିତି ଏକ ବଜାର ଯାହା ଏକଦା ମୋଗଲ ଶାସକ ମାନଙ୍କ ବିଳାସର ସ୍ଥାନ ଥିଲା । ମୋଗଲ ସାମ୍ରାଜ୍ୟ ସହିତ ଜଡିତ ବ୍ୟକ୍ତି ଓ ରାଜକୀୟ ପରିବାରର ଲୋକେ ଏଠାରେ ବାଣିଜ୍ୟର ପସରା ମେଲାଉଥିଲେ । ରାଜପୁତ ରାଣୀ ଏବଂ ବଡ଼ ବଡ଼ ହସ୍ତୀ ମାନେ ଏହି ବଜାରରୁ ସେମାନଙ୍କ ପସନ୍ଦର…

ଠାକୁର ଘରେ ରଖନ୍ତୁ ନାହିଁ ଏହି ବସ୍ତୁ, ନହେଲେ ହୋଇଯିବେ ବର୍ବାଦ…

ଓଡିଶା ସମ୍ବାଦ ବ୍ୟୁରୋ: ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ବାସ୍ତୁ…

ବାବା ଅମରନାଥଙ୍କୁ ଦର୍ଶନ କଲେ ସାରା, ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମୁସଲମାନ ସମ୍ପ୍ରଦାୟ ହୋଇ ମଧ୍ୟ ହିନ୍ଦୁ ଧର୍ମକୁ ବହୁ ଗୁରୁତ୍ୱ ଦିଅନ୍ତି l ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସାରା ଭଗବାନ ଶିବଙ୍କ ଦର୍ଶନ ପାଇଁ ଜମ୍ମୁ କଶ୍ମୀରର ଅମରନାଥ ଧାମ ପରିଦର୍ଶନ କରିଥିବା ଦେଖାଯାଇଛି। ଏହାର ଏକ ଭିଡିଓ ବର୍ତ୍ତମାନ…

୩୧ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଲେ ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ କୋ-ଅର୍ଡିନେଟର୍ ପୁଷ୍ପାଙ୍ଗିନୀ ଜୋଶୀ । ୩୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପୁଷ୍ପାଙ୍ଗିନୀଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ସୂଚନା ଅନୁସାରେ, ଜଣେ ପ୍ରଧାନଶିକ୍ଷକ ତଥା ପୂର୍ବତନ…